Img 20250725 wa0195

ବଜ୍ରପାତରେ ଚାଷି ମୃତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଦୁଆଣି ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ (୬୫) ଗତକାଲି ଅପରାହ୍ନ ସମୟରେ ବିଲରେ  ଧାନ ରୋଉଥିବା  ସମୟରେ  ବିଜୁଳି ଚଡକରେ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣା ଯାଇଥିଲା ।ଡାକ୍ତର‌ ମୃତ ଘୋଷଣା କରିଥିଲେ । ଏନେଇ ବହଳଦା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାରଵର୍ଗଙ୍କୁଙ୍କୁ ମୃତଦେହ ହସ୍ତାନ୍ତର କରିଛି।

Read More Text.
Rasta

ବ୍ରାହ୍ମଣସାହିକୁ ସ୍ଥାୟୀ ରାସ୍ତା ନିର୍ମାଣ ପ୍ରସଙ୍ଗ; ରାଷ୍ଟ୍ରମୁଖ୍ୟଙ୍କୁ ଅଭିଯୋଗ ପତ୍ର ଲେଖିଲେ ସାହିବାସୀ

ଆଗରପଡ଼ା :ବ୍ଳକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ କଲାପରେ ମଧ୍ୟ ସାହିବାସୀଙ୍କ ଅଭିଯୋଗ କେହି ଶୁଣୁ ନଥିବାରୁ ସେମାନେ ବାଧ୍ୟ ହୋଇ ରାଷ୍ଟ୍ରମୁଖ୍ୟଙ୍କୁ ଅଭିଯୋଗର ପତ୍ର ଲେଖିଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ମଙ୍ଗୁଲି ଗ୍ରାମ ଅର୍ନ୍ତଗତ ବ୍ରାହ୍ମଣସାହି ଠାରେ । ଏହି ସାହିକୁ ଭଲ ରାସ୍ତାଟିଏ ନାହିଁ । ସାହି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କକୁ ସଂଯୋଗ କରୁଛି […]

Read More Text.
Dead

ହୃଦାଘାତରେ ମହିଳାଙ୍କ ପରଲୋକ

ଆଗରପଡ଼ା :ବନ୍ତ ବ୍ଲକ ମହାନ୍ତିପଡ଼ା ପଂଚାୟତ କୁଣ୍ଡି ଗ୍ରାମର ବନମାଳୀ ମହାରଣାଙ୍କ ଧର୍ମପତ୍ନୀ ଶୁକ ମହାରଣାଙ୍କ ୬୮ବର୍ଷ ବୟସରେ ହୃଦାଘାତ ଯୋଗୁଁ ପରଲୋକ ଘଟିଛି । ସେ ଘରେ ଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଆଗରପଡ଼ା ମେଡିକାଲକୁ ନିଆ ଯାଇଥିଲା ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ହୃଦାଘାତ ଯୋଗୁଁ ତାଙ୍କର ପରଲୋକ ଘଟିଥିଲା । ସେ ଜଣେ ଧର୍ମପରାୟଣା,ସରଳ, ନିଷ୍କପଟ,ପରୋପକାରୀ ମହିଳା ଥିଲେ । ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ,ବିଜେପି […]

