ରାଜ୍ୟର କୌଣସି ଗୋଟିଏ ସ୍ଥାନରେ ବନ୍ୟା ସ୍ଥିତି ନାହିଁ
ଭୁବନେଶ୍ୱର: ରାଜ୍ୟର କୌଣସି ଗୋଟିଏ ସ୍ଥାନରେ ବନ୍ୟା ସ୍ଥିତି ନାହିଁ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଦେଇଛନ୍ତି ସୂଚନା। ସୁବର୍ଣ୍ଣରେଖା ନଦୀର ଜଳସ୍ତର ସତର୍କ ସଂକେତ ଉପରେ ଅଛି। କେବେ ହେଲେ ବିପଦ ସଂକେତ ଉପରକୁ ଯିବ ନାହିଁ। କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ନାହିଁ। ମୁଣ୍ଡଳୀ ୪.୪୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି, ତାହା କମିବ। ଏହା ପ୍ରଭାବରେ ଶାଖା ନଦୀ କୁଆଖାଇ, ଦେବୀରେ ଜଳସ୍ତର ବଢିଛି ବୋଲି ଜଳସମ୍ପଦ […]
Read More Text.