Oas (1)

ଓଏଏସ୍ କ୍ୟାଡରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ, ରବିବାର ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ ଘୋଷଣା କରିଛି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆଠ ଜଣ OAS ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନର ପଦବୀରୁ ବିଭିନ୍ନ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ସେମାନେ ହେଲେ – ୧. ହେମସାଗର ଭୋଇ, କୁଚିଣ୍ଡା, ସମ୍ବଲପୁରଙ୍କୁ ବରଗଡ଼ର ପଦମପୁରର […]

Read More Text.
Pm modi

ମନ୍ କି ବାତର ୧୩୨ ତମ ସଂସ୍କରଣରେ ସମ୍ବଲପୁର ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରର ମହିଳା ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ଆଜି ମନ କି ବାତ ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ହୀରାକୁଦ ଜଲଭଣ୍ଡାରରେ ୨୦୨୨ରୁ ମତ୍ସ୍ୟ ଚାଷ କରୁଛନ୍ତି ସୁଜାତା । ପ୍ରଥମେ ସରକାରଙ୍କ ନିକଟରୁ ୩୨ ଲକ୍ଷ ଟଙ୍କା ଲୋନ ଆଣି ତିନୋଟି କେଜ କୋଳଚୋରରେ ମାଛ ଚାଷ କରିଥିଲେ । ଯାହା ଧିରେ ଧିରେ ତାଙ୍କ ବ୍ୟବସାୟକୁ ବଢ଼ାଇଥିଲା । ବର୍ତ୍ତମାନ ଏହି ମାଛ ରାୟପୁର ସମେତ ବିଭିନ୍ନ ରାଜ୍ୟ ମାନଙ୍କୁ ମାଛ […]

Read More Text.
2222

ବାରିପଦା ଓକିଲ ସଂଘ ନିର୍ବାଚନ: ଜ୍ୟୋତି ପ୍ରକାଶ ରଥ-ସଭାପତି, ବିପ୍ଳବ ବାରିକ -ସମ୍ପାଦକ

ବାରିପଦା : ଆଜି ବାରିପଦା ଓକିଲ ସଙ୍ଘ ର ନିର୍ବାଚନ ର ଫଳାଫଳ ଘୋଷିତ ହୋଇଯାଇଅଛି l ଘୋଷିତ ଫଳାଫଳ ଅନୁଯାୟୀ ସଭାପତି ଭାବେ ଜ୍ୟୋତି ପ୍ରକାଶ ରଥ ଏବଂ ସମ୍ପାଦକ ଭାବେ ବିପ୍ଳବ ବାରିକ ନିର୍ବାଚିତ ହୋଇଛନ୍ତି l ଜ୍ୟୋତି ପ୍ରକାଶ ରଥ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଙ୍କ ଠାରୁ 92 ଖଣ୍ଡ ଅଧିକ ଭୋଟ ପାଇ ବିଜୟଲାଭ କରିଥିବାବେଳେ ବିପ୍ଳବ ବାରିକ ତାଙ୍କର ନିକତମ ପ୍ରତିଦ୍ୱନ୍ଦୀ ଙ୍କ ଠାରୁ 178 ଖଣ୍ଡ ଅଧିକ ଭୋଟ […]

Read More Text.
IMG 20260328 WA0273

ସାମଗ୍ରିକ ବିଦ୍ୟାଳୟ ବିକାଶ ଆଧାରିତ କର୍ମଶାଳା “ପ୍ରଗତି”

ବାରିପଦା : ସରକାରୀ ଉଚ୍ଚ ବିଦ୍ୟାଳୟ, ବିଜାତଳାରେ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ପ୍ରଶିକ୍ଷଣ ନିମନ୍ତେ ତ୍ରିଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି” (୨ୟ ପ୍ରଯ୍ୟାୟ) ଉଦଯାପିତ ହୋଇଯାଇଛି | ଏଥିରେ ବିଜାତଳା ବ୍ଲକର ୫୨ ଜଣ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ | ଏହି ତିନିଦିନିଆ କର୍ମଶାଳାଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବାରିପଦାର ଶିକ୍ଷକ ପ୍ରଶିକ୍ଷକ ସାଗର କୁମାର ଦଳନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ […]

Read More Text.
IMG 20260328 WA0266

ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ନାଟକ ‘ଅପଦାର୍ଥ’  

ବାରିପଦା : ସମ୍ପର୍କ ଅନୁଷ୍ଠାନ ଆନୁକୂଲ୍ୟରେ ରାଉରକେଲା ସିଭିକ ସେଣ୍ଟରରେ ଆୟୋଜିତ ଜାତୀୟ ନାଟକ ମହୋତ୍ସବରେ ବାରିପଦାର ରୂପାନ୍ତର ନାଟ୍ୟ ଅନୁଷ୍ଠାନ ପ୍ରଯୋଜିତ ନାଟକ ‘ଅପଦାର୍ଥ’ ମଞ୍ଚସ୍ଥ ହୋଇଯାଇଛି I ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ଓ ପରେଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶିତ ନାଟକରେ ସପନ କୁମାର ପଣ୍ଡା, ସତ୍ୟ ନାରାୟଣ ଦାସ, ରବୀନ୍ଦ୍ର ବେହେରା, ଆଲୋକ କୁମାର ଦାସ, ଦିନେଶ କୁମାର ସାହୁ, ପ୍ରଦୀପ ଚୌଧୁରୀ, ମଦନ ମୋହନ ଜେନା, ପଦ୍ମିନୀ ପାଢ଼ୀ, ଲକ୍ଷ୍ମୀପ୍ରିୟା ସେନାପତି […]

