Screenshot 2025 07 27 105952

ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟାଜଳ

କଟକ:ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦ ଡ୍ୟାମର ବନ୍ୟା ଜଳ । ଏବେ ୪ ଲକ୍ଷ ୨୦ ହଜାର ୮୨୪ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମର ଜଳସ୍ତର ୮୬.୭୦ ଫୁଟ୍ ରହିଛି ଓ ଡାଉନ୍ ଷ୍ଟ୍ରିମର ଜଳସ୍ତର ୮୩.୮୦ ଫୁଟ୍ ଅଛି । ଏହା ସନ୍ଧ୍ୟା ସୁଦ୍ଧା ପାଞ୍ଚ ଲକ୍ଷରୁ ଅଧିକ କ୍ୟୁସେକ ହେବା ନେଇ ମୁଣ୍ଡଳୀ ଉପଖଣ୍ଡ ଜଳସେଚନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ହୀରାକୁଦରୁ ଦ୍ୱିତୀୟ ବନ୍ୟାଜଳ ଆସିବା ପରେ ଏବେ ଧୀରେ […]

Read More Text.
Image

ନାବାଳିକା ଦୁଷ୍କର୍ମ ମାମଲା: ଗିରଫ ପରେ ବିଜେଡିରୁ ନିଳମ୍ବିତ ହେଲେ ଅମରେଶ ଜେନା

ଭୁବନେଶ୍ବର: ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେବା ସଙ୍ଗେ ସଙ୍ଗେ ଦଳରୁ ବହିଷ୍କୃତ ହେଲେ ପୂର୍ବତନ ବିଜେଡି କର୍ପୋରେଟର ଅମରେଶ ଜେନା । ଗତକାଲି ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ଆଜି ତାଙ୍କୁ ବାଲେଶ୍ବରରୁ ବାନ୍ଧିଛି କମିଶନରେଟ ପୋଲିସ୍ । ଏହାପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ତୁରନ୍ତ ଦଳରୁ ବିଦା କରାଯାଇଛି । ଏନେଇ ବିଜେଡି ପକ୍ଷରୁ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ କହିରଖୁଛୁ, ବିଜେଡିର […]

Read More Text.
Amr

ଗିରଫ ହେଲେ ବିଜେଡି କର୍ପୋରେଟର ଅମରେଶ ଜେନା

ଭୁବନେଶ୍ବର: ଗିରଫ ହେଲେ ବିଜେଡି କର୍ପୋରେଟର ଅମରେଶ ଜେନା । ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଆଜି ବାଲେଶ୍ବରର ନୀଳଗିରିରୁ ଅମରେଶ ଜେନାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ପୂର୍ବରୁ ଗତକାଲି ତାଙ୍କ ୬ ସହଯୋଗୀଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଅମରେଶ ଫେରାର ଥିଲେ । ଏହାରି ଭିତରେ ଆଜି ତାଙ୍କୁ ବାଲେଶ୍ବରରୁ ଗିରଫ କରିଛି ପୋଲିସ୍ । ତେବେ କହିରଖୁଛୁ, କର୍ପୋରେଟର୍‌ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଯୌନ […]

Read More Text.
60033776 679a 415c b729 620868ff

ବନବାସୀ ଆଶ୍ରମ ପିଲାଙ୍କ ଗହଣରେ ମନ୍ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ଆଶ୍ରମ ଅନ୍ତେବାସୀ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି। ଆଜି ଥିଲା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୪ ତମ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ପିଲାଙ୍କ ସହ ଏହି କାର୍ଯ୍ୟକ୍ରମ ଶୁଣିବା ସହ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ। ଏଥି […]

Read More Text.
Laxm

କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଘଟଣା, ୫ ସହଯୋଗୀ ଗିରଫ

ଭୁବନେଶ୍ୱର : କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ । ଲକ୍ଷ୍ମୀସାଗର ଥାନା ପୋଲିସ ଅମରେଶ ଜେନାଙ୍କୁ ଫେରାର କରାଇବାରେ ସହଯୋଗ କରିଥିବାରୁ ଏହି ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେଇଛି। ସେମାନେ ହେଲେ ବିବେକ କୁମାର ସ୍ବାଇଁ, ବିକ୍ରମ ମହାନ୍ତି, ଦେବେନ୍ଦ୍ର କୁମାର ଭୋଳ, ସୁମନ କୁମାର ସାହୁ ଓ ରାଜୀବ ଚଂପତି । ସେମାନଙ୍କ ନାଁ ରେ ବିଏନଏସର ବିଭିନ୍ନ ଧାରା ଓ ପସ୍କୋ ଧାରା ମଧ୍ୟ ଲାଗିଛି । ସୂଚନା […]

