ମାର୍ଚ୍ଚ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର,୧୩ା୩: ଆଗାମୀ ମାର୍ଚ୍ଚ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବା ହେତୁ ଆସନ୍ତା ସୋମବାର ମାର୍ଚ୍ଚ ୧୭ ତାରିଖ ଦିନ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ଏ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ […]

Read More Text.

ମୁଁ କାହାକୁ ଡରିନାହିଁ, ମତେ ଫାଶୀ ଦେଇଦେଲେ ବି ମୁଁ ପ୍ରସ୍ତୁତ ଅଛି – ତାରା

ଭୁବନେଶ୍ୱର,୧୩।୩: ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁକୁ ନେଇ ରାଜନୀତି ତେଜିଛି। ପୋଲାଭରମ ପ୍ରସଙ୍ଗ ଆଲୋଚନା କରିବାକୁ ବିଜେଡି ଦାବି କରୁଥିବାବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲା କଂଗ୍ରେସ। ଯାହାୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା। ଅନ୍ୟପଟେ ଭାଜପା ନେତା ଜୟନାରାୟଣ ଏବଂ କଂଗ୍ରେସ ନେତା ତାରା ବାହିନୀପତି ହାତାହାତି ହୋଇଥିଲେ। ଯେଉଁ କାରଣରୁ ତାରାଙ୍କୁ ବିଧାନସଭାରୁ ୭ ଦିନ ଲାଗି ନିଲମ୍ବନ କରାଯାଉଛି। ଏହି ଘଟଣାକୁ ନେଇ ତାଙ୍କ ଦଳ ସହଜରେ ଗ୍ରହଣ […]

Read More Text.

ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ, ଫସିଗଲେ ଡଜନେରୁ ଅଧିକ ଲୋକ

ଜମ୍ମୁ,୧୩।୩: ଗୁରୁବାର ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ ଅଞ୍ଚଳରେ ମୁଖ୍ୟ ଟ୍ୟାକ୍ସି ଷ୍ଟାଣ୍ଡର ୧୫ ଫୁଟ ଉଚ୍ଚ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଅତି କମରେ ତିନି ଜଣ ଆହତ ହୋଇଥିବା ବେଳେ ଅନ୍ୟ ନଅ ଜଣଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଗୁରୁବାର ଅପରାହ୍ନରେ ପହଲଗାମର ସୁମୋ ଷ୍ଟାଣ୍ଡ ନିକଟରେ ଏକ ଭୂସ୍ଖଳନ ହୋଇଥିଲା ଏବଂ ଉଚ୍ଚ ପଥର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ‘ପଥର ଏବଂ କାଦୁଅର ଭଗ୍ନାବଶେଷ ଡ୍ରାଇଭରମାନଙ୍କ ପାଇଁ ଥିବା ଅସ୍ଥାୟୀ […]

Read More Text.

ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ପାଇଁ ଗତ ଏକ ବର୍ଷରେ ଏତିକି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର

ଭୁବନେଶ୍ୱର,୧୩।୩: ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗତ ଏକ ବର୍ଷ ( ଜାନୁୟାରୀ ୨୦୨୪ ରୁ ଜାନୁୟାରୀ ୨୦୨୫ ) ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମୋ ଟ.୨,୨୪,୬୯,୫୩୩/- ( ଦୁଇ କୋଟି ଚବିଶ ଲକ୍ଷ ଅଣସ୍ତରୀ ହଜାର ପାଞ୍ଚ ଶହ ତେତିଶ ) ଟଙ୍କା ବ୍ୟୟ ହୋଇଛି । “ଓଡ଼ିଶା ସରକାରଙ୍କ ବିଜ୍ଞାପନ […]

Read More Text.

୩ ସହରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଛୁଇଁଲା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ଓଡ଼ିଶାରେ ଚଳିତ ଗ୍ରୀଷ୍ମଋତୁର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ୩ ସହରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଛୁଇଁଛି। ରାଜ୍ୟର ଝାରସୁଗୁଡା ସହରରେ ତାପମାତ୍ରା ସର୍ବାଧିକ ୪୧.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅତ୍ୟନ୍ତ ଅଧିକ ତାପମାତ୍ରା ଅନୁଭୂତ ହୋଇଛି। ହୀରାକୁଦରେ ତାପମାତ୍ରା ୪୦.୧ ଡିଗ୍ରି, ସମ୍ବଲପୁରରେ ୪୦ ଡିଗ୍ରି ଏବଂ ରାଉରକେଲାରେ ୩୯.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ରାଜଧାନୀ […]

Read More Text.

