ଭକ୍ତି ଓ ଉତ୍ସାହରେ ପ୍ରକମ୍ପିତ ବଡ଼ଦାଣ୍ଡ: ବାରିପଦାରେ ଜନ୍ମବେଦୀରେ ପହଞ୍ଚିଲେ ଚତୁର୍ଦ୍ଧାମୂର୍ତ୍ତି
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାରେ ଉତ୍ସାହ, ଉଦ୍ଦୀପନା ଓ ଭକ୍ତିମୟ ପରିବେଶ ମଧ୍ୟରେ ଶେଷ ହୋଇଛି ଦୁଇଦିନିଆ ରଥଟଣା। ଅନୁକୂଳ ପାଗ ମଧ୍ୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ‘ହରିବୋଲ’ ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିବା ବେଳେ ତିନି ରଥ ମାଉସୀ ମା’ ମନ୍ଦିର (ଜନ୍ମବେଦୀ) ନିକଟରେ ପହଞ୍ଚିଛି। ଗତକାଲି ପ୍ରବଳ ବର୍ଷା ସତ୍ତ୍ୱେ ବଡ଼ଠାକୁର ବଳଭଦ୍ରଙ୍କ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିବା ବେଳେ ମା’ ସୁଭଦ୍ରାଙ୍କ ରଥ ଟାଉନ ଥାନା […]
Read More Text.