Img 20250523 wa0223

କୁସୁମି ବ୍ଳକ ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲା ଦିଵ୍ଯାଙ୍ଗ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଧାରଣା

ବାରିପଦା: କୁସୁମୀ ବ୍ଲକରେ ଜିଲ୍ଲା ଦିବ୍ୟାଙ୍ଗ ମହାସଂଘ ସଭାପତି ଅରୁଣ କୁମାର ବେହେରାଙ୍କ ନେତୃତ୍ବରେ ଶତାଧିକ ଦିବ୍ୟାଙ୍ଗ ଓ ଭତ୍ତାଧାରୀ ବୃଦ୍ଧା ଏକ ବିଶାଳ ରାଲି କରି ବ୍ଲକ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ  ଦିବା ୧୦ ଘଟିକାରୁ ଦିନ ୧୨:୩୦ ଘଟିକା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିବା ସହିତ ସରକାରଙ୍କ ପାତର ଅନ୍ତର ନୀତି ପାଇଁ ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ ଶତାଧିକ ଆଦିବାସୀ ବୃଦ୍ଧା, ଦିବ୍ୟାଙ୍ଗ ଭତ୍ତାଧାରୀ ।ଏବେର […]

Read More Text.
Cyberthaka

୧୨ ଲକ୍ଷ ଟଙ୍କା ଠକେଇ କରି ବନ୍ଧା ହେଲା ସାଇବର ଠକ

ଭୁବନେଶ୍ୱର : ୧୨  ଲକ୍ଷ ଟଙ୍କା ଠକେଇ କରି ବନ୍ଧା ହେଲା ସାଇବର ଠକ । ସାଇବର ଠକକୁ ଗିରଫ କଲା ସାଇବର ଥାନା ପୋଲିସ । ମିଥ୍ୟା ପ୍ରତିଶୃତି ଦେଇ ଠକ ଠକିନେଇଥିଲା  ୧୨  ଲକ୍ଷ ଟଙ୍କା । ବାଲେଶ୍ଵରରୁ ଗିରଫ ହେଲା ସାଇବର ଠକ ପ୍ରମୋଦ କୁମାର ମହାନ୍ତି । ପ୍ରମୋଦକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ ।  ଗତ ୭ ମଇ ମାସରେ ଅଭିଯୋଗକାରୀ ମିଳନ କୁମାର ବେଉରାଙ୍କ ଠାରୁ ୧୨ […]

Read More Text.
Hybus

ରାଜଧାନୀରେ ଚାଲିବ ହାଇଡ୍ରୋଜେନ ବସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିବ ହାଇଡ୍ରୋଜେନ ବସ। ପ୍ରାରମ୍ଭିକ ଭାବେ ୩ଟି ହାଇଡ୍ରୋଜେନ୍ ବସ ଚାଲିବ। ଏନେଇ ଏମଓୟୁ ସରିଛି। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭୁବନେଶ୍ବରରେ ଜନଗହଳିପୂର୍ଣ୍ଣ ଟ୍ରାଫିକ ଥିବା ସ୍ଥାନରେ ନିର୍ମାଣ ହେବ ଓଭରବ୍ରିଜ। ପୂର୍ତ୍ତ ବିଭାଗ ସହିତ ଏନେଇ ଆଲୋଚନା ସରିଛି। ମୁଖ୍ୟମନ୍ତ୍ରୀ ଏନେଇ ବୈଠକ କରିଛନ୍ତି। ପ୍ରାରମ୍ଭିକ ଭାବେ ନନ୍ଦନକାନନ ରୋଡ ଓ କଳ୍ପନା ରୋଡରେ […]

Read More Text.
Sudarshan patnaik

ଅଦିନିଆ ରଥଯାତ୍ରାକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଦର୍ଶନ ପଟ୍ଟନାୟକ

ଅଦିନିଆ ରଥଯାତ୍ରକୁ ବିରୋଧ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଇସ୍କନ ପକ୍ଷରୁ ଯେଉଁଭଳି ଭାବେ ଅନ୍ୟ ଦିନରେ ରଥଯାତ୍ରା ଆୟୋଜନ କରାଯାଉଛି ତା’ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି। ଏହାକୁ କିପରି ବନ୍ଦ କରାଯିବ ସେଥିପାଇଁ ଗୁରୁତ୍ଵ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହା ସହିତ ଦୀଘାରେ ଜଗନ୍ନାଥ […]

Read More Text.
Konark

ଖୁବ ଶୀଘ୍ର ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢାଯିବ ବାଲି: ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ

କୋଣାର୍କ : ଖୁବ ଶୀଘ୍ର ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢାଯିବ ବାଲି ।  ଆଜି ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏ ଏସ ଆଇ ମହାନିର୍ଦେଶକ ଯଦୁବୀର ସିଂ ରାୱତ ।  ତାଙ୍କ ସହ ଥିଲେ ପୁରୀ ସର୍କଲ ଅଧିକାରୀ ସହ ୧୫ ଜଣିଆ ବିଶେଷଜ୍ଞ ଟିମ । ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢା ସ୍ଥିତି ନେଇ ଅନୁଧ୍ୟାନ କରିଛି ଏହି ଟିମ୍ । ୨ବର୍ଷ ହେଲା ପତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଉତ୍ତର ପଶ୍ଚିମ କୋଣ […]

