Ling

ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ, ସ୍ୱତନ୍ତ୍ର ନୀତିରେ ହେଲା ମନ୍ଦିର ଶୁଦ୍ଧୀକରଣ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ । ଯାହାପରେ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ଥାନାରେ ଜିମା ଦେଇଥିଲେ । ମନ୍ଦିରରେ ବଡ଼ ଘୋକାଳ ନୀତି ହେବା ପରେ ପୁଣିଥରେ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା । ସୂଚନା ଅନୁଯାୟୀ ଜଣେ ରୋମନିଆର ଯୁବକ ମନ୍ଦିର ଭିତରେ ପଶିଆସିଥିଲେ । ତେବେ ଏଭଳି ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଏଭଳି ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି […]

Read More Text.
20250522 071847

ବାରିପଦାରେ ଦୁଇଗୋଟି ସ୍ଥାନରେ ଭୟବହ ଅଗ୍ନିକାଣ୍ଡ, ହୁଦୁ ହୁଦୁ ହୋଇ ଜଳିଗଲା ଦୋକାନ

ବାରିପଦା: ଆଜି ବାରିପଦା ପାଇଁ କାଳ ସାଜିଛନ୍ତି ଅଗ୍ନିଦେବତା l ଦୁଇଗୋଟି ସ୍ଥାନରେ ଘଟିଛି ଭୟାବହ ଅଗ୍ନିକାଣ୍ଡ l ସକାଳ ପାଖାପାଖି ସାତଟା ସମୟରେ ବାରିପଦା ସହରର ମୁଖ୍ୟବଜାର ଠାରେ ଥିବା ଏକ କେ କେ ଇଲେକ୍ଟ୍ରିକାଲ ଦୋକାନ ଜଳି ସମ୍ପୂର୍ନ ପାଉଁଶ ହୋଇଗଲା l ଦୋକାନଟି ବନ୍ଦ ଥିବା ଯୋଗୁଁ ନିଆଁ କୁ ଆଯାତ୍ତ କରିବା ସମ୍ଭବପର ହୋଇପାରିନଥିଲା l ସକାଳ ସମୟରେ ଲୋକମାନଙ୍କର ଯାତାୟତ ମଧ୍ଯ କମଥିଲା l ଦୋକାନ ଭିତରୁ ଧୂଆଁ ବାହାରୁ […]

Read More Text.
Wrerwe

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କିରାଣି

ବାରିପଦା: ଲାଞ୍ଚ ମାଗିବା ପଡିଲା ମହଙ୍ଗା। ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମ୍ୟୁନିସିପାଲଟି କିରାଣି। ବାରିପଦା ମ୍ୟୁନିସିପାଲଟିର କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ। ଏମ ଡି ଜାଭେଦଙ୍କ ବାପାଙ୍କ ନାଁରେ ବାରିପଦା ସହର ଟ୍ରାଫିକ ଛକ ନିକଟରେ ଦୁଇଟି ଦୋକାନ ରହିଛି। ଏହି ଦୁଇଟି ଦୋକାନର ମାଲିକାନା ଦୁଇ ଭାଇଙ୍କ ନାଁକୁ ଟ୍ରାନ୍ସଫର କରିବାକୁ ବାରିପଦା ପୌରପରିଷଦରେ ଆବେଦନ କରିଥିଲେ। ଏହି କାର୍ଯ୍ୟ ପାଇଁ କିରାଣି […]

Read More Text.
Img 20250521 wa0272

ନିମ୍ବ ଗଛରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର 

ବାରିପଦା- ଦିନକୁ ଦିନ ଯୁବ ମହଲରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଚିନ୍ତିତ । ମାନସିକ ବିକାରଗ୍ରସ୍ତ,ଅଭାବ ,ଅନାଟନ, ନିଯୁକ୍ତି, ହାତକୁ କାମ ନାହିଁ,ଏକଲା ପଣ ,ଏକ ତରଫା ପ୍ରେମ ନେଇ ମୁଁ ମହଲରେ ଆତ୍ମହତ୍ୟା ବୃଦ୍ଧି ପାଉଛି ।  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଭେଣ୍ଡିଆ ଗ୍ରାମ୍ୟ ଖେଳ ପଡିଆ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ନିମ୍ବ ଗଛରେ ଏକ ଯୁବକ […]

Read More Text.
Asi dg 750x430

ଭୁବନେଶ୍ୱରରେ ଏଏସଆଇ ମହାନିର୍ଦେଶକ ଓ୍ବାଇ.ଏସ. ରାଓ୍ବତ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ମହାନିର୍ଦେଶକ ଓ୍ବାଇ.ଏସ. ରାଓ୍ବତ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ସେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର, ଖଣ୍ଡଗିରି, ରତ୍ନଗିରି ଯାଇ ସ୍ଥିତି ପରଖିବେ ରାଓ୍ବତ। ଏହିସବୁ ଐତିହ୍ୟ ସ୍ମାରକୀକୁ କେତେ ସଂରକ୍ଷଣ ଆବଶ୍ୟକ ତାହା ଯାଞ୍ଚ ହେବ। ସବୁ ପୁରୁଣା ସ୍ମାରକୀ ଉପରେ ବିପଦ ଅଛି, ତାହାର ରକ୍ଷଣାବେକ୍ଷଣ ଆବଶ୍ୟକ। ଯାଞ୍ଚ କରିବାପରେ ବିଶେଷଜ୍ଞଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ।

