Img 20250519 wa0184

ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ଖାଦ୍ୟ ପୁଡିଆ ବଣ୍ଟନ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଅନ୍ତର୍ଗତ ବାଦାମପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କାର୍ଯକ୍ରମ ର ଆୟୋଜନ କରାଯାଇଥିଲା । ଏହି କାର୍ଯକ୍ରମ ଭୁବନେଶ୍ୱର ର କଳିଙ୍ଗ ନେଟୱର୍କ ଫର୍ ପିପଲ ଲିଭିଂ ୱିଥ ଏଚ ଆଇ ଭି ଏଡ଼ସ ନାମକ ଏକ ସଂସ୍ଥା ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ । ଏହି ସଂସ୍ଥା ୨୧ ଜଣ ଯକ୍ଷ୍ମା […]

Read More Text.

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଯୁକ୍ତ ୨ ପରୀକ୍ଷା-୨୦୨୫ ଫଳ ବୁଧବାର ପ୍ରକାଶ ପାଇବ। ଏହି ଫଳ ବୁଧବାର ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ଏକକାଳୀନ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ-୨୦୨୫ ପ୍ରକାଶ ପାଇବ। ଏଥି ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଯୁକ୍ତ ୨ ପରୀକ୍ଷା ପ୍ରକାଶନ ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ […]

Read More Text.
Gry2gpqbaaipooj

ଯୁକ୍ତ ୨ ଫଳ ପ୍ରକାଶନରେ ବିଳମ୍ବ: ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ସରକାର ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଜୁନ ୧ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି କରିଛନ୍ତି। ଫଳରେ ଆଜି ଶେଷ ହେଉଥିବା ଆବେଦନ ଅବଧି ଜୁନ ୧ ପର୍ଯ୍ୟନ୍ତ ବଢ଼ିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଯେଉଁମାନେ ସିଏଏଫ୍‌ରେ ଆବେଦନ କରିଛନ୍ତି, ସେମାନେ ମାର୍କସିଟ୍‌ ଅପଲୋଡ କରିପାରିବେ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ‌ସିଲେକ୍‌ସନ […]

Read More Text.
B2rbbsvl5wozg3bsc0mm

କେମିତି କୋଟିପତି ହେଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି, ଫିଟିଲା ବଡ଼ ଗୁମର !

ଭୁବନେଶ୍ୱର,୨୦।୫: ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି । ତେବେ ପ୍ରିୟଙ୍କା କିପରି କୋଟିପତି ହୋଇଛନ୍ତି ତାହାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛି । ତାହା ସହ ତାଙ୍କ ଆକାଉଣ୍ଟ ଓ ତାଙ୍କ ବାପାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ଚାଲିଛି। ଏନେଇ ପୁରୀ ଏସପି […]

Read More Text.
Manmohan 300x166

ପଛୁଆବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବାକୁ ଭାଜପା ବଦ୍ଧପରିକର: ମନମୋହନ ସାମଲ

ଭୁବନେଶ୍ୱର,୨୦।୫: ୨୦୨୪ ନିର୍ବାଚନବେଳେ ସଂକଳ୍ପପତ୍ରରେ ଭାଜପା ପଛୁଆବର୍ଗଙ୍କ ଉନ୍ନତି ସମ୍ପର୍କରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଭାଜପା ରାଜ୍ୟରେ ସରକାର ଗଠନ କରିବାର ମାତ୍ର ୧୧ ମାସ ମଧ୍ୟରେ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ଐତିହାସିକ ନିଷ୍ପତି ନେଇଛି । ଭାଜପା ଦେଇଥିବା ପ୍ରତିଶୃତି ଆଧାରରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଓଡ଼ିଶାର ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ସେମାନଙ୍କର ନାର୍ଯ୍ୟ ହକ୍ ଦେବାକୁ […]

Read More Text.
27782

ଫେରିଲା କରୋନା; କିଡନୀ ରୋଗରେ ଆକ୍ରାନ୍ତ ମାସ୍କ ପିନ୍ଧନ୍ତୁ

ଭୁବନେଶ୍ବର : ପୁଣି ଫେରିଛି କରୋନା ମହାମାରୀ । ହଂଙ୍କ ଓ ସିଙ୍ଗାପୁରରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ କରୋନା ଭୟ ଘାରିଛି । ମୁମ୍ବାଇରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ପୁଣି ଭୟ ପଶିଛି । ଏଭଳି ସ୍ଥଳରେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ବହୁବିଧ ରୋଗରେ ଆକ୍ରାନ୍ତ ଲୋକ ସାବଧାନ […]