Read More Text.
IMG 20260328 WA0277

ବାରିପଦାରେ ଗ୍ୟାସ କଳାବଜାରୀ: ସିଲିଣ୍ଡର ଜବତ 

ଅବୈଧ କାରବାର ସମ୍ପର୍କରେ ସୂଚନା ଦେବାକୁ ଜିଲ୍ଲା ପ୍ରଶାସନର ଅନୁରୋଧ  ବାରିପଦା : ମୟୁରଭଞ୍ଜ ଜିଲ୍ଲାର ବାରିପଦା ମ୍ୟୁନିସିପାଲିଟି ଅଞ୍ଚଳରେ ଅବୈଧ ଭାବରେ ଏଲପିଜି ସିଲିଣ୍ଡର ମହଜୁଦ୍ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଅଭିଯୋଗକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆକସ୍ମିକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ମୁର୍ଗାବାଡ଼ି ଓ ତକତପୁର ଅଞ୍ଚଳର ମନୋଜ କୁମାର ପଣ୍ଡା ଏବଂ ନକୂଳ ଚନ୍ଦ୍ର ମନ୍ତ୍ରୀ ଙ୍କ ଗ୍ୟାସ ଚୁଲା ରିପ୍ୟାରିଙ୍ଗ ଦୋକାନ ରେ  କରାଯାଇଥିବାବେଳେ ଏଥିରେ […]

Read More Text.
Subhadra

ଏପ୍ରିଲ ୧ ରୁ ସୁଭଦ୍ରା ପାଇଁ ନୂତନ ପଞ୍ଜୀକରଣ

ଭୁବନେଶ୍ବର: ରାଜ୍ୟର ନୂତନ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଗାମୀ ଏପ୍ରିଲ ୧ ତାରିଖରୁ ଏଥିନେଇ ଆବେଦନ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ଶ୍ରୀମତୀ ପରିଡ଼ା। ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଯୋଜନାରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଯେଉଁ ମହିଳାମାନେ ଏବେ ୨୧ ବର୍ଷରେ ପହଞ୍ଚିଛନ୍ତି ବିଶେଷକରି ସେମାନଙ୍କ […]

Read More Text.
Baripada

ବାରିପଦାରେ ତାଣ୍ଡବ ରଚିଲା କାଳବୈଶାଖୀ: ୨ ମୃତ, ୩ ଆହତ

ମୟୁରଭଞ୍ଜ: ବାରିପଦାରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ବର୍ଷା ଓ ପବନରେ ଦୁଇ ମୃତ ଓ ୩ ଆହତ ।  ଆହତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ।  ଗତକାଲି ରାତି ପ୍ରାୟ ୮ଟା ବେଳେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଥିଲା । ରାତି ୧୦ଟା ବେଳକୁ ପ୍ରବଳ ବର୍ଷା ଓ ଘଡଘଡି ହୋଇଥିଲା । ଏହି ସମୟରେ ଗଛ ପଡିଯିବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି […]

Read More Text.
Bus

ଓଲଟିଲା ଟୁରିଷ୍ଟ ବସ୍: ୫ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ

ଦଶପଲ୍ଲା: ଓଲଟିଲା ଟୁରିଷ୍ଟ ବସ୍ । ୫ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୀଠାଖାଇ ଘାଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ମୃତାହତ ବ୍ରହ୍ମପୁର ଅଞ୍ଚଳର। ବସଟି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ବୌଦ୍ଧ ଅଭିମୁଖେ ଯାଉଥିଲା । ବିଳମ୍ବିତ ରାତିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପୋଲିସ ଓ ଅଗ୍ନିମବାହିନୀ ପହଂଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ […]

Read More Text.
IMG 20260327 WA0270

ଆମେ ନାଟ୍ୟସଂସ୍ଥା ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ 

ବାରିପଦା : ପବିତ୍ର ରାମନବମୀ ଅବସରରେ ସ୍ଥାନୀୟ ମା’ ଅମ୍ବିକା ମନ୍ଦିର ପ୍ରାଙ୍ଗଣରେ ଓଡିଶାର ଅଗ୍ରଣୀ ନାଟ୍ୟସଂସ୍ଥା ଆମେ : ବାରିପଦା ଦ୍ୱାରା ନାଟ୍ୟପ୍ରେମୀ ଓ କଳାକାରଙ୍କ ଗହଣରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି| ସଂସ୍ଥା ଦ୍ୱାରା ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ୨ୟ ବାର୍ଷିକ ଜାତୀୟ ନାଟ୍ୟ ଉତ୍ସବ ପାଇଁ ପ୍ରଥମ  ପ୍ରସ୍ତୁତି ବୈଠକ ସଭାପତି କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା| ଉପ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ […]

Read More Text.