Read More Text.
Photo for the news of bonth block

ବନ୍ତ ବ୍ଲକରେ ୯ଜେଇ ସମ୍ଭାଳୁଛନ୍ତି ୨୫ ପଂଚାୟତ, ଯିବେ ୪ଜେଇ ଆସିବେ ଜଣେ

ଆଗରପଡ଼ା :ବନ୍ତ ବ୍ଲକରେ କାର୍ଯ୍ୟରତ ୯ଜଣ ଜେଇଙ୍କ ମଧ୍ୟରୁ ଇତି ମଧ୍ୟରେ ୨ଜଣ ମହିଳା ଜେଇ ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀ ଓ ଅସିମା ନାୟକ ଏଇ(ଆସିଷ୍ଟାଣ୍ଡ ଇଂ)ପଦକୁ ଉନ୍ନିତ ହେବା ସହ ସୂଚନା ଅନୁଯାୟୀ ଉକ୍ତ ୨ମହିଳା ଯନ୍ତ୍ରୀଙ୍କ ବାସୁଦେବପୁର ବ୍ଲକକୁ ବଦଳି ହୋଇଥିବା ଜଣାପଡ଼ିଛି । ତତ୍ ସହିତ ଅମର ଜ୍ୟୋତି ଦିପକ କୁମାର ଜେନାଙ୍କ ଚାନ୍ଦବାଲି ଓ ପ୍ରଦିପ ପରିଡ଼ାଙ୍କ ଭଣ୍ଡାରିପୋଖରୀ ବ୍ଲକକୁ ବଦଳି ହୋଇଥିବା ଜଣାପଡ଼ିଛି । ତେଣୁ କାର୍ଯ୍ୟରତ ୯ଜଣ ଜେଇଙ୍କ […]

Read More Text.
Screenshot 2025 07 26 182919

ଜଳପ୍ରପାତରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ

ସମ୍ବଲପୁର: ଦେବଝରଣ ଜଳପ୍ରପାତରେ ଅଘଟଣ। ଆଜି ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ । ମୃତକ ଦୁଇ ଜଣ ବୁର୍ଲା ଭୀମସାରର ବୋଲି ଜଣା ପଡିଛି। ମୃତ ଛାତ୍ରୀଙ୍କ ନାଁ ମୋନିକା ମୀନା ଓ ଛାତ୍ରଙ୍କ ନାଁ ସନ୍ଦୀପ ପୁରୀ। ଦୁଇ ମୃତକ ଭୀମସାରର ଶେଷ ବର୍ଷର ବୋଲି ଜଣା ପଡ଼ିଛି। ନୂଆଦିଲ୍ଲୀର ନଜଫଗଡ଼, ନନ୍ଦଲୋଇ ଅଞ୍ଚଳର ସୁନୀଲ ପୁରୀଙ୍କ ପୁଅ ସନ୍ଦୀପ ପୁରୀ (୨୪) ଓ ରାଜସ୍ଥାନ […]

Read More Text.
Metro

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ବାତିଲ କଲେ ରାଜ୍ୟ ସରକାର

ଭୁବେନଶ୍ବର: ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପରେ ବାଧା । ବାତିଲ ହେଲା ମେଟ୍ରୋ ପ୍ରକଳ୍ପ ଟେଣ୍ଡର । ସିଗାଲ ଇଣ୍ଡିଆ ସହ ଚୁକ୍ତି ବାତିଲ କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ। ଏନେଇ ଆନୁଷ୍ଠାନିକ ଭାବେ ବାତିଲ ନୋଟିସ ଜାରି କରିଛି ଡିଏମଆରସି । ଚୁକ୍ତିରେ ୬ଟି ଉନ୍ନତ ମେଟ୍ରୋ ଷ୍ଟେସନର ଡିଜାଇନ ଓ ନିର୍ମାଣ ଅନ୍ତର୍ଭୁକ୍ତ ଥିଲା । ପ୍ରାୟ ୮ ମାସ ହେଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଥିଲା । ସେପଟେ ସେଗାଲ ଇଣ୍ଡିଆ […]

Read More Text.
Wre

ରାମଚଣ୍ଡୀ ନଦୀ ଗର୍ଭକୁ ଖସି ପଡ଼ିଲା ବିଡିଓଙ୍କ କାର୍‌, ଅଗ୍ନିଶମ ବିଭାଗ ଦ୍ବାରା ପତ୍ନୀଙ୍କ ସହ ବିଡିଓ ଉଦ୍ଧାର

