ମାଳତୀପାଟପୁର ବସ୍ ଷ୍ଟାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଟୁରିଷ୍ଟ ବସ୍

ପୁରୀ: ମାଳତୀପାଟପୁର ବସ୍ ଷ୍ଟାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍। ରାସ୍ତାରେ ଛିଡ଼ା ହୋଇଥିବାବେଳେ ଅଚାନକ ଲାଗିଲା ନିଆଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଖବର ପାଇ ପୋଲିସ ଓ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ନିଆଁ ଲାଗିବା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି। ସେହିପରି ଆଜି ସକାଳୁ ପୂର୍ତ୍ତବିଭାଗ […]

Read More Text.

୨୮ ଜଣ ଭୂମିହୀନଙ୍କୁ ଉପଜିଲ୍ଲାପାଳଙ୍କ ଦ୍ଵାରା ପଟ୍ଟା ବଣ୍ଟନ 

ବାରିପଦା : ପ୍ରତ୍ୟେକ ମଣିଷର ମୌଳିକ ଅଧିକାର ଏକ ଵାସଗୃହ । ସମସ୍ତଙ୍କ ର ସ୍ବପ୍ନ ଥାଏ ନିଜ ଜାଗାରେ ଘରଟିଏ କରି ମୁଣ୍ଡ ଗୁଞ୍ଜିବାକୁ । କିନ୍ତୁ   ବାଧକ ସାଜି ଥାଏ ଭୂମି ।ଭୂମି ନ ଥିଲେ ଘର ଟିଏ କେମିତି କରିବେ ? ବହୁ ଭୂମିହୀନ ତହସିଲ ଅଫିସ ଦୌଡ଼ି ଦୌଡ଼ି ପାଦ ଛିଡିଯାଏ ଜାଗାଟିଏ ପାଇଁ  । ବୟସ ଅପରାହ୍ନ ହୋଇଯାଏ ତା’ର ର ସ୍ବପ୍ନ ସ୍ବପ୍ନ ରେ ରହିଯାଏ ।କେତେଜଣ ବି […]

Read More Text.

ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ

ପୁରୀ : ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଧାଡ଼ି ଦର୍ଶନ ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଛି । ଚଳିତ ସପ୍ତାହରେ ଶ୍ରୀମନ୍ଦିର ମ୍ୟାନେଜିଙ୍ଗ କମିଟି ଗଠିତ ହୋଇଯିବ । କମିଟି ହେଲାପରେ ନାଟମ ଣ୍ଡପ ଭିତରେ ଥିବା ହୁଣ୍ଡିର ସ୍ଥାନାନ୍ତର ପ୍ରକ୍ରିୟା ହେବ । ହୁଣ୍ଡି ସ୍ଥାନାନ୍ତର ପାଇଁ ମ୍ୟାନେଜିଙ୍ଗ କମିଟି ଓ ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି । ଅନୁମତି ମିଳିବା ପରେ ହୁଣ୍ଡି ସ୍ଥାନାନ୍ତର ହେବ […]

Read More Text.

ନଗରୀ ସରପଞ୍ଚ ନରୋତ୍ତମ ଦାସଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ମେସିନ୍ ଉଦ୍‌ଘାଟିତ

କଟକ ସଦର :  ପବିତ୍ର ଶ୍ରୀ ରାମ ନବମୀ ରେ ବାରଙ୍ଗ ବ୍ଳକ୍ ନଗରୀ ପଞ୍ଚାୟତ ଅରିଲୋ ଗ୍ରାମର ଶ୍ରୀ ଶ୍ରୀ ଯୁଗଳକିଶୋର ମନ୍ଦିର ନିକଟରେ ସରପଞ୍ଚ ନରୋତ୍ତମ ଦାସଙ୍କ ଦ୍ଵାରା ଏକ ଥଣ୍ଡା ପାନୀୟ ଜଳ ମେସିନ୍ ଉଦ୍‌ଘାଟିତ ହୋଇଛି | ଏହି ଉଦ୍‌ଘାଟନ ଉତ୍ସବରେରେ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ୍ , ସମାଜସେବୀ ପ୍ରଣବ ପଟ୍ଟନାୟକ , ସମାଜସେବୀ ନଳିନୀକାନ୍ତ ପଟନାୟକ , ୱାର୍ଡ ସଭ୍ୟା ପ୍ରତିଭା ଦାସ , ୱାର୍ଡ ସଭ୍ୟ ସୁନିଲ୍ କୁମାର […]

Read More Text.

ଆଉ ଦୁଇ ଦିନ ମଧ୍ୟରେ ସରିବ ମାଟ୍ରିକ ଖାତା ଦେଖା, ମେ’ ପ୍ରଥମ ସପ୍ତାହରେ ରେଜଲ୍ଟ

କଟକ: ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ। ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ଆଉ ଦୁଇ ଦିନ ମଧ୍ୟରେ ସରିବ ଖାତା ଦେଖା। AI ଏବଂ QR କୋର୍ଡ ଦ୍ବାରା ପରୀକ୍ଷା ପରିଚାଳନା ସଫଳ ହୋଇଛି। ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍‌ ନେଇ କିଛି ଅସୁବିଧା ହେବନି କହିଲେ। ଗ୍ରେସ୍‌ ମାର୍କ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ନେବ। ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଖାତା ଦେଖା […]

Read More Text.

