2aa404de 9c14 4d5c bc0c 98c9e800

ଶାବର ଶ୍ରୀକ୍ଷେତ୍ରରେ ରଥ ଟାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୋରାପୁଟ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ଶ୍ରୀ ପ୍ରଧାନ ସାମିଲ ହୋଇ ମହାପ୍ରଭୁଙ୍କ ରଥ ଟାଣିଛନ୍ତି। ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରଥମେ ଆଦିବାସୀଙ୍କ ଦେବତା ରୂପେ ପୂଜା ପାଇ ଆସୁଥିଲେ। ଶବରମାନେ ଗିରିକନ୍ଦର ମଧ୍ୟରେ କାହିଁ କେତେଜ ଯୁଗରୁ ମହାପ୍ରଭୁଙ୍କୁ ପୂଜା କରି ଆସୁଥିଲେ। ବନବାସୀମାନଙ୍କର ଶ୍ରୀଜଗନ୍ନାଥଙ୍କ ସହିତ ସଂପର୍କ ଏତେ ନିବିଡ ଯେ, ଅନାଦି କାଳରୁ […]

Read More Text.
Capture 750x430

ଗୁଳିକାଣ୍ଡ ଘଟଣାରେ ଗିରଫ ହେଲେ ୬ ଅଭିଯୁକ୍ତ

ମୟୂରଭଂଜ ଜିଲ୍ଲା ବାଇଗଣ ବାଡିଆ ନିକଟରେ ଯୁବକଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ଉତରାଂଚଳ ଡିଆଇଜିଙ୍କ ନିର୍ଦ୍ଦେଶରେ ମୟୂରଭଂଜ ପୋଲିସର ସ୍ୱତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢାଉ କରି ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା । ସାଇଣ୍ଟିଫ୍ଖଳ ରିପୋର୍ଟ ଓ ସିସିଟିଭି ପୁଟେଜକୁ ଲକ୍ଷ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତ ୨୩ ତାରିଖରେ ଜଣେ ଯୁବକ ମଦ […]

Read More Text.
Lan

ପୁରୀରେ ବିମାନ ବନ୍ଦର: ଶାସକ-ବିରୋଧୀ ଏକଜୁଟ

ଭୁବନେଶ୍ବର: ପୁରୀରେ ବିମାନ ବନ୍ଦର ହେବା ନେଇ ଶାସକ ଦଳ ଏବଂ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଏନେଇ ବିଜେଡ଼ି ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ପୁରୀରେ ବିମାନ ବନ୍ଦର ହେବା ଅତ୍ୟନ୍ତ ଜରୁରୀ। ବିମାନ ବନ୍ଦର ଲାଗି କେନ୍ଦ୍ରକୁ ବାଧ୍ୟ କରାଯିବ। ଅନେକ ଅନ୍ତର୍ଜାତୀୟ ବିମାନ ବନ୍ଦର ସମୁଦ୍ର କୂଳରେ ହୋଇଛି ଆଉ କିଛି ସମୁଦ୍ର ଭିତରେ ମଧ୍ୟ ହୋଇଛି। କେନ୍ଦ୍ର ସରକାର ଯଦି ପୁରୀରେ ବିମାନବନ୍ଦର ନ କରିବେ ଜଗନ୍ନାଥ ସଂସ୍କୃତିକୁ […]

Read More Text.
2 179 1751719056924

ବାଣପୁରର ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଘୋଷଣା

ଭୁବନେଶ୍ୱର: ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ ଶତାବ୍ଦୀ ସମୟରେ ବର୍ତ୍ତମାନର ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଏହି ସ୍ଵପ୍ନେଶ୍ଵର ମହାଦେବ ପ୍ରତିଷ୍ଠା ହୋଇଥିଲା। ପୁରାତନ କୀର୍ତ୍ତିରାଜିରେ ଭରପୁର ତଥା ଐତିହ୍ୟ ସମ୍ପର୍ଣ୍ଣ ଏହି ମନ୍ଦିରର ସୁରକ୍ଷା ପାଇଁ ୧୯୭୭-୭୮ ମସିହାରେ ସେତେବେଳର ସଂସ୍କୃତି ମନ୍ତ୍ରୀ ବିଶ୍ଵଭୂଷଣ ହରିଚନ୍ଦନ […]

Read More Text.
Suna besa

ଆସନ୍ତକାଲି ଅନୁଷ୍ଠିତ ହେବ ପବିତ୍ର ସୁନାବେଶ, ଅପରାହ୍ନ ୫ ଟା ରୁ ରାତି ୧୧ ଯାଏ ଦେବେ ଦର୍ଶନ

ପୁରୀ : ଆସନ୍ତାକାଲି  ଏକାଦଶୀ ଅବସରରେ ଅନୁଷ୍ଠିତ ହେବ ପବିତ୍ର ସୁନାବେଶ  l ବାହୁଡ଼ାଯାତ୍ରାରେ ଫେରିଥିବା ମହାପ୍ରଭୁ ଆସନ୍ତାକାଲି ବଡ ତଢ଼ାଉ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ l ରଥ ଉପରେ ମହାପ୍ରଭୁ ଙ୍କ ମଧ୍ୟାହ୍ନଧୁପ ସାରିବାପରେ ସନ୍ଧ୍ୟା ଆଳତି ସହ ମେକlପ ସର୍ବାଙ୍ଗ ନୀତି କରାଯାଇ ସୁନାବେଶ ଲାଗି କରାଯିବା l ଅପରାହ୍ନ ପ୍ରାୟ 5 ଟାରୁ ସୁନାବେଶ ରେ ମହାପ୍ରଭୁ ବିଭୂଷିତ ହୋଇ ରାତି 11 ପର୍ଯାନ୍ତ ଦର୍ଶନ ଦେବେ l ସୁନାବେଶରେ ଗତ […]