Read More Text.
334466 750x430

ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଲାଗି ଅପରେସନ୍ ଅଲିଭିଆ

ଭୁବନେଶ୍ଵର: ସାମୁଦ୍ରିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ କୋଷ୍ଟ ଗାର୍ଡ)ର ବାର୍ଷିକ ମିଶନ ‘ଅପରେସନ୍ ଅଲିଭିଆ’ ଉଲ୍ଲେଖନୀୟ ସଫଳତା ପାଇଛି । ଭାରତୀୟ ତଟରକ୍ଷୀ ବାହିନୀ ଫେବୃଆରୀ ୨୦୨୫ରେ ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣରେ ବସା ବାନ୍ଧିଥିବା ୬.୯୮ ଲକ୍ଷରୁ ଅଧିକ ଅଲିଭ୍ ରିଡଲେ କଇଁଛଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥିଲା। ପ୍ରତିବର୍ଷ ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ଚାଲିଥିବା ଅପରେସନ ଅଲିଭିଆ ଭାରତୀୟ ତଟରକ୍ଷୀ ବାହିନୀର ଏକ ପ୍ରମୁଖ ସାମୁଦ୍ରିକ ସଂରକ୍ଷଣମୂଳକ […]

Read More Text.
Odisha govt 2

ବଦଳିଲା କ୍ୟାବିନେଟ ଢ଼ାଞ୍ଚା, ସଚିବଙ୍କ କ୍ଷମତା ସଙ୍କୁଚିତ

ଭୁବନେଶ୍ୱର,୨୦।୫: ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ ଢ଼ାଞ୍ଚା। କ୍ୟାବିନେଟ ବୈଠକରେ ସଚିବଙ୍କ କ୍ଷମତା ସଙ୍କୁଚିତ  କରାଯାଇଛି। ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ  ସବୁ ବିଭାଗକ ସଂସଦୀୟ ସଚି ଚିିଠି ଲେଖିଛନ୍ତି। ୫ ଦିନ ପୂର୍ବରୁ କ୍ୟାବିନେଟ୍‌ ବସିବା ତାରିଖ  ଚୂଡ଼ାନ୍ତ ହେବ। ୩ ଦିନ ପୂର୍ବରୁ କ୍ୟାବିନେଟ୍‌ର ସମସ୍ତ ପ୍ରସ୍ତାବମଧ୍ୟ ଚୂଡ଼ାନ୍ତ ହେବ। ଅନ୍ୟପକ୍ଷେ, ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ […]

Read More Text.

ସୁଶାନ୍ତ ନାୟକ ହତ୍ୟା ମାମଲା: ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ, ୨୫ ହଜାର ଜରିମାନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ବହୁଚର୍ଚ୍ଚିତ ସୁଶାନ୍ତ ନାୟକଙ୍କ ହତ୍ୟା ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌-୨ ରାୟ ଶୁଣାଇଛନ୍ତି। ମଙ୍ଗଳବାର କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଏହି ମାମଲା ସହିତ ସଂପୃକ୍ତ ପାଞ୍ଚ ଜଣ ଦୋଷୀଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏଥି ସହିତ କୋର୍ଟ ଦୋଷୀସାବ୍ୟସ୍ତଙ୍କୁ ୨୫ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି। ଜରିମାନା ଏଡିଜେ-୨ ଅନାଦେୟ ୧ ବର୍ଷ ଅଧିକ ସଜା ମଧ୍ୟ ଶୁଣାଇଛନ୍ତି। ମାମଲାର ବିବରଣୀରୁ ଜଣାଯାଏ ଯେ, ସୁଶାନ୍ତ ନାୟକଙ୍କ ଝିଆରୀଙ୍କୁ […]

Read More Text.
Vigilance directorate

ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୫୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ କାରାଦଣ୍ଡାଦେଶ

ସୁନ୍ଦରଗଡ଼: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୫୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ। ତାଙ୍କୁ କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ‌ଏଭଳି ଦଣ୍ଡବିଧାନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଭିଜିଲାନ୍ସ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିବାପରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କର ପେନସନ୍ ବନ୍ଦ କରିବା ଲାଗି ପଦକ୍ଷେପ ନେବ ଭିଜିଲାନ୍ସ।

Read More Text.