ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରଥଯାତ୍ରାରେ ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ
ବାରିପଦା: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜଦ୍ଵାରା ରଥ ପଡିଆ ମଧ୍ୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଆଇନ ସଚେତନତା ନିମନ୍ତେ ଖୋଲା ଯାଇଥିବା ସ୍ଟଲ ମାଧ୍ୟମରେ ଆଜି ବିଭିନ୍ନ ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ କରାଯାଇଥିବା ବେଳେ ସ୍ଟଲ ବୁଲିବା ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ପରିବେଶ ସୁରକ୍ଷା ଉଦେଶ୍ୟରେ ବୃକ୍ଷ ଚାରା ବଣ୍ଟନ କରାଯାଇଛି। ଏହି ସ୍ଟଲ ମାଧ୍ୟମରେ ବିଭିନ୍ନ ବିଭାଗ ଦ୍ୱାରା ଚିହ୍ନଟ କରାଯାଇଥିବା ହିତାଧିକାରୀ ମାନେ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟଙ୍କ […]
Read More Text.