Image 2026 07 16T164931.760

ରଥଯାତ୍ରାରେ ଶ୍ୱାସରୁଦ୍ଧ ହୋଇ ୨ ଭକ୍ତଙ୍କ ମୃତ୍ୟୁ

ପୁରୀ :  ଏକ ଦୁର୍ଭାଗ୍ୟଜନକ ଘଟଣାରେ, ଆଜି ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ୱାସରୁଦ୍ଧ ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅସୁସ୍ଥ ହୋଇପଡ଼ିଛନ୍ତି ।  ରିପୋର୍ଟ ଅନୁଯାୟୀ, ଆଜି ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀଙ୍କ ରଥ ମହୋତ୍ସବ ଦେଖିବା ପାଇଁ ପୁରୀର ଗ୍ରାଣ୍ଡ ରୋଡରେ ଲକ୍ଷ ଲକ୍ଷ ଭକ୍ତ ଏକାଠି ହୋଇଛନ୍ତି । ପ୍ରବଳ ଭିଡ ମଧ୍ୟରେ ମଧ୍ୟରୁ ଅନେକ ଶ୍ୱାସରୁଦ୍ଧ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ […]

Read More Text.
Screenshot 2026 07 16

୪ ବର୍ଷର ପୁଅକୁ କଟୁରୀରେ ହାଣି ହତ୍ୟା କଲା ବାପା

ଉଦଳା:ମୟୂରଭଞ୍ଜ ଜିଲ୍ଲାରେ ହୃଦୟବିଦାରକ ଘଟଣା ଘଟିଛି । ୪ ବର୍ଷର ଜନ୍ମ କଲା ପୁଅକୁ କଟୁରୀରେ ହାଣି ହତ୍ୟା କଲେ ବାପା। ଏହି ଅଭାବନୀୟ ଘଟଣା ଶରତ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁରେ ଘଟିଛି । ମୃତ ନାବାଳକଙ୍କ ନାମ ଦୁମ୍ବି ସିଂ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ବାପା ସୋହନ ସିଂ କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ କଟୁରୀରେ ପୁଅକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ହୋଇଥିଲା । ଏତିକିରେ […]

Read More Text.
IMG 20260715 WA0183

ନୂତନ ପୋଲିସ ଜିଲ୍ଳାରେ ଟ୍ରାଫିକ ୟୁନିଟର ଶୁଭାରମ୍ଭ

ବାରିପଦା: ଆଜି ରାଇରଙ୍ଗପୁର ନୂତନ ପୋଲିସ ଜିଲ୍ଲା ରେ ଟ୍ରାଫିକ ୟୁନିଟର କାର୍ଯ୍ୟକ୍ଷମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଏକ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀ ନବ ଚରଣ ମାଝୀ ଓ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ଜଲେନ ନାଏକ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର, […]

Read More Text.
HNRmExCbkAEBal4

ଆରମ୍ଭ ହେଲା ଶ୍ରୀମନ୍ଦିର ନିମନ୍ତେ ଡିଜିଟାଲ୍‌ ହୁଣ୍ଡି ‘ସମର୍ପଣ ଆପ୍‌’

ଭୁବନେଶ୍ୱର/ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱବ୍ୟାପୀ ଭକ୍ତଙ୍କ ଆଧ୍ୟାତ୍ମିକ ଆସ୍ଥାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଡିଜିଟାଲ ଦାନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଆଜି (ବୁଧବାର) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ‘ସମର୍ପଣ’ର ଶୁଭାରମ୍ଭ କରିଛନ୍ତି । ଏହି ଐତିହାସିକ ପଦକ୍ଷେପଟି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ଥିବା ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ […]

Read More Text.
Cas

ସିଏମଓରୁ ଫାଇଲ୍ ଗାଏବ ଘଟଣା: ଦୁଇ ଆଇଏଏସ୍‌ ଅଧିକାରୀଙ୍କୁ କମିଶନରେଟ୍ ପୋଲିସର ସମନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଦୁଇଟି କମିଶନ ତଦନ୍ତ ସମ୍ବନ୍ଧୀୟ ଫାଇଲ୍ ନିଖୋଜ ଘଟଣାର ତଦନ୍ତକୁ ନେଇ କମିଶନରେଟ୍ ପୋଲିସ ତତ୍ପରତା ବଢ଼ାଇଛି। ଏହି ଘଟଣାରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ପୋଲିସ ସମନ୍ ଜାରି କରିଛି।ପୋଲିସ ପକ୍ଷରୁ ଜାରି ସମନ୍‌ରେ ଉଭୟ ଅଧିକାରୀଙ୍କୁ ତଦନ୍ତକାରୀ ଅଧିକାରୀ (IO)ଙ୍କ ସମ୍ମୁଖରେ ତିନି ଦିନ ମଧ୍ୟରେ ହାଜର ହେବାକୁ କୁହାଯାଇଛି। ସିଏମଓରୁ ଫାଇଲ୍ ନ ମିଳିବା ଘଟଣାର ପ୍ରକୃତ […]