ସରକାରୀ ଚାକିରି କରୁଥିବା ସ୍ୱାମୀ ସ୍ତ୍ରୀ, ପିଲାମାନଙ୍କର ଭରଣପୋଷଣ କରିବା ବାଧ୍ୟତାମୂଳକ: ଓଡ଼ିଶା ହାଇକୋର୍ଟ

କଟକ,୧୩।୩: ଓଡ଼ିଶା ହାଇକୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ସରକାରୀ ଚାକିରି କରୁଥିବା ଜଣେ ସକ୍ଷମ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କର ଭରଣପୋଷଣ କରିବା ଆଇନଗତ ଭାବରେ ବାଧ୍ୟତାମୂଳକ। ଏପରିକି ସେମାନଙ୍କ ମଧ୍ୟରେ କୌଣସି ବୈବାହିକ କିମ୍ବା ଅନ୍ୟାନ୍ୟ ମତଭେଦ ଥିଲେ ମଧ୍ୟ। ଭରଣପୋଷଣ ଆଦେଶର ଚ୍ୟାଲେଞ୍ଜକର ନିଷ୍ପତ୍ତି ନେବା ସମୟରେ, ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଏକକ ଖଣ୍ଡପୀଠ ମତ ଦେଇଥିଲେ -“…ତଥ୍ୟ ରହିଛି ଯେ ବୈବାହିକ ସମ୍ପର୍କକୁ କୌଣସି ଅଦାଲତଙ୍କ ଦ୍ୱାରା ବିଚ୍ଛେଦ ହୋଇ ନ […]

Read More Text.

ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ଦ୍ୱାଦଶ ଶ୍ରେଣୀ ପରେ ବି.ଏଡ୍ ପାଇଁ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,୧୩ା୩: ଓଡ଼ିଶାରେ ଶିକ୍ଷକ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଉଚ୍ଚଶିକ୍ଷା ବିଭାଗ ବଡ ଘୋଷଣା କରିଛି। ଏଣିକି ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ତୁରନ୍ତ ଶିକ୍ଷା ସ୍ନାତକ (B.Ed) ପାଠ୍ୟକ୍ରମରେ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତିର ଲକ୍ଷ୍ୟ ଶିକ୍ଷକ ତାଲିମ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ପାଠ୍ୟକ୍ରମ ଅବଧିକୁ ପାଞ୍ଚ ବର୍ଷରୁ ଚାରି ବର୍ଷକୁ ହ୍ରାସ କରିବ, ଯାହା […]

Read More Text.

ପାଓ୍ବାର ଚେନାଲରେ ବୁଡ଼ି ଭିସୁଟର ଛାତ୍ରଙ୍କ ମୃତ୍ୟୁ

ବୁର୍ଲା: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)ର ଜଣେ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ଛାତ୍ର ଜଣକ ଅନ୍ୟ ବନ୍ଧୁଙ୍କ ସହ ହୀରାକୁଦ ନଦୀବନ୍ଧ ପାୱାର ଚେନାଲର ‘ଅଠରହଜାର’କୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ଛାତ୍ରମାନେ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଭିମସାର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ର ଜଣକ ହେଉଛନ୍ତି ଢେଙ୍କାନାଳ ସହର […]

Read More Text.

ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୫୪୩୩ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ମୋଟ ୫୪୩୩ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସଡ଼କ ସୁରକ୍ଷା ମାସରେ ସଡ଼କ ଦୁର୍ଘଟଣାରେ ଯାଇଛି ୫୦୫ ଜୀବନ। ଗୋଟିଏ ମାସରେ ହିଁ ୮୪୮ ଦୁର୍ଘଟଣା ହୋଇଛି। ଏଥିରେ ୪୭୨ ଜଣ ଆହତ ହୋଇଥିଲେ। ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି ୮୯ ଲକ୍ଷ ୬୬ ହଜାର […]

Read More Text.

କଟକ ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ: ବନ୍ଧା ହେଲେ ୪ ଅଭିଯୁକ୍ତ

କଟକ: କଟକ ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ଏଠାରୁ ଶହ ଶହ ବନ୍ଧୁକ ଓ ମାଗାଜିନ୍ ବି ଜବତ କରାଯାଇଛି। ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଏହି ୪ଜଣଙ୍କ ମଧ୍ୟରେ ଜଣେ ପଶ୍ଚିମବଙ୍ଗ ଓ ଆଉ ଜଣେ ବିହାରର ଥିବା ଜଣାଯାଇଛି। ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା । ସରୋଜ ଚନ୍ଦ୍ର ବେହେରା ନାମକ […]

Read More Text.