ଅସୁସ୍ଥତା ସତ୍ତ୍ବେ ପରୀକ୍ଷା ଦେଲେ ମେଧାବୀ ଛାତ୍ରୀ ଅଙ୍କିତା
ବାରିପଦା: ବାରିପଦା ସହରର ଭୁଗୁଡ଼ାକଟାର ବାସିନ୍ଦା ଯମୁନା ଧରାଙ୍କ ଝିଅ ମେଧାବୀ ଛାତ୍ରୀ ଅଙ୍କିତା ଧରା ମେଟ୍ରିକ୍ ପରୀକ୍ଷାର ପ୍ରଥମ ଦୁଇଟି ବିଷୟ ପରୀକ୍ଷା ଦେବାପରେ ପେଟ ଯନ୍ତ୍ରଣା ହେବାସହିତ ଚେତା ହରାଇ ବସିଥିଲେ l ଗୁରୁତର ଅବସ୍ଥାରେ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା l ଡାକ୍ତରଙ୍କ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ ଆପେଣ୍ଡିକ୍ସ ଓ ଖାଦ୍ୟ ନଳୀ ସଂକ୍ରମଣ ହୋଇଯାଇଅଛି l କିଛିଦିନ ଖାଦ୍ୟ ଖାଇବାକୁ […]
Read More Text.