କଳିଙ୍ଗ ରନର୍ସ ପକ୍ଷରୁ ‘ସିଟି ମାରାଥନ’ : ଭାଗନେଲେ ହଜାରରୁ ଉର୍ଦ୍ଧ୍ବ ପ୍ରତିଯୋଗୀ

ଭୁବନେଶ୍ବର (ଓଏନଏନ) : ରାଜଧାନୀରେ କଳିଙ୍ଗ ରନର୍ସ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ ସେଣ୍ଟ୍ରୋକ୍ସି ଭୁବନେଶ୍ବର ସିଟି ମାରାଥନ – ୨୦୨୫’ | ଏହି କାର୍ଯ୍ୟକ୍ରମକୁ କିଙ୍ଗଫିସର ପ୍ରିମିୟମ ପ୍ୟାକେଜଡ୍ ପାନୀୟଜଳ ଦ୍ବାରା ସହ ପ୍ରଜୋଜନା କରାଯାଇଥିଲା | ଶିଖରଚଣ୍ଡିଠାରେ ଏହି ଇଭେଣ୍ଟକୁ ରିଓ ୨୦୧୬ ଅଲିମ୍ପିଆନ ବିଜେତା ଲିଲିମା ମିଞ୍ଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ମାରାଥନ୍‌ରେ ତିନୋଟି ବର୍ଗରେ ୨୧, ୧୦ ଏବଂ ୫ କି.ମି.ରେ ଦୌଡ଼ ପ୍ରତିଯୋଗିତା କରାଯାଇଥିଲା ଯେଉଁଥିରେ ହଜାରରୁ […]

Read More Text.

ଆରଏମସି ଅଫିସ ରେ ଦୁବୃର୍ତ୍ତ ତାଲା ଭାଙ୍ଗି କମ୍ପ୍ୟୁଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ 

ବାରିପଦା:  ସବୁଆଡେ  ଡକାୟତ ଓ ଲୁଟେରା  ସକ୍ରିୟ ।କିଛି ଦିନ ହେଲା ଲୁଟେରା  ଓ ଡକାୟତମାନେ  ସରକାରୀ ତାଲାବନ୍ଦ ଥିବା ସରକାରୀ ବାସଗୃହ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍ , ରାସ୍ତାରେ ଯାଉଥିବା ଫାଇନାନ୍ସ କର୍ମଚାରୀ,ରାସ୍ତାରେ ଏକୁଟିଆ ଯାଉଥିବା ଆରୋହୀ ମାନଙ୍କ ଉପରେ ଆକ୍ରମଣ ମାତ୍ରାଧିକ ବଢ଼ି ଯାଇଛି । ଗତକାଲି ମଧ୍ୟରାତ୍ରରେ  ରାଇରଙ୍ଗପୁରର ରାଜସ୍ବ ଡାକବଙ୍ଗଳା ,ଆରଆଇ ଅଫିସ, ଉପଖଣ୍ଡ ସୂଚନା ପାଠାଗାର ନିକଟସ୍ଥ ଆରଏମସି ଅଫିସ ଘରେ  ଦୁବୃର୍ତ୍ତ ମାନେ ମୁଖ୍ୟ ଗେଟ୍ ତାଲାକାଟି  ଅଫିସ ଘରେ […]

Read More Text.

ରାଜ୍ୟସ୍ତରୀୟ ଭୂମିଜ ପ୍ରଧାନ କାର୍ଯ୍ୟାଳୟ ଉଦଘାଟନ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ର ପ୍ରସିଦ୍ଧ କଇଁପୁର ଗାଁ ପାକଣାପାଟ୍ ଠାରେ ଭୂମିଜ ସମ୍ପ୍ରଦାୟର ନୂତନ ଗୃହ( ଭୂମିଜ ପ୍ରଧାନ କାର୍ଯ୍ୟାଳୟ)ଉଦଘାଟନ ଓ ପ୍ରତିଷ୍ଠା ନିମନ୍ତେ ଗଣେ ସର୍ଦ୍ଦାରଙ୍କ ସଭାପତିତ୍ବରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଆସନ୍ତା ତା/୧୮/୦୪/୨୦୨୫ରିଖ ଶୁକ୍ରବାର ଭୂମିଜ ସମାଜର ଉକ୍ତ ଗୃହ ଉଦଘାଟନ ଓ ପ୍ରତିଷ୍ଠା କରାଯିବ ବୋଲି ସ୍ଥିର ହୋଇଛି |ବୈଠକରେ ଭୂମିଜ ସମାଜର ପୁରୁଧୁଲ ବ୍ୟକ୍ତି,ବରିଷ୍ଠ ନାଗରିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |ସୁରେଶ ମୁଣ୍ଡା,ବିରସିଂ ସର୍ଦ୍ଦାର,ଗୁଲାପ ସିଂ,ଗହ୍ମା […]

Read More Text.

