Photo for the news of bdo

ବନ୍ତ ବ୍ଳକରେ ନୂତନ ବିଡିଓଙ୍କ ଯୋଗଦାନ

ଆଗରପଡ଼ା :ଓଡ଼ିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଚିଠି ନମ୍ବର୧୨୯୨୪/ ତାରିଖ ୧୯.୦୫.୨୫ ମୂଳେ ଭଦ୍ରକର ପୂର୍ବତନ ବିଡିଓ ସୀତାକାନ୍ତ ରାଉତଙ୍କୁ ବନ୍ତ ବ୍ଲକ ବିଡ଼ିଓ ଭାବେ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଛି । ନିର୍ଦ୍ଦେଶାନୁସାରେ ବୁଧବାର ବନ୍ତ ବ୍ଲକରେ କାର୍ଯ୍ୟରେ ଯୋଗଦେଇଛନ୍ତି ଶ୍ରୀ ରାଉତ । ପ୍ରକାଶ ଥାଉକି;ଦିର୍ଘମାସ ହେବ ବନ୍ତରେ ବିଡିଓ ପଦବୀ ଖାଲିପଡ଼ିଥିବାରୁ ଅତିରିକ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆ ଏହାର ଦାଇତ୍ୱ ନିର୍ବାହ କରି ଆସୁଥିଲେ । କାର୍ଯ୍ୟରେ ଯୋଗ […]

Read More Text.
Img 20250521 wa0263

ଓଏଏସ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବାରିପଦା :  ଆଜି ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିରିକ୍ତ ଜିଲ୍ଲପାଳ  ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପୌରହିତ୍ୟ କରିଥିଲେ। ଓଏଏସ ଅଫିସର ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସଠିକ୍ ସମୟରେ ପଦୋନ୍ନତି, ଶ୍ରେଣୀ ଅନୁସାରେ ପଦବୀ, ତୃଣମୂଳ ସ୍ତରରେ କାର୍ଯ୍ୟରତ ବିଡ଼ିଓ ଓ ତହସିଲଦାରଙ୍କର ସୁରକ୍ଷା, କାର୍ଯ୍ୟାଳୟରେ ସୁବ୍ୟବସ୍ଥା, ସ୍ବାସ୍ଥ୍ୟ ବୀମା, ପୁରୁଣା ପେନସନ ଲାଗୁ, କନିଷ୍ଠ ବର୍ଗରେ କାର୍ଯ୍ୟରତ ଅଧିକାରୀଙ୍କର service […]

Read More Text.
Ee

ବୈଜ୍ଞାନିକ ହୋଇ ଦେଶର ସେବା କରିବା ପାଇଁ ସଂକଳ୍ପ ବଦ୍ଧ ସ୍ୱାଧୀନ

ବାରିପଦା : କପ୍ତିପଦା ବ୍ଲକ ଅନ୍ତର୍ଗତ ବଡଖଲାଡି ଗ୍ରାମରେ ସାମାଜିକ କର୍ମୀ ଗଦାଧର ବେହେରା ଓ ଶିକ୍ଷୟତ୍ରୀ ମମତାରାଣୀ ପୃଷ୍ଟିଙ୍କ ପୁତ୍ର ସ୍ୱାଧୀନ ୨୦୦୧ ମସିହାରେ ଜନ୍ମଗ୍ରହଣ କରି ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ବ୍ଲକର କୁଲେଇଶିଳା ପ୍ରାଥମିକ ବିଦ୍ୟାଳୟରେ, ବାରିପଦାରେ ଏମ କେ ସି ଉଚ୍ଚ ବିଦ୍ୟାଳୟରୁ ଶିକ୍ଷା ଲାଭ କରି ବାଲେଶ୍ୱରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ  ହାସଲ କରିଥିଲେ I ପରେ ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ପି […]

Read More Text.
Img 20250521 wa0176

ଗ୍ରାମବାସୀଙ୍କ ଦ୍ବାରା ଗୋମାଫିଆଙ୍କ ଗୋରୁ ଵୋଝୋଇ ସ୍କୋର୍ପିଓ ଗାଡି ଅଟକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଗୋମାଫିଆଙ୍କ ଦୌରାତ୍ମ୍ଯ ଦିନକୁ ଦିନ ବୃଦ୍ଧି ପାଉଛି  । ପଶୁଧନ ମାଫିଆ ମାନେ ଦିନ ଦ୍ୱିପ୍ରହରରେ ଗୋରୁ ,ଛେଳି ,ମେଣ୍ଢା,କୁକୁଡ଼ା ଚୋରୀ କରି ନେଉଛନ୍ତି । ଚାଷୀମାନେ ସର୍ବସ୍ବାନ୍ତ ହୋଇ  ଯାଉଛନ୍ତି ।ଗୋରୁ , କୁକୁଡ଼ା,ଛେଳି,ମେଣ୍ଢା ରଖିବାକୁ ଲୋକେ ଡରୁଛନ୍ତି । ସୂଚନାଯୋଗ୍ୟ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଷୁଣ୍ଢଳ ଗ୍ରାମରେ ମଙ୍ଗଳବାର ରାତି ଅଧରେ ଏକ ଷ୍କୋର୍ପିଓ ଗାଡ଼ି ଆସି ଜଣଙ୍କ ଘର ପାଖରେ ଠିଆ ହୋଇଥିଲା ।ସେଥିରୁ ଦୁବୃର୍ତ୍ତ ମାନେ […]

