ଟ୍ରକ ଏବଂ ବୋଲେରୋ ଧକ୍କା ; ବୋଲେରୋ ଡ଼୍ରାଇଭର ମୃତ
ବାରିପଦା : ମୟୂରଭଂଜ ଜିଲ୍ଲାର ୨୨୦ ନମ୍ବର ଜାତୀୟ ରାଜପଥ ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ଠାରେ ମଙ୍ଗଳବାର ରାତି ୧୦ ଟା ପାଖାପାଖି ସମୟରେ ଏକ ବୋଲେରୋ ଗାଡ଼ିକୁ ତିରିଂ ଆଡୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇ ଦୃତ ଗତିରେ ପଳାଇ ଯାଉଥିଲା । ଘଟଣାସ୍ଥଳର ଟ୍ରକ ଧକ୍କାରେ ବୋଲେରୋ ଡ଼୍ରାଇଭର ମୃତ୍ୟୁ ହୋଇଥିଲା ।ଅପରପକ୍ଷରେ ଟ୍ରକଟି ଦୃତଗତିରେ ଖସି ପଳାଉଥିବା ସମୟରେ ସ୍ଥାନୀୟ ଲୋକ ଓ ପୋଲିସ ପିଛା କରି ବହଳଦା […]
Read More Text.