ଜାମଦାରେ କୃଷକ ରେଜିଷ୍ଟର ସଚେତନତା ରଥର ଶୁଭାରମ୍ଭ

ବାରିପଦା: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜାମଦା ଆନୁକୂଲ୍ୟରେ କୃଷକ ରେଜିଷ୍ଟର ସଚେତନତା ରଥକୁ ଜାମଦା ତହସିଲଦାର ସର୍ବେଶ୍ବର ଜାଲ୍ ଓ ଜାମଦା ବ୍ଳକ କୃଷି ଅଧିକାରୀଣୀ ଶୁଭଲକ୍ଷ୍ମୀ ଦାଶ ନଡ଼ିଆ ଫଟାଇ ଶୁଭାରମ୍ଭ କରିଛନ୍ତି |କୃଷି ବିଭାଗର ସମସ୍ତ କର୍ମଚାରୀ ଆରଆଇ,ଏଆରଆଇ,ଚାଷୀ ଭାଇ,ସମାଜସେବୀ,ରାଜ୍ୟ ୟୁଏସ୍ଆଇ ସଂଗଠକ ଉପସ୍ଥିତିରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି |ଏହି ରଥ ର ଲକ୍ଷ୍ୟ ଜାମଦା ବ୍ଲକର ପ୍ରତି ପଞ୍ଚାୟତରେ ସରକାରଙ୍କ ଡିଜିଟାଲ କୃଷି ଅଧିନରେ କୃଷକ ପଞ୍ଜିକରଣ ବିଷୟରେ ସଚେତନ […]

Read More Text.

ଜିଲ୍ଲାସ୍ତରୀୟ ବନାଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ

ବାରିପଦା ବନଖଣ୍ଡ ତରଫରୁ ଏକ ବନାଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ଜନ ସଚେତନତା କାର‌୍ୟ୍ୟକ୍ରମ ବାଲିଡିହା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ଓ ଏକ ଶାଳଗଛ ମୁଳରେ ପାରମ୍ପାରିକ ପୂଜାର୍ଚ୍ଚନା କରାଯାଇ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଅତିଥି ମାନେ ଜଙ୍ଗଲରେ କିଭଳି ଭାବରେ ନିଆଁ ନଲାଗିବ ସେ ସମ୍ପର୍କରେ ସଚେତନ କରାଇଥିଲେ । ସହକାରୀ ବନ ସଂରକ୍ଷକ ଶ୍ରୀ ଯୁକ୍ତ ରବି ନାରାୟଣ ମହାନ୍ତି ଲୋକମାନଙ୍କୁ […]

Read More Text.

ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ସଚେତନତା ଅଭିଯାନ

ଆଗରପଡ଼ା :ଭଦ୍ରକ ବନ୍ୟପ୍ରାଣୀ ବନାଚଂଳ ପକ୍ଷରୁ ବନଖଣ୍ଡ ଅଧିକାରୀ ସୌଭାଗ୍ୟ ସାହୁଙ୍କ ନିର୍ଦ୍ଦେଶରେ ଭଦ୍ରକ ବନାଚଂଳ ଅଧିକାରୀ ପିତାମ୍ବର ନାୟକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାରକୁ ନେଇ ଏକ ସଚେତନତା ଅଭିଯାନ ଶୁଭାରମ୍ଭ ହୋଇଯାଇଛି । ବିଭିନ୍ନ ସମୟରେ ବନ୍ୟପ୍ରାଣୀ ମାନେ ଜଙ୍ଗଲ ଛାଡି ଗାଁ ଅଭିମୁଖେ ଆସୁଥିବାରୁ ଏହାର ନିରାକରଣ ପାଇଁ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ଙ୍କ ସୁରକ୍ଷା ନିମନ୍ତେ ଜଙ୍ଗଲରେ ନିଆଁ ନଲଗାଇବା ସହିତ ଏହାର ପ୍ରତିରୋଧ କରିବା […]

Read More Text.

