ଲୋକ ପଚାରୁଛନ୍ତି ଗୋଟିଏ କଥା: ଓଡ଼ିଆଙ୍କ ମଉଡ଼ମଣି କିଏ ନବୀନ ନା ଜଗନ୍ନାଥ
ଭୁବନେଶ୍ୱର: ଆରୋଗ୍ୟ ହେବାର ବାର୍ତ୍ତା ଦେଇ ଅଡୁଆରେ ଫସିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର | ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁସ୍ଥ ହେବାର ବାର୍ତ୍ତା ଦେବାକୁ ଯାଇ ଏମିତି ପ୍ରଶଂସା କଲେ ଯେ ସୋସିଆଲ ମିଡ଼ିଆ ୟୁଜର୍ସ ପଚାରୁଛନ୍ତି କେବଳ ଗୋଟିଏ କଥା ଓଡ଼ିଆଙ୍କ ମଉଡ଼ମଣି କିଏ? ସାଢେ ଚାରିକୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଜଗନ୍ନାଥ ନା ନବୀନ ପଟ୍ଟନାୟକ ତାହା ଏବେ ପ୍ରଶ୍ନ ପଚାରୁଛନ୍ତି | ବିଜେଡି ନେତ୍ରୀଙ୍କ ଏହି ମଉଡ଼ମଣି ଵ୍ୟାଖ୍ୟାନକୁ ନେଇ […]
Read More Text.