ବିଦ୍ୟୁତ୍ଖୁଣ୍ଟ ତାର ଲାଗି ଜଳିଗଲେ ଛାତ୍ର: ବାଲିପାଟଣା ଛକରେ ମୃତଦେହ ରଖି ରାସ୍ତାରୋକ
ବାଲିପାଟଣା: ଏକ ଚାକୁଣ୍ଡା ଗଛରେ ବନ୍ଧା ଯାଇଥିବା ବିଦ୍ୟୁତ୍ ଖୁଣ୍ଟର ଷ୍ଟେ’ ତାର ଆଜି ଜଣେ ଛାତ୍ରଙ୍କ ଜୀବନ ନେଇଛି। ମୃତ ନାବାଳକ ହେଲେ ବାଲିପାଟଣା ଥାନା କୁଳନ୍ତିରା ଶାସନର ଅକ୍ଷୟ ଭୋଇଙ୍କ ପୁଅ ଚନ୍ଦନ(୧୦)। ଚନ୍ଦନଙ୍କ ମୃତ୍ୟୁ ପାଇଁ ଗ୍ରାମବାସୀ ବିଦ୍ୟୁତ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହିତ ଆଜି ସନ୍ଧ୍ୟାରେ ଚନ୍ଦନଙ୍କ ମୃତଦେହ ରଖି ସରଦେଇପୁର-ନିମାପଡ଼ା ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ବାଲିପାଟଣାରୁ ନିମାପଡ଼ା ଓ ଭୁବନେଶ୍ବର ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ମିଳିଥିବା ସୂଚନା […]
Read More Text.