ଗଛମୂଳରେ ଆଶ୍ରୟ ନେଇଥିଲେ: ବଜ୍ରପାତରେ ଯୁବକ ମୃତ, ୩ ଜଣ ଗୁରୁତର
ବାଙ୍ଗିରିପୋଷି : ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ରବିବାର ବଜ୍ରପାତ ଘଟିଛି। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଅଛନ୍ତି। ମୃତକ ହେଲେ ଭୀମ ଚରଣ ମାରାଣ୍ଡି (୨୫)। ନିଶ୍ଚିନ୍ତା ପଞ୍ଚାୟତ ଗୋହିରାପାଳ ଗ୍ରାମର ଭୀମ ଚରଣ ମାରାଣ୍ଡି ଓ ଭୋଳାଗଡ଼ିଆ ଗ୍ରାମର ଜଗନ୍ନାଥ ମାରାଣ୍ଡି (୪୦) ଆଜି ଦିନ ଗୋଟାଏ ସମୟରେ ଗୋରୁ ଆଣିବା ପାଇଁ ଗୋହିରାପାଳ ଜାହିରାକୁ ଯାଇ ଥିଲେ। ଏହି ସମୟରେ କଳାହାଣ୍ଡିଆ ମେଘ ସହ […]
Read More Text.