ଲମ୍ବା ଇନିଂସ ଖେଳିବ ବିଜେପି ସରକାର : ମନମାହନ
ଭୁବନେଶ୍ବର: ଚତୁର୍ଥ ଥର ପାଇଁ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମନମୋହନ ସାମଲ କହିଛନ୍ତି ରାଜ୍ୟରେ ବିଜେପି ସରକାର ୨୦୩୬ ମସିହା ବି ଦେଖିବ ୨୦୪୭ ମସିହା ବି ଦେଖିବ। ବିଜେପି ସରକାର ଲମ୍ବା ଇନିଙ୍ଗିସ ଖେଳିବ। ସରକାରଙ୍କ ପଛରେ ଦଳ ଖୁଣ୍ଟ ଭଳି ଛିଡା ହେବ। ବିଜେପିରେ ଜଣେ ଚା ବିକାଳି ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସରକାର ଆସିବା ପୂର୍ବରୁ ଆମେ ଶୋଇନି […]
Read More Text.