Read More Text.
Rwe

ସର୍ପାଘାତରେ ଶିଶୁ ମୃତ 

ବାରିପଦା: ଗ୍ରୀଷ୍ମ ଋତୁ ।ପ୍ରବଳ ଗରମ ,ମୁଣ୍ଡ ଫଟା ଖରା, ପ୍ରବଳ ଧାଇଁ,ଢୋ ଢୋ ଖରା,ମାଟିରେ ତାତି ଲାଗିଛି ।ଜନ ,ଜୀବନ, ଜୀବଜନ୍ତୁ ଗରମରେ ଛଟପଟ ଓ ଅସ୍ତବ୍ୟସ୍ତ । ପ୍ରବଳ ଗୁଳୁଗୁଳି ଓ  ଗରମ ଯୋଗୁଁ କେହି ଘରେ ରହି ପାରୁ ନାହାନ୍ତି  ।ମାଟି ଗରମ ଯୋଗୁଁ ଜୀବଜନ୍ତୁ ବାହାରକୁ ପଳାଇ ଆସୁଛନ୍ତି । ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଲୁପୁଙ୍ଗ ପଞ୍ଚାୟତ ର ହେସେଲଡିହି ଗ୍ରାମରେ ସାପ କାମୁଡାରେ ଏକ ୧୨ ବର୍ଷ […]

Read More Text.
Image 2025 05 23t151233.274

ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଆଜି ପୋଲିସ୍ ସେବା ସଦନ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ ତଥା ମତ ବିନିମୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵର-କଟକ ପୋଲିସ କମିଶନରେଟ ଏବଂ ଚାଇଲ୍ଡ ଇନ ନୀଡ ଇନଷ୍ଟିଚ୍ୟୁଟ୍ (ସିନି)ର ମିଳିତ ସହଯୋଗରେ ଏବଂ ଟେରେଡ଼େସ ହୋମସ, ଜର୍ମାନୀଙ୍କ ସହାୟତାରେ ଜି-ସେଫ ପ୍ରକଳ୍ପ ତରଫରୁ ଏହା ଆୟୋଜିତ ହୋଇଛି । ଏହି କର୍ମଶାଳାରେ ଭୁବନେଶ୍ଵର ସହରାଞ୍ଚଳ ପୋଲିସ ଜିଲ୍ଲାର ବିଭିନ୍ନ ପୋଲିସ ଅଧିକାରୀମାନଙ୍କ ପାଇଁ ଶିଶୁ […]

Read More Text.
Img 20250522 wa0143

ଅବକାରୀ ବିଭାଗର ଚଢାଉ, ୮୭ ଲିଟରଦେଶୀ ରନ୍ଧା ମଦ ଜବତ ସହ ୫ ଜଣ ଗିରଫ

ବାରିପଦା : ବେଆଇନ ମଦ କାରବାରକୁ ରୋକିବା ଏବଂ ମଦ ମାଫିଆଙ୍କୁ ସାଵାଡ କରିବା ପାଇଁ ଅବକାରୀ ବିଭାଗ କଠୋର ହୋଇଛି । ରାଇରଙ୍ଗପୁର ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ […]

Read More Text.
Pruthvi

ପୂର୍ବ ସରକାର ଭାଙ୍ଗିଥିବା ମଠର ହେବ ପୁନଃ ନିର୍ମାଣ: ଆଇନ ମନ୍ତ୍ରୀ

ଶ୍ରୀକ୍ଷେତ୍ରର ଗୋଟିଏ ସ୍ଥାନରେ ହେବ ସମସ୍ତ ମଠର ବିଜେସ୍ଥଳି। ପୂର୍ବ ସରକାର ଥଇଥାନ ଓ ସୌନ୍ଦର୍ଯ୍ୟକରଣ ନାଁରେ ଭାଙ୍ଗି ଦେଇଥିବା ମଠକୁ ପୁନଃ ନିର୍ମାଣ କରାଯିବ। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଗୋଟିଏ ଅଞ୍ଚଳ କିମ୍ବା ସ୍ଥାନରେ ହେବ ସମସ୍ତ ମଠର ବିଜେ ସ୍ଥଳି ଓ କୋଠାରୀ। ଏହା ଫଳରେ ମନ୍ଦିର ନୀତିକାନ୍ତି ସମ୍ପନ୍ନ କରିବା ସହଜ ହେବ। ଏନେଇ ସରକାର ଦେବୋତ୍ତର ବିଭାଗ ମୁଖ୍ୟଙ୍କ ସହ ଦୁଇଥର […]

Read More Text.
Werrwe

ନବଜାତ ଶିଶୁ କନ୍ୟା ଜନ୍ମ ଦେଇ ମା’ ଆର ପାରିରେ

ବାରିପଦା: ସରକାର ମାତୃ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ  କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ କେଉଁଠି ନା କେଉଁଠି ସଠିକ୍  ରୂପାୟନ ଫେଲ ମାରିବା ଯୋଗୁଁ ପ୍ରସୂତି ମହିଳା ହେଉ ଅବା ଶିଶୁ ମୃତ୍ୟୁ ର ଶିକାର ହେଉଛନ୍ତି । ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି  ଉପଖଣ୍ଡ ଚିକିତ୍ସାଳୟରେ ।ଗତ ୧୯ ତାରିଖ ଦିନ  ବିଜାତଳା ବ୍ଳକର ବଡ଼ ଝରଣ ପଞ୍ଚାୟତ ମଦନଶିଳା ଗ୍ରାମର  ଶଙ୍କର ନାଏକ ତାଙ୍କ ସ୍ତ୍ରୀ […]

Read More Text.