Read More Text.
E

ଯୁକ୍ତ ୨ ପରୀକ୍ଷାରେ ପୂର୍ଣ୍ଣ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

ବାରିପଦା : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାରିପଦା ରଘୁନାଥପୁର ସ୍ଥିତ ପୂର୍ଣ୍ଣ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେ ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଚଳିତ ବର୍ଷ ବିଦ୍ୟାଳୟ ରେ ମୋଟ୍ ୧୭୧ ଜଣ ପରୀକ୍ଷର୍ଥୀ ପରୀକ୍ଷା ଦେଇଥିଲା ବେଳେ ବିଜ୍ଞାନରେ ୪ ଜଣ ୯୦ପ୍ରତିଶତ ଉପରେ, ୩୪ ଜଣ ୮୦ ପ୍ରତିଶତ ଉପରେ, ପ୍ରଥମ ଶ୍ରେଣୀରେ ୧୨୮ ଜଣ, ଦ୍ୱିତୀୟ ଶ୍ରେଣୀରେ […]

Read More Text.
Pre

ଦୂରହେଲା ଦ୍ୱନ୍ଦ୍ୱ; ଏକକାଳୀନ ନିରବଚ୍ଛିନ୍ନ ଭାବେ କିମ୍ବା ବିଭିନ୍ନ ପର୍ଯ୍ୟାୟରେ ନେଇହେବ ମାତୃତ୍ୱ ଛୁଟି

ଭୁବନେଶ୍ବର: ଜଣେ ମହିଳା ସରକାରୀ କର୍ମଚାରୀ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା । ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]

Read More Text.
Bjb college

ପ୍ରକାଶ ପାଇଲା ବିଜେବି +3 ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୟୁଜି ଫାଇନାଲ ବର୍ଷ ପରୀକ୍ଷା ଫଳ। କଳାରେ ପାସ ହାର ୯୫.୫୫ ପ୍ରତିଶତ ରହିଥିବାବେଳେ ବିଜ୍ଞାନରେ ୯୬.୧୩ % ଓ ବାଣିଜ୍ୟରେ ୯୪.୬୦ ପ୍ରତିଶତ ପାସ ହାର ରହିଛି। ସୂଚନା ଅନୁଯାୟୀ, ବିଭାଗ ଟପ୍ପର ଭାବେ ବିଜ୍ଞାନର ମୋନାଲି ସାମଲ, ବାଣିଜ୍ୟରେ ବିଜୟାଲକ୍ଷ୍ମୀ ମକାଡାମ୍ ଓ କଳାରେ ଯୋଗେଶ୍ବର ଦାସ ରହିଛନ୍ତି।

Read More Text.
Img 20250520 wa0206

ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ସ୍ତରୀୟ ଆନ୍ତଃ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ

ବାରିପଦା: ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଆନ୍ତଃ ସମନ୍ଵୟ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଭାତ କୁମାର ବେହେରା ପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରିବା ସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ  ମଶାରୀ ବଣ୍ଟନ, ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ପାଇଁ ଦମନ-ଅଭିଯାନ ଏବଂ ଫାଇଲେରିଆ ନିରାକରଣ ପାଇଁ […]

Read More Text.
Mixcollage 21 may 2025 01 26 pm

ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରୁ ୮.୩୭ ଲକ୍ଷ ଟଙ୍କା, ୩୯୦ ଗ୍ରାମ ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ରାଉରକେଲା ବନ ବିଭାଗ ଅନ୍ତର୍ଗତ ବିସ୍ରାର ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରେ ଉପରେ ଚଢାଉ କରି ବୁଧବାର ଦିନ ୮.୩୭ ଲକ୍ଷ ଟଙ୍କା ଏବଂ ୩୯୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛନ୍ତି। ସରକାରୀ କାର୍ଯ୍ୟରେ ବ୍ୟବହୃତ ଗାଡ଼ିର ବିଲ୍ କରାଇଦେବା ନେଇ ମାଲିକଙ୍କୁ ୧୮,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ତାଙ୍କର ଘର ସମେତ ବିଭିନ୍ନ […]

Read More Text.
Img 20250520 wa0191

ଏଆଇଟିୟୁସି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ୧୭ ଦଫା ଦାବି ପତ୍ର ପ୍ରଦାନ

ବାରିପଦା: ପହଲଗାମ ଆତଂକୀ ଆକ୍ରମଣରେ ପ୍ରାଣ ହରାଇଥିବା ନୀରିହ ଲୋକ ଓ ଆତଙ୍କୀର ମୂଳପୋଛ ପାଇଁ ପାକିସ୍ଥାନ ସହ ଲଢେ଼ଇକୁ ଗମ୍ଭୀର ଘଟଣା ଭାବେ ବିଚାରକରି ଆଜି ମେ ୨୦ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ଆସନ୍ତା ଜୁଲାଇ ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମାତ୍ର ଶ୍ରମିକ ଛଟେଇ, ସର୍ବନିମ୍ନ ମଜୁରୀ, ଶ୍ରମିକ, କର୍ମଚାରୀ, କୃଷକ, ସାଧାରଣ ମଣିଷମାରଣ ନୀତି ସରକାରଙ୍କର ଲାଗୁ ରହିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କୁ ୧୭ ଦଫା ଦାବି ସମ୍ବଳିତ ଦାବିପତ୍ର କେନ୍ଦ୍ରୀୟ ଶ୍ରମିକ […]

Read More Text.