ଯୁବକଙ୍କ ଉପରକୁ ମାଡ଼ିଗଲା ମୋ ବସ
ଭୁବନେଶ୍ୱର: ମରଣ ଯନ୍ତା ପାଲଟିଛି ମୋ ବସ୍ । ପ୍ରତିଦିନ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟାଉଛି ମୋ ବସ୍ । ଆଖି ବୁଜି ଗାଡି ଚଳାଉଛନ୍ତି ଡ୍ରାଇଭର । ଫଳରେ ଯାଉଛି ନିରିହ ଲୋକଙ୍କ ଜୀବନ। ଆଜି ପୁଣି ଦୁର୍ଘଟଣା ଘଟାଇଛି ମୋ ବସ୍ । ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ ନିକଟ ବସ୍ଷ୍ଟାଣ୍ଡରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଉପରକୁ ମାଡ଼ିଗଲା ମୋ ବସ । ଯୁବକ ଜଣଙ୍କ ଗୁରୁତର ଥିବା ବେଳେ ତାଙ୍କୁ […]
Read More Text.