ପାଣ୍ଡିଆନ୍‌ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି: ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡ଼ିଶା ସରକାରରେ ପୂର୍ବତନ ୫ଟି ଅଧ୍ୟକ୍ଷ ତଥା ବି‌ଜେଡିରୁ ଇସ୍ତଫା ଦେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ମୁହଁ ଖୋଲିଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଭି କେ ପାଣ୍ଡିଆନ୍‌ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି। ସେ ଗତ ୧୦ ମାସ ହେଲା ବିଜେଡିରୁ ଇସ୍ତଫା ଦେଇସାରଛନ୍ତି। ବର୍ତ୍ତମାନ ସମୟରେ ବିଜେଡିର କୌଣସି କାର୍ଯ୍ୟରେ ସଂଶ୍ଲିଷ୍ଟ ନାହାନ୍ତି। […]

Read More Text.

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା, ସାଙ୍ଗଠନିକ ନିର୍ବାଚନ ସଂପର୍କରେ ଆଲୋଚନା

ଭୁବନେଶ୍ୱର : ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା । ନବୀନଙ୍କୁ ଭେଟିଲେ ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂଦେଓ, ପ୍ରତାପ ଦେବ, କଳିକେଶ ନାରାୟଣ ସିଂହଦେଓ, ଅରୁଣ ସାହୁ, ସଂଜୟ ଦାସ ବର୍ମାଙ୍କ ଭଳି ବରିଷ୍ଠ ନେତା। ସାଂଗଠନିକ କାର୍ଯ୍ୟକ୍ରମକୁ ନେଇ ନବୀନଙ୍କୁ ଭେଟିଛନ୍ତି । ସାଙ୍ଗଠନିକ ନିର୍ବାଚନ ସଂପର୍କରେ ଆଲୋଚନା ହୋଇଛି । ସଂଗଠନିକ ନିର୍ବାଚନର ଅଗ୍ରଗତି ନେଇ ବିଜେଡି ସୁପ୍ରିମୋଙ୍କୁ ଅବଗତ କରିଛନ୍ତି ପ୍ରତାପ ଦେବ। ଦଳ କିଭଳି ଆଗକୁ ବଢିବ ସେନେଇ ଆଲୋଚନା […]

Read More Text.

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାମ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଛି। ସ୍ନାନ ପୂର୍ଣ୍ଣିମା ଭିତରେ ରତ୍ନ ଭଣ୍ଡାର କାମ ସରିବ ବୋଲି କୁହାଯାଇଛି। ପ୍ରଥମେ ଡି ପ୍ଲାଷ୍ଟରିଙ୍ଗ ଓ ପରେ ପଥର ମରାମତି କାମ ଜାରି ରହିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର କମିସନ ରିପୋର୍ଟ ସାର୍ବଜନୀନ କରିବା ସମ୍ପର୍କିତ ମାମଲାର ଶୁଣାଣି ସୋମବାର ଉଚ୍ଚ ନ୍ୟାୟାଳୟରେ ହୋଇଛି। ଏଥିରେ କୁହାଯାଇଛି ଯେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନଭଣ୍ଡାର ମରାମତି କାମ ସରିବ। ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗଠିତ ଜଷ୍ଟିସ୍‌ […]

Read More Text.

ସଡ଼କ ଦୁର୍ଘଟଣାରେ ଖୋର୍ଦ୍ଧା ଜିଲ୍ଲା ସହକାରୀ ଜିଲ୍ଲାପାଳ ଅଶ୍ଵିନୀ ନାୟକ ଗୁରୁତର

ଯାଜପୁର : ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଖୋର୍ଦ୍ଧା ଜିଲ୍ଲା ସହକାରୀ ଜିଲ୍ଲାପାଳ ଅଶ୍ଵିନୀ ନାୟକ ଗୁରୁତର ଭାବେ ଆହତ। ଏଥିସହ ଗାଡି ଚାଳକ ମଧ୍ୟ ସାମାନ୍ୟ ଆହତ ହେଇଛନ୍ତି । ଆଜି ଶ୍ରୀ ନାୟକ ଭୁବନେଶ୍ୱରରୁ ଏକ ଇନୋଭା ଗାଡିରେ ବାଲେଶ୍ଵର  ଯାଉଥିବା ବେଳେ ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ମୁଳାପାଳ ଛକ ନିକଟରେ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ସହକାରୀ ଜିଲ୍ଲାପାଳଙ୍କ ଗୋଡ ହାତ ଭାଙ୍ଗିବା ସହ […]

Read More Text.

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ସାମାଜିକ ଅନ୍ତର୍ଭୁକ୍ତୀକରଣ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବିକାଶରେ ସାମିଲ ପାଇଁ ଗରିବ ଏବଂ ପଛୁଆ ଯୋଗ୍ୟ ପରିବାରଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪,୧୨,୫୪୮ଯୋଗ୍ୟ ପରିବାରକୁ ଏସଏଚଜିରେ ସାମିଲ କରାଯାଇଥିଲା। ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ସାମାଜିକ ଅନ୍ତର୍ଭୁକ୍ତୀକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟର ଏହି ଅଭିଯାନରେ ୧୦୮ଟି ଦିବ୍ୟାଙ୍ଗ ଏସଏଚଜି ଗଠିତ ହୋଇଛି। ଏଥିରୁ ବାଦ୍‌ପଡ଼ିଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରିବା ପାଇଁ ଓଡ଼ିଶା ଜୀବିକା […]

Read More Text.