କୋଣାର୍କ : ଶନିବାର ଅପରାହ୍ନ ୪ଟାରେ କୋଣାର୍କ-ପୁରୀ ଵେଳାମାର୍ଗ ସଂଲଗ୍ନ ରାମଚଣ୍ଡୀ ନଦୀ ଗର୍ଭକୁ ଗୋଟିଏ ଚଳନ୍ତା କାର୍ ଖସି ପଡିବା ଫଳରେ କାର୍ ଚାଳକ କଟକ ସଦର ବିଡିଓ ପ୍ରତୀକ ସାହୁ (୩୩) ଓ ତାଙ୍କ ପତ୍ନୀ ରଶ୍ମୀ ସାହୁ(୩୧) ଆହତ ହୋଇଛନ୍ତି। ନଦୀ ଗର୍ଭରେ ସଂପୂର୍ଣ୍ଣ ଓଲଟି ପଡି ଭାସୁଥିବା କାର୍ ଭିତରୁ ଆର୍ତ୍ତ ଚିତ୍କାର କରୁଥିବା ଦମ୍ପତିଙ୍କୁ ନିକଟରେ ଥିଵା ଅଗ୍ନୀଶମ ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷାର୍ଥୀମାନେ ତତ୍କାଳ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। […]

Read More Text.
2 170 1753529049302

ମୁଖ୍ୟମନ୍ତ୍ରୀଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ

ଭୁବନେଶ୍ବର ୨୬।୭: ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସମସ୍ତ ମନ୍ତ୍ରୀ ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ପାଳନ କରିବାର ଆବଶ୍ୟକତା ରହିଛି । ନିଜ ବିଭାଗର ଦାୟିତ୍ଵ ସବୁ କିପରି ପରିଚାଳନା କରିବୁ, ଲୋକଙ୍କ କଥାକୁ କିପରି ବିଭାଗ ଅନୁଧ୍ୟାନ କରିବ ତାହାକୁ ମୁଖ୍ୟମନ୍ତ୍ରୀ ନିଜେ ବିଭାଗ ପକ୍ଷରୁ ଜାଣିବେ । ଏହାର ଆବଶ୍ୟକତା ରହିଛି । ଯଦି […]

Read More Text.
Saansad ratna puraskar 2025 1068

ସଂସଦ ରତ୍ନ ପୁରସ୍କାରରେ ୧୭ ସାଂସଦ ସମ୍ମାନିତ, ଭର୍ତ୍ତୃହରିଙ୍କୁ ସ୍ୱତନ୍ତ୍ର ପୁରସ୍କାର

ନୂଆଦିଲ୍ଲୀରେ ଶନିବାର ଦିନ ୧୭ ଜଣ ସାଂସଦଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସଂସଦ ରତ୍ନ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି। ଏହି ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ବିଜେପିରୁ ରବି କିଶନ, ନିଶିକାନ୍ତ ଦୁବେ ଏବଂ ଦିନେଶ ଶର୍ମା, କଂଗ୍ରେସରୁ ବର୍ଷା ଗାୟକୱାଡ ଏବଂ ଶିବସେନା-ୟୁବିଟିରୁ ଅରବିନ୍ଦ ସାୱନ୍ତ। ଏହି ପୁରସ୍କାରଗୁଡ଼ିକ ଏକ ବେସରକାରୀ ସଂଗଠନ ଦ୍ୱାରା ପ୍ରଦାନ କରାଯାଇଛି। ଏହି ଅବସରରେ ଗଣମାଧ୍ୟମ ସହିତ ଆଲୋଚନା କରି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ […]

Read More Text.
Jantri g

ବଢୁଛି ବିଭିନ୍ନ ନଦୀର ଜଳସ୍ତର, ସରକାରଙ୍କ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି

ଭୁବନେଶ୍ୱର : ରାଜ୍ୟରେ ଅନେକ ସ୍ଥାନରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଏହାସହ ବଢି ଚାଲିଛି ବିଭିନ୍ନ ନଦୀର ଜଳସ୍ତର । ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀର ଜଳସ୍ତର ପ୍ରବାହିତ ହେଉଛି । ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସରକାରଙ୍କ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି କରାଯାଇଛି । ଏନେଇ ଶନିବାର ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଜଳ […]

Read More Text.