1000143585 1024x576

ଗୃହରକ୍ଷୀ ନିଯୁକ୍ତି ନିମନ୍ତେ ଗୃହରକ୍ଷୀ ବାହିନୀ ମୟୁରଭଞ୍ଜ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ବାରିପଦା :  ମୟୁରଭଞ୍ଜ ଜିଲ୍ଲା ଗୃହ ରକ୍ଷୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୭୦ ତା ୧୩-୦୬-୨୦୨୫ ରିଖ ଅନୁଯାୟୀ ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚାଇ ଦିଆଯାଉଅଛିକି ଶ୍ରୀମାନ ମହସମlଦେଷ୍ଟା ଗୃହରକ୍ଷୀ ବାହିନୀ, ଓଡିଶା, କଟକଙ୍କ ପତ୍ର ସଂଖ୍ୟା ୨୩୩/ତା ୦୫-୦୨-୨୦୨୫ ରିଖ ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ଥାନା ଗୁଡିକରେ ଖାଲି ପଡିଥିବା ମୋଟ ୧୭୫ ଗୋଟି ଗୃହରକ୍ଷୀ ସ୍ବେଛାସେବୀ ପଦବୀ ନିମନ୍ତେ ପୂର୍ବରୁ ଵିଜ୍ଞାପନ ସଂଖ୍ୟା ୧୦୮ ତା ୦୩-୦୩-୨୦୨୫ ରିଖରେ ଆବେଦନ ଆହ୍ୱାନ କରାଯାଇଥିଲା। ବର୍ତମାନ […]

Read More Text.
4

ବିଶ୍ୱ ରକ୍ତଦାତା ଦିବସ ପାଳିତ – ରକ୍ତଦାତା ହେଲେ ସମ୍ବର୍ଦ୍ଧିତ 

ବାରିପଦା – ତା :- ୧୪/୦୬/ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ଆନୁକୂଲ୍ୟରେ ବିଶ୍ୱ ରକ୍ତଦାତା ଦିବସ ଅନୁଷ୍ଠିତ ହୋଇଯାଇଛି । ରକ୍ତ ବର୍ଗୀକରଣର ଆବିଷ୍କାରକ ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟେନରଙ୍କ ପ୍ରତିଛବିରେ ପୁଷ୍ପାର୍ଘ୍ୟ ପ୍ରଦାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଓଡିଶା ରକ୍ତ କେନ୍ଦ୍ର, ବାରିପଦାର ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ […]

Read More Text.
3

ଯୁଵ ସାମାଜିକ କର୍ମୀ ସୁଶାନ୍ତ ମହାନ୍ତି( ବାବୁଲି)ଙ୍କ ହୃଦଘାତ ମୃତ୍ୟୁରେ ବିଶୋଇରେ ଶୋକରେ ଛାୟା ; ଗଭୀର ଶ୍ରଦ୍ଧାଞ୍ଜଳୀ

ବାରିପଦା : ମୟୂରଭଂଜ ଜିଲ୍ଲାର ବିଶୋଇ ଅଂଚଳର ଜଣେ  ଜଣାଶୁଣା ସାମାଜିକ କର୍ମୀ ଶୁଶାନ୍ତ ମହାନ୍ତି(୪୨) ଙ୍କ ବୁଧବାର ରାତିରେ ହୃଦଘାତରେ ଦେହାନ୍ତ ହୋଇଯାଇଛି ।ବୁଧବାର ଦିନ ସେ ରାଇରଙ୍ଗପୁର ଆସି ବିଧାୟକ ଜଲେନ ନାୟକଙ୍କୁ ସାକ୍ଷାତ କରି ବିଶୋଇ ସନ୍ଧ୍ଯାରେ ଫେରି ଯାଇଥିଲେ । ପରେ ରାତି ୮ ଟାରେ ଘରକୁ  ଫେରି   ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ବିଶୋଇ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ସେ ଜଣେ […]

Read More Text.
2

କୌଳିକଵୃତ୍ତିଧାରୀଙ୍କ ପାଇଁ ଜିଲ୍ଲା ଶିଳ୍ପକେନ୍ଦ୍ରର ଆନୁକୁଲ୍ୟରେ ବିଶ୍ଵକର୍ମା ଯୋଜନା ଓ ଶିଳ୍ପ ସଚେତନତା ଶିବିର

