ଭିଜିଲାନ୍ସ ଜାଲରେ ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର, ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ
ଜୟପୁର : କୋରାପୁଟ ଭିଜିଲାନ୍ସର ବଡ଼ ଆକ୍ସନ । ଧରାପଡିଲେ ଖଣି ଉପନିର୍ଦ୍ଦେଶକ । ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ । ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର ସତ୍ୟଜିତ ରାଉତଙ୍କ ଘରେ ଚଢ଼ାଉ ବେଳେ ମିଳିଲା ଆଉ ୨ଲକ୍ଷ ୯୦ ହଜାର ଟଙ୍କା । ଖଣି ବ୍ୟବସାୟରେ ରୟାଲିଟି ଏକ୍ସଟେନସନ ପାଇଁ ଏବଂ ସ୍ପଟ୍ ନିଲାମରେ ସୁବିଧା କରାଇଦେବା ନାଁରେ ଲାଞ୍ଚ ନେବା ଜଣେ ସରକାରୀ ବାବୁଙ୍କୁ ମହଙ୍ଗା ପଡ଼ିଛି । କୋରାପୁଟ ଜୟପୁର […]
Read More Text.