Read More Text.
Mixcollage 23 may 2025 04 24 pm

ବେଆଇନ୍ ବନ୍ଧୁକ ରାକେଟ ମାମଲାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର: ବେଆଇନ୍ ବନ୍ଧୁକ ରାକେଟ ମାମଲାର ମାଷ୍ଟରମାଇଣ୍ଡ ଗିରଫ। ବିହାର ମୁଙ୍ଗେରରୁ ଧରାପଡ଼ିଲା ମାଷ୍ଟରମାଇଣ୍ଡ ମହମ୍ମଦ ଅସଲମ୍। ମହମ୍ମଦ ଅସଲମ୍‌କୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍। ମହମ୍ମଦ ଅସଲମ୍ ନାଁରେ ବିହାର ଓ ପଶ୍ଚିମବଙ୍ଗରେ ବି ମାମଲା ରହିଛି। ତେବେ ଅସଲମକୁ କ୍ରାଇମ ବ୍ରାଞ୍ଚ ଧରିବାରେ ସଫଳ ହେବା ପରେ ଅଧିକ ତଥ୍ୟ ପାଇଁ ରିମାଣ୍ଡକୁ ନେଇଛି। ସୂଚନା ଥାଉକି ମାର୍ଚ୍ଚରେ କଟକ ବୟାଳିଶି ମୌଜାରେ ଚୋରା ବନ୍ଧୁକ କାରଖାନା ଠାବ ହୋଇଥିଲା। ଆଉ ସେବେଠାରୁ ଏହାପଛର […]

Read More Text.
2024 11largeimg19 nov 2024 18250

ବାଂଲାଦେଶୀ ଅନୁପ୍ରବେଶଙ୍କ ପାଇଁ ଟ୍ବିନ୍‌ସିଟିରେ ବଢୁଛି ଅପରାଧ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ବାଂଲାଦେଶୀ ଅନୁପ୍ରବେଶ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ। କହିଲେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍‌ସିଟିରେ ଅପରାଧ ବଢୁଛି। ବସ୍ତିରୁ ବାର୍‌ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି। ଚେକ୍‌ ଦେବାକୁ ନଗର ଉନ୍ନୟନ ଓ ଅବକାରୀ ବିଭାଗର ଆକ୍ସନ୍ ପ୍ଲାନ୍ ହୋଇଛି। ସହରକୁ ସୁରକ୍ଷିତ ରଖିବାକୁ ଅନୁପ୍ରବେଶକାରୀ ମୁକ୍ତ କରାଯିବ। ବସ୍ତିରେ ରହୁଥିବା ଅପରାଧିଙ୍କ ଘରକୁ ଭଙ୍ଗା ଯାଉଛି। ଆଗକୁ ଏହା ଜାରି ରହିବ ବୋଲି […]

Read More Text.
Train

ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ଷ୍ଟାଇପେଣ୍ଡ ସହ ନିଯୁକ୍ତି ଭିତ୍ତିକ ତାଲିମର ସୁଯୋଗ

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାକିରି ଆଶାୟୀଙ୍କ ପାଇଁ ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଏସସି/ଏସଟି ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଏକ ଅଭିନବ ସୁଯୋଗ ଆଣିଛି। ଏସସି/ଏସଟି ବର୍ଗର ଚାକିରି ଆଶାୟୀ ପ୍ରାର୍ଥୀମାନେ ଏଠାରେ ସ୍ୱତନ୍ତ୍ର ତାଲିମ, ଓ’ଲେଭଲ୍ ସଫ୍ଟୱେର ତାଲିମ, ଓ’ ଲେଭଲ ବର୍ଷିକିଆ କମ୍ପ୍ୟୁଟର ହାର୍ଡୱେର ତାଲିମ (ସିଏଚଏମ), ଅଫିସ ଅଟୋମେସନ, ଆକାଉଣ୍ଟିଂ ଓ ପବ୍ଲିଶିଂ ଆସିଷ୍ଟାଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ ଓ ବିଜନେସ ଆକାଉଣ୍ଟିଂ […]

Read More Text.
Csf

ମନରେଗା କାମରେ ଲାଗିଥିବା ଜେସିବିକୁ ସିଜ୍‌ କଲେ ମନ୍ତ୍ରୀ ରବି ନାରାୟଣ ନାଏକ

ସୁବର୍ଣ୍ଣପୁର : ମନରେଗା କାମରେ ଲାଗିଥିବା ଜେସିବିକୁ ସିଜ କଲେ ମନ୍ତ୍ରୀ ।  ଆକ୍ସନ ମୋଡରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟନ ନାଏକ ।  ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ବେଳେ ବିନିକା ବ୍ଲକ ତୁଲୁଣ୍ଡୁପାଳି ଠାରେ ମନରେଗା କାମରେ ଲାଗିଥିବା ଜେସିବିକୁ ଜବତ କରି ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ବା ମନରେଗା ଯୋଜନାରେ ଶ୍ରମିକମାନଙ୍କୁ କାମ ଯୋଗାଇଦିଆଯାଇଥାଏ । ତେବେ […]

Read More Text.
Screenshot 2025 05 23 181649 750

ପୁରୀ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ପୁରୀ :  ସୁଦୃଢ ହେବ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା ।  ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ  ପୁରୀ ବାଲିସାହି ସ୍ଥିତ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ବିକାଶ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏହି ବୈଠକରେ ପୁରୀ ଗୋବର୍ଦ୍ଧନ ପୀଠର ସୁରକ୍ଷା ଓ ସଂରକ୍ଷଣ,  ସମସ୍ତ ପୂର୍ବାଚାର୍ଯ୍ୟମାନଙ୍କ ସମାଧୀ ସ୍ଥଳର ସୁରକ୍ଷା, ପୂଜ୍ୟ ଜଗଦଗୁରୁଙ୍କ ସୁରକ୍ଷା ବ୍ୟବସ୍ଥା, ମଠ ପରିସରରେ ଥିବା ଗୋବର୍ଦ୍ଧନ ଗୋଶାଳାର ବିକାଶ, […]

Read More Text.