Read More Text.
Eratrear

କମ୍ୟୁନିଷ୍ଟ ନେତା ସାଥୀ ରଥ ସିଂଙ୍କ ପରଲୋକ

ବାରିପଦା- ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବାଙ୍ଗିରିପୋଷି ଜୋନ୍ ସମ୍ପାଦକ, ପାର୍ଟିର ଜିଲ୍ଲା ପରିଷଦ ସଭ୍ୟ ତଥା ଅଖିଳ ଭାରତୀୟ ଆଦିବାସୀ ମହାସଭା ରାଜ୍ୟ କମିଟିର ସଦସ୍ୟ ସାଥୀ ରଥ ସିଂଙ୍କ ଦେହାନ୍ତ ଗତ କାଲି ୨୪ ତାରିଖରେ ହୋଇଛି ଯାଇଛି। ଗତ କିଛି ଦିନ ଧରି ଅସୁସ୍ଥତା କାରଣରୁ ଓ  କମ୍ ବୟସରେ ପରଲୋକ ହୋଇଥିବାରୁ ପାର୍ଟି ଓ ସ୍ଥାନୀୟ  ଅଞ୍ଚଳବାସୀକଂ ମଧ୍ଯରେ  ଶୋକର ଛାୟା ଖେଳିଯାଇଛି। ଜିଲ୍ଲା ପାର୍ଟି ପକ୍ଷରୁ କାର୍ଯ୍ୟକାରୀ କମିଟି  ସଦସ୍ୟ ସାଥୀ […]

Read More Text.
Img 20250726 wa0175

କର୍ମକ୍ଷେତ୍ରରେ ମାନସିକ ଚାପ ପ୍ରବନ୍ଧନ ଉପରେ କର୍ମଶାଳା 

ବାରିପଦା: ଚାକିରୀ କରି ଆତ୍ମନିର୍ଭରଶୀଳ ହେବା ଆଶାରେ ଆଜିର ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବାପାଇଁ ଅହରହ କଠିନ ପରିଶ୍ରମ କରିଚାଲିଛନ୍ତି I ଚାକିରୀ ପାଇବା ପାଇଁ ବା ଚାକିରୀ କରିବାବେଳେ ସେମାନେ ବହୁ ସମୟରେ ମାନସିକ ଚାପର ଶିକାର ହେଉଛନ୍ତି I ଏହି ପରିପେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାରିପଦା ଆନୁକୂଲ୍ୟରେ ନିଡ଼ସ ଏଜୁକେସନରେ ତାଲିମ ନେଉଥିବା ଯୁବକ ଯୁବତୀ ମାନଙ୍କୁ ନେଇ “କର୍ମକ୍ଷେତ୍ରରେ ମାନସିକ ଚାପ ପ୍ରବନ୍ଧନ” ଉପରେ ଏକ କର୍ମଶାଳା  […]

Read More Text.
Img 20250726 wa0189

ଜନସେବା କେନ୍ଦ୍ରରୁ ଯୁବକର ମୃତଦେହ ବାଦାମ ପହାଡ଼ ପୋଲିସ ଦ୍ଵାରା ଉଦ୍ଧାର

ବାରିପଦା – ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଭଣ୍ଡନ ଗ୍ରାମର ଜନସେବା କେନ୍ଦ୍ରରୁ  ଜନୈକ ଯୁବକର ମୃତଦେହ ଆଜି  ବାଦାମ ପାହାଡ଼ ପୋଲିସ ଦ୍ବାରା ଉଦ୍ଧାର ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ବଡଶିମିଳା ଗ୍ରାମର ବାସୁଦେବ ହେମ୍ଵ୍ରମ (୩୧) ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଭଣ୍ଡନ ଗ୍ରାମରେ ଜନସେବା କେନ୍ଦ୍ର ଖୋଲି ନିଜର ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ।ଶୁକ୍ରବାର  ଦିନ ରାତିରେ ଜନସେବା କେନ୍ଦ୍ର ମାଲିକ  ବାସୁଦେବ ରାତିରେ ଖାଇପିଇ ସେହି […]

Read More Text.
Q

ଭଗାବେଡା-ସାନକୁଲେଇବିରା ଆର .ଡି.ରୋଡର  ଜାମୁନାଳ ପୋଲ ଉପରେ ପାଣି; ଯାତାୟତ ବାଧାପ୍ରାପ୍ତ

ବାରିପଦା  :ଲଘୁଚାପ ଜନିତ ବର୍ଷା ଯୋଗୁଁ  ନଦୀ,ନାଳ,ନନଜୋରିରେ  ଜଳ ସ୍ତର ବୃଦ୍ଧି ପାଉଛି ।ପାହାଡରୁ ପାଣି ଆସି ଜଳସ୍ତର ବଢ଼ାଉଛି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି ।ଅନ୍ୟ କିଛି ସ୍ଥାନ  ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଚାଳ,ଛପର,ଖପର ଘରେ ରହୁଥିବା ଲୋକଙ୍କ ହାଲ ସଂପୁର୍ଣ ଵେହାଲ  ହୋଇଯାଇଛି ।ଲଗାଣ ବର୍ଷା ପ୍ରଭାବରେ ଜାମଦା ବ୍ଲକ ର  ପାସନା ପଂଚାୟତର ଭାଗବେଡା ଗ୍ରାମ  – ସାନକୁଲେଇବିରା ଗ୍ରାମୀଣ […]

Read More Text.
Img 20250725 wa0195

ବଜ୍ରପାତରେ ଚାଷି ମୃତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଦୁଆଣି ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ (୬୫) ଗତକାଲି ଅପରାହ୍ନ ସମୟରେ ବିଲରେ  ଧାନ ରୋଉଥିବା  ସମୟରେ  ବିଜୁଳି ଚଡକରେ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣା ଯାଇଥିଲା ।ଡାକ୍ତର‌ ମୃତ ଘୋଷଣା କରିଥିଲେ । ଏନେଇ ବହଳଦା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାରଵର୍ଗଙ୍କୁଙ୍କୁ ମୃତଦେହ ହସ୍ତାନ୍ତର କରିଛି।

Read More Text.