ଯାମଦା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ !
ଵ୍ଳକ ଫାଟକରେ ତାଲା ଠୁଙ୍କିଲେ ଅସନ୍ତୋଷ ଜନପ୍ରତିନିଧି ବାରିପଦା: ମୟୂରଭଂଜ ଜିଲ୍ଲାର ପଛୁଆ ଆଦିବାସୀ ଅଧ୍ୟୁଷିତ ଯାମଦା ଵ୍ଳକରେ ବିଡ଼ିଓ ଦେବାଶିଷ ପଣ୍ଡା ସରକାରଙ୍କ ଗାଇଡ ଲାଇନ କୁ ଉଲଙ୍ଘନ କରି ଜନପ୍ରତିନିଧି ଙ୍କୁ ଅଣଦେଖା କରିବା ନେଇ ଜନ ପ୍ରତିନିଧିମାନେ ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ ଙ୍କ ନେତୃତ୍ବରେ ଆଜି ସୋମବାର ଦିନ ଯାମଦା ବ୍ଲକ ଫାଟକରେ ତାଲା ଠୁଙ୍କିବା ସହ ଧାରଣାରେ ଵସିଛନ୍ତି ।ସୂଚନାଯୋଗ୍ୟ ଯାମଦା ବ୍ଳକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆସିଛି ।ସରକାରଙ୍କ ଗାଇଡ […]
Read More Text.