ବାରିପଦା :  ପିସିଏମ କଲ୍ୟାଣ ଭବନ ପରିସରରେ କୌଳିକ ବୃତ୍ତି ଧାରୀଙ୍କ ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ର ,ବାରିପଦା ଆନୁକୁଲ୍ଯରେ  ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଓ ତାଲିମ ଶିବିର ମୟୂରଭଂଜ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଭାଗବତ ସୋରେନ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ,ସମ୍ମାନିତ ଅତିଥି ଭାବେ  ବିଧାୟକ ଜଲେନ ନାଏକ, ମୁଖ୍ୟବକ୍ତା ଏମଏସଏମଇ ଡିଏଫଓ ,କଟକ ଅଭିମନ୍ୟୁ ମୋଦି […]

Read More Text.
1

୩ ଦିନିଆ ଅମ୍ବିକା ସାହି “ରଜ ମଉଜ”ର ପ୍ରଥମ ସନ୍ଧ୍ୟା

ବାରିପଦା : ସ୍ଥାନୀୟ ଅମ୍ବିକା ସାହି ସ୍ଥିତ ଶିଶୁ ଉଦ୍ୟାନ ପରିସରରେ ୩ ଦିନିଆ ୧୩ ତମ “ରଜ ମଉଜ” ଉତ୍ସବର ୧ମ ସନ୍ଧ୍ୟାରେ ବିଭିନ୍ନ ବର୍ଗର ପିଲାମାନଙ୍କ ମଧ୍ୟରେ ନୃତ୍ୟଗୀତ, ମ୍ୟୁଜିକ ଚେୟାର, ସ୍କିପିଙ୍ଗ ଓ ପୁଚି ଖେଳ ଅନୁଷ୍ଠିତ ହୋଇଥିଲା । ପିତାମାତାଙ୍କ ସମେତ ବହୁ ସଂଖ୍ୟାରେ କୁନିକୁନି ପ୍ରତିଭା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବେଶ ଉପଭୋଗ କରିଥିଲେ । ଗୁରୁକୁଳ ଡ୍ୟାନ୍ସ ଏଣ୍ଡ ଭିଜୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଏହି […]

Read More Text.
Img 20250614 wa0206

୧ମ ବାର୍ଷିକ ଡିଆରକେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୧୦ମ ଦିନ : ଲାଲବଜାର ଓ କୋର ହାଣ୍ଟର୍ସ ବିଜୟୀ

ବାରିପଦା :  ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୧୦ମ ଦିନର ୧ମ ମ୍ୟାଚରେ ଲାଲବଜାର ୱରିୟାର୍ସ ୬ ଉଇକେଟରେ ରାଫେଲ ରକେଟ୍ସକୁ ପରାସ୍ତ କରିଥିଲା  । ପ୍ରଥମେ ବ୍ୟାଟିଂ କରି ରାଫେଲ ରକେଟ୍ସ ୧୫ ଓଭରରେ ୭ ଉଇକେଟ ହରାଇ ୧୪୩ ରନ ସଂଗ୍ରହ କରିଥିଲେ  ।  ଦଳ ପକ୍ଷରୁ ରୁପମ […]

Read More Text.
Photo for the news of bikash bahana

ପୁରୁଷଣ୍ଢରେ ବିକାଶ ବାହନ ପରିକ୍ରମା

ଆଗରପଡ଼ା  : କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ବର୍ଷେ ପୂର୍ତ୍ତି ଉପଲକ୍ଷେ ବିକାଶ ବାହନ ବନ୍ତ ବ୍ଳକ ଅନ୍ତର୍ଗତ ପୁରୁଷଣ୍ଢ ଓ ବିଟିପୁର ପଂଚାୟତ ପରିକ୍ରମା କରିଥିଲା । ପ୍ରାକ୍ତନ ବିଜେପି ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶଙ୍କ ତତ୍ତ୍ୱାବଧାନ ଓ ଡ.ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସରପଂଚ ପ୍ରକାଶ ବିଶ୍ୱାଳ, ସମିତିସଭ୍ୟା ସୁଶୀଳା ଜେନା,କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ପରମିତା ମହାନ୍ତି,ପିଇଓ ବୀରକିଶୋର ନାୟକ,ଯୁବନେତା ପ୍ରଦୀପ ପୁହାଣ ପ୍ରମୁଖ […]

