ଚାଇଁପୁର ସେବା ସମବାୟ ସମିତି ବନ୍ଦ ହେବା ଆଶଙ୍କା, ୩ ମାସ ଧରି ଝୁଲୁଛି ତାଲା
ଜିଲ୍ଲା ପ୍ରଶାସନର ସମବାୟ ମାରଣ ନୀତି ପଦକ୍ଷେପ ନ ନେଲେ ଆନ୍ଦୋଳନ ଚେତାବନୀ ଆଗରପଡ଼ା :ରାଜ୍ୟ ସରକାର ଚାଷୀଙ୍କ କେନ୍ଦ୍ର ଓ ରାଜ୍ୟ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ଜିଲ୍ଲା ପ୍ରଶାସନର ଅଣଦେଖା ତଥା ସମବାୟ କର୍ମଚାରୀଙ୍କ ଅବହେଳା ଯୋଗୁ ସମବାୟ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଫଳରେ ଚାଷୀମାନେ ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଏହିପରି ସମସ୍ୟା ଦେଖୁବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ସଦର […]
Read More Text.