ମେଡ଼ିକାଲ ଫିଟନେସ ପ୍ରମାଣପତ୍ରରେ ଜାଲିଆତି, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ

ଆଗରପଡ଼ା :ମେଡ଼ିକାଲ ଫିଟନେସ ପ୍ରମାଣପତ୍ରକୁ ଜାଲିଆତି କରି ଜନୈକ ଶିକ୍ଷକ ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ଆସିବା ପରେ ଉକ୍ତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକ ଶିକ୍ଷାଧିକାରୀ ବନ୍ତଙ୍କୁ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୫୫୫/୧୧.୦୩.୨୦୨୫ରେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନା ଅଧିକାର କର୍ମୀ ବିକାଶ ଧଳଙ୍କ ସୂଚନା ଅନୁଯାୟୀ ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବସନ୍ତିଆ ୟୁପିଏମଇ ସ୍କୁଲ ସହକାରୀ ଶିକ୍ଷକ ମନୋରଜଂନ ସାହୁ ଗତ ବର୍ଷ […]

Read More Text.

୭ବର୍ଷ ପରେବି ଅନିଶ୍ଚିତତାରେ ପ୍ରକଳ୍ପ, କଲ୍ୟାଣମଣ୍ଡପ ଜନକଲ୍ୟାଣରେ ଲାଗିବା ନେଇ ପ୍ରଶ୍ନବାଚୀ

ଆଗରପଡ଼ା :ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ଯୋଜନାରେ ବିନିଯୋଗ ହେବାକୁ ଥିବା ଅର୍ଥର ଅଟକଳ ଠି୍‌କ୍ ଭାବେ କରୁନଥିବାରୁ ଯୋଜନା ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହୁଛି । ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣାଧୀନ କଲ୍ୟାଣମଣ୍ଡପ କ୍ଷେତ୍ରରେ । ସୂଚନା ଅନୁଯାୟୀ; ସରକାରଙ୍କ ଯୋଜନା ମୁତାବକ ପ୍ରତି […]

Read More Text.

ବଢିବାରେ ଲାଗିଛି ରେଡିମେଡ ପୋଷାକର ଚାହିଦା, ସମୟଚକ୍ରରେ ହଜିବାକୁ ବସିଲାଣି ଦରଜୀ କୌଳିକ ବୃତ୍ତି

ଆଗରପଡ଼ା :ଆଧୁନିକ ଯୁଗରେ ରେଡିମେଡି ପୋଷାକର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସିଲେଇ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଦରଜୀମାନେ ନିଜର କୌଳିକ ବୃତ୍ତି ହରାଇବାକୁ ବସିଲେଣି । ଦରଜୀ ବୃତ୍ତିକୁ ଆଦରି ନେଇ ଯେଉଁମାନେ ଲୋକଙ୍କ ପୋଷାକ ମାପ ନେଇ ସିଲେଇ ମେସିନରେ କାମ କରି ଯାହା କିଛି ଉପାର୍ଜନ କରୁଥିଲେ ସେଥିରେ ସେମାନଙ୍କ ପରିବାର ପ୍ରତିପୋଷଣ କରି ଆସୁଥିଲେ । କିନ୍ତୁ ସମୟଚକ୍ରରେ ଲୋକଙ୍କ ସାମାଜିକ ଚଳଣି ବଦଳିବା ହେତୁ ସେମାନେ […]

Read More Text.

ଆମ ସଂସ୍କୁତି ଓ ଆମ ଖେଳନା କାର୍ଯ୍ୟକ୍ରମ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚଚାୟତ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ନିପୁଣ ଓଡ଼ିଶାର ଏକ ଅଭିନ୍ୱ ପ୍ରୟାସ ଆମ ସଂସ୍କୁତି ଓ ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘ।।ଟନ କରିଥିଲେ । ରାଜ୍ୟ ସରକାରଙ୍କ ଏହି ଭଳି ଅଭିନ୍ୱ […]

Read More Text.