ONN ପ୍ରଭାବ: ଖବର ପ୍ରକାଶ ପରେ ଜଳଯୋଗାଣ ସ୍ୱାଭାବିକ ହେଲା
ଆଗରପଡ଼ା :ଗତ ୪ ତାରିଖ ଶୁକ୍ରବାର “ଅଧିକାରୀଙ୍କ ମନମାନିରେ ଜଳଯୋଗାଣ ଚାଲିଛି;ପଂଚାୟତବାସୀ ବିଶୁଦ୍ଧ ଜଳ ପାଇବାରୁ ବଂଚିତ”ଶୀର୍ଷକ ଖବର ‘ONN’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ବରହମପୁର ଗ୍ରାମରେ ଅଚଳ ହୋଇପଡ଼ିଥିବା ଜଳ ଯୋଗାଣ ବିଭାଗୀୟ ମରାମତି ପରେ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି । କିନ୍ତୁ ଅନ୍ୟ ଗ୍ରାମର ବାସିନ୍ଦା ବସୁଧା ଯୋଜନାରେ କେବେ ବିଶୁଦ୍ଧ ଜଳ ପାଇବେ ଦେଖିବାକୁ ବାକି ରହିଲା । ଆରଡ଼ବ୍ଲ୍ୟୁଏସଏସ ମାଧ୍ୟମରେ ରାଜ୍ୟ ପଂଚାୟତରାଜ […]
Read More Text.