ସାମାଜିକ ସୁରକ୍ଷା ବିଭାଗ, ମୟୁରଭଞ୍ଜ ପକ୍ଷରୁ ବିଭିନ୍ନ ଉଲେଖନୀୟ କାର୍ଯ୍ୟ ସମ୍ପାଦନ
ବାରିପଦା – ମୟୁରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଦାୟିତ୍ୟ ମଧ୍ୟ ଅନେକ। ଏହି ବିଭାଗ ୨୦୨୪-୨୫ ଆର୍ଥିକ ବର୍ଷରେ ମଧୁବାବୁ ଭତ୍ତା ଯୋଜନାରେ ୨,୩୭,୯୯୯ ବିଭିନ୍ନ ପ୍ରକାର ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଅଛି ଏବଂ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୧,୧୯,୪୫୦ ବିଭିନ୍ନ ପ୍ରକାର ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଅଛି । ୨୧୩୮୦ ଜଣ ୮୦ ବର୍ଷ ରୁ ଉର୍ଦ୍ଧ ଭତ୍ତା ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ମାସିକ ୩୫୦୦ […]
Read More Text.