Read More Text.
Photo for the news of society president

ସେବା ସମବାୟ ସମିତି ସଭାପତିଙ୍କ ବିୟୋଗ

ଆଗରପଡ଼ା  : ରାମକୃଷ୍ଣପୁର ସେବା ସମବାୟ ସମିତି ସଭାପତି ଭକ୍ତିପଦ ସାମଲଙ୍କ ୩୮ ବର୍ଷ ବୟସରେ ହୃଦାଘାତ ଯୋଗୁଁ ବିୟୋଗ ଘଟିଛି । ଗତ କିଛିଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ଓ ଭୁବନେଶ୍ୱରସ୍ଥିତ ଘରୋଇ ମେଡିକାଲରେ ଚିକିତ୍ସା କରାଯାଇଥିଲା । ମାତ୍ର ଅବସ୍ଥା ଗମ୍ଭିର ଥିବାରୁ କୋଲକତାସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଥିଲା । ସେଠାରେ ତାଙ୍କର ବିୟୋଗ ଘଟିଥିଲା । ଜିଲ୍ଲା ଏଆର ପ୍ରଦୀପ ସେଠୀ, ବ୍ଲକ […]

Read More Text.
Photo for the news of thermacoal plate

ପରିବେଶ ବିଗାଡ଼ିବାରେ ଲାଗିଛି : ଥର୍ମୋକୋଲ ପ୍ଲେଟ୍ ବ୍ୟବହାରରେ ଲାଗୁନି ରୋକ୍‌

ଆଗରପଡ଼ା  : ବର୍ତ୍ତମାନ ବିବାହ ଓ ବ୍ରତଘର ଋତୁ ଚାଲିଥିବା ବେଳେ ଭୋଜି ଭାତର ଆସର ଜମୁଛି । ଏହା ଭିତରେ ଅଧିକାଂଶ ଭୋଜିରେ ଥର୍ମୋକୋଲ ପ୍ଲେଟ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ବନ୍ତ ବ୍ଳକ ଓ ତା’ ଆଖପାଖ ଅଂଚଳର ରାସ୍ତା କଡ଼ରେ ବହୁ ଜଳଖିଆ ଦୋକାନରେ ଏହି ପ୍ଲେଟ ଓ ଠୁଙ୍ଗା ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ବଡ଼ ବଡ଼ ହୋଟେଲରେ ମଧ୍ୟ ଏହି ପ୍ଲେଟ ଓ […]

Read More Text.
Photo2 for the news of tractor

ବିନା ନମ୍ବର ପ୍ଲେଟରେ ଚାଲିଛି ଶହଶହ ଟ୍ରାକ୍ଟର : ରାଜସ୍ୱ ହରାଉଛନ୍ତି ସରକାର

ଆଗରପଡ଼ା  : ପରିବହନ ନିୟମ ଅନୁଯାୟୀ ଗାଡିଗୁଡିକର ଫିଟନେସ, ଇନସୁରାନ୍ସ, ପଲ୍ୟୁସନ ଏବଂ ନମ୍ବର ପ୍ଲେଟ ଠିକ ଥିଲେ ଗାଡିଗୁଡିକ ରାସ୍ତାରେ ଚାଲିବା ନିୟମ ରହିଛି । ଏହି ନିୟମ ଭିତରେ ଗାଡିଗୁଡିକ ଚାଲୁଛିକି ନାହିଁ ତାର ତଦାରଖ କରିବାର ଦାଇତ୍ୱ ପରିବହନ ବିଭାଗର ରହିଛି । କାରଣ ଗାଡିଗୁଡିକ ଏହି ସବୁ ନିୟମ ଭିତରେ ରହି ରାସ୍ତାରେ ଚାଲୁଥିବା ସମୟରେ କୌଣସି ଦୁର୍ଘଟଣା ଘଟିଲେ ଉଭୟ ଗାଡି ମାଲିକ ଓ କ୍ଷତିଗ୍ରସ୍ତ ବ୍ୟକ୍ତି ଇନସୁରାନ୍ସ କମ୍ପାନୀ […]

Read More Text.