Read More Text.
Odia youth kidnapped

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ

ଭୁବନେଶ୍ୱର: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅପହୃତ ଓଡ଼ିଆ ଯୁବକ ଜଣକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ପରିବାର। ନିକଟରେ ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ବିଭିନ୍ନ ସ୍ଥାନରେ ଅଲକାଏଦା ସହ ଜଡିତ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିଥିଲା। ଏହି ସମୟରେ ତିନି ଜଣ […]

Read More Text.
Images 1

ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର, ଖାତାରେ ଆଉ ରହିବନି ମିନିମମ୍ ବାଲାନ୍ସ

ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ବଡ ଖବର । ଯଦି ଆପଣଙ୍କର ବି ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଏହି ଖବରକୁ ଆପଣ କିଛି ସମୟ ପାଇଁ ଦେଖନ୍ତୁ । ନଚେତ ହୁଏତ ଆପଣ ଏ ସୂଚନା ପାଇବାରୁ ବଞ୍ଚିତ ହୋଇପାରନ୍ତି । ହଁ ଆଜ୍ଞା ବ୍ୟାଙ୍କ ଏବେ ନିଜ ଗ୍ରାହକଙ୍କୁ ଆସ୍ବସ୍ତ କରାଇଛି । ଏବେ ଆପଣଙ୍କୁ ଆଉ ନିଜ ଖାତାରେ ମିନିମମ୍ ବାଲାନ୍ସ ରଖିବାକୁ ପଡିବନି । ଏମିତିକି ଏଥିପାଇଁ ଆପଣଙ୍କୁ ଆଉ ଜରିମାନା ବି […]

Read More Text.
Rain

୨୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ବର୍ଷା। ଆଉ ୩ ଦିନ ଯାଏଁ ଏଭଳି ସ୍ଥିତି ଜାରି ରହିବ। ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।ଆଉ ଏକ ଟର୍ଫ ଲାଇନ ଏହି ଘୂର୍ଣ୍ଣିବଳୟ ଉପର ଦେଇଯାଇଛି। ଏହି ମୌସୁମୀ ଟର୍ଫ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଯାହାର ପ୍ରଭାବରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି […]

Read More Text.
Ratha

ରଥଯାତ୍ରାରେ ବିଭିନ୍ନ ଦୋକାନୀଙ୍କ ଉପରେ ଚଢାଉ, ଦୂଷିତ ଖାଦ୍ୟ ନଷ୍ଟ ସହ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା ଆଦାୟ

ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଅବସରେ ସ୍ଵାସ୍ଥ୍ୟସେବା ଅବସରରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସ୍ନାନ ପୂର୍ଣ୍ଣିମା ଠାରୁ ବାହୁଡ଼ା, ସୁନାବେଶ ଏବଂ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁରହିଛି । ପୁରୀ ଏବଂ ଆଖପାଖ ଅଞ୍ଚଳରେ ସଂକ୍ରମଣ ରୋଗର ପ୍ରତିରୋଧ ପାଇଁ ମଧ୍ୟ ବିଭିନ୍ନ ବିଭାଗମାନଙ୍କ ଦ୍ଵାରା ସଚେତନତା କାର୍ଯ୍ୟ ଚାଲୁରହିଛି । ଖାଦ୍ୟ ନିରାପତ୍ତା ଟିମ୍‌ଗୁଡ଼ିକ ଖାଦ୍ୟ ଦ୍ରବ୍ୟ କାରବାର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସ୍ନାନ ପୂର୍ଣ୍ଣିମାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଖାଦ୍ୟ […]

Read More Text.
Image 8

କୋରାପୁଟ-ଜୟପୁର ରେଳପଥରେ ଭୂସ୍ଖଳନ: ୨ ଦିନ ପରେ ସ୍ବାଭିବକ ହେଲା ରେଳ ଚଳାଚଳ

ଭୁବନେଶ୍ବର: ପୂର୍ବତଟ ରେଳପଥ ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ କୋରାପୁଟ-କିରାଣ୍ଡୁଲ ରେଳ ମାର୍ଗରେ ଜରାତି ଏବଂ ମାଲିଗୁଡ଼ା ଷ୍ଟେସନ ମଧ୍ୟରେ ଗତ ୨ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ଏକ ବଡ଼ ଭୂସ୍ଖଳନ ହୋଇଥିଲା । ଏହା ଦ୍ୱାରା ରେଳ ସେକ୍ସନକୁ ବାଧାପ୍ରାପ୍ତ କରିବାର ମାତ୍ର ଦୁଇ ଦିନ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଭୂସ୍ଖଳନ କୋରାପୁଟ ଏବଂ କିରାଣ୍ଡୁଲ ମଧ୍ୟରେ ଟ୍ରେନ୍ ଚଳାଚଳକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା, କାରଣ ଟ୍ରାକର […]

Read More Text.