ବେତନଟି ବ୍ଲକର ମାଟ୍ରିକ୍ ଟପ୍ପର୍ ପ୍ରିୟଙ୍କା ମହାପାତ୍ର ସମ୍ମାନିତ
ବାରିପଦା -, ଭାରତୀୟ ଷ୍ଟେଟ ବ୍ୟାଙ୍କର ବେତନଟୀ ଶାଖା ପକ୍ଷରୁ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ବେତନଟି ବ୍ଲକରେ ସର୍ବୋଚ୍ଚ ମାର୍କ ରଖିଥିବା ପ୍ରିୟଙ୍କା ମହାପାତ୍ରଙ୍କୁ ମାନ ପତ୍ର ଓ ଉପଢୌକନ ପ୍ରଦାନ ସହ ସମ୍ମାନିତ କରାଯାଇଛି। ଏହି ଅବସରରେ ପ୍ରିୟଙ୍କାଙ୍କର ପିତା ଶ୍ରୀ ପ୍ରଦୀପ କୁମାର ମହାପାତ୍ର ଉପସ୍ଥିତ ଥିବା ବେଳେ ଓ ଏମପିସି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅର୍ଜୁନ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ପ୍ରିୟଙ୍କା ମହାପାତ୍ର […]
Read More Text.