ବିଶୋଇ ବ୍ଳକର ଗାରଗାଡି ବନ ସୁରକ୍ଷା ସମିତିକୁ ମୁଖ୍ଯମନ୍ତ୍ରୀ ବନ ସଂରକ୍ଷଣ ଆଓ୍ଵାର୍ଡ
ବାରିପଦା- ମୟୂରଭଂଜ ଜିଲ୍ଲାର ୪ଟି ବନ ସଂରକ୍ଷଣ ସମିତିକୁ ମୁଖ୍ୟମନ୍ତ୍ରୀ ଵନ ସଂରକ୍ଷଣ ପୁରସ୍କାର ଉତ୍ସବ ବାରିପଦା ବନଖଣ୍ଡ ଆନୁକୂଲ୍ୟରେ ୭୬ତମ ଜିଲ୍ଲାସ୍ତରୀୟ ବନମହୋତ୍ସବ ପଣ୍ଡିତ ରଘୁନାଥ ମୂର୍ମୁ ଭେଷଜ ମହାବିଦ୍ୟାଳୟରେ ପାଳନ ହୋଇଯାଇଅଛି।ଡ. ପ୍ରକାଶ ଚାନ୍ଦ ଗୋଗିନାନୀ, ଆଞ୍ଚଳିକ ମୁଖ୍ୟବନ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ ଶିମିଳିପାଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍ୟ ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଭାବେ ପୂର୍ବତନ ମୁଖ୍ୟବନ୍ୟ ସଂରକ୍ଷକ ତଥା […]
Read More Text.