Read More Text.
Haridaspur Paradip

ପାରାଦୀପ – ହରିଦାସପୁର ଦୋହରିକରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୁଧବାର ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛି । କେନ୍ଦ୍ର କ୍ୟାବିନେଟରେ ପାରାଦୀପ – ହରିଦାସପୁରର ଦୋହରିକରଣକୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହାସହିତ ରାଜଖରସ୍ୱାନ ଓ ଡାଙ୍ଗୋପୋସିର ଚତୁର୍ଥ ଲେନ୍ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି । ଦୁଇ ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୩,୯୦୭ କୋଟି ଟଙ୍କା । ଓଡ଼ିଶା ଏବଂ ଝାଡ଼ଖଣ୍ଡ ରାଜ୍ୟର ୪ଟି ଜିଲ୍ଲାକୁ କଭର କରୁଥିବା ଦୁଇ ପ୍ରକଳ୍ପ ଭାରତୀୟ ରେଳବାଇର ନେଟୱାର୍କକୁ ପ୍ରାୟ ୧୪୫ […]

Read More Text.
Screenshot 2026 07 14

ଆଉ ଚଳିବନି ମନମାନି, ସରକାରୀ ଡାକ୍ତର ଲେଖିବେ ଜେନେରିକ୍‌ ଔଷଧ

ଭଦ୍ରକ: ରୋଗୀଙ୍କୁ ଶସ୍ତାରେ ଔଷଧ ଉପଲବ୍ଧ କରିବା ଲକ୍ଷ୍ୟରେ ସରକାର ଜେନେରିକ୍ ଔଷଧ ସେବନ ବିଷୟରେ କୁହନ୍ତି। ସରକାରୀ ଡାକ୍ତରଙ୍କୁ ମଧ୍ୟ ଜେନେରିକ ଔଷଧ ଲେଖିବାକୁ ପରାମର୍ଶ ଦିଆଯାଏ। ଏହାପରେ ବି ସରକାରୀ ଡାକ୍ତରଖାନାରେ ନାମିଦାମି ମେଡିସିନ ଲେଖାଯାଉଛି। ରୋଗୀ ଅଯଥାରେ ସେହି ମେଡିସିନ ବାହାରୁ କିଣି ଖର୍ଚ୍ଚାନ୍ତ ହେଉଛି। ଏଭଳି କିଛି ଅଭିଯୋଗ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଥିଲା। ଏଣୁ ସରକାରୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଶସ୍ତା ଓ ସୁଲଭ ଔଷଧ ଯୋଗାଇବା […]

Read More Text.
Jobra v

କଟକ ଯୋବ୍ରା ବ୍ୟାରେଜରେ ଅଘଟଣ, ମାଛ ଧରୁ ଧରୁ ଖସି ପଡ଼ିଲେ ଯୁବକ

କଟକ : ମାଛ ଧରୁ ଧରୁ ଖସି ପଡ଼ିଲେ । କଟକ ଯୋବ୍ରା ବ୍ୟାରେଜରେ ଅଘଟଣ । ମହାନଦୀକୁ ଖସି ପଡ଼ିଲେ ଯୁବକ । ବ୍ୟାରେଜ ଉପରେ ଛିଡ଼ା ହୋଇ ନଦୀକୁ ଜାଲ ପକାଇ ମାଛ ଧରୁଥିବା ବେଳେ ଖସି ଗଲା ଗୋଡ଼ । ତୁରନ୍ତ ଖବର ପାଇ ପହଞ୍ଚିଲା ଅଗ୍ନିଶମ ବାହିନୀ । ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର କର୍ମଚାରୀ କଲେ ଉଦ୍ଧାର । ଉଦ୍ଧାର ଯୁବକ ନାଗରାଜ ରାଓ। ବୟସ ୧୯ ବର୍ଷ । ଆଜି ଭୋର୍ […]

Read More Text.
Cyclone Warning for Saurashtra Kutch Coasts 750x430

ପୁରୀକୁ ରେଡ୍ ଆଲର୍ଟ: ୨୪ ଘଣ୍ଟାରେ ୧୭୧ ମିମି ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା

ପୁରୀ: ରାତି ପାହିଲେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ଏହି ରଥଯାତ୍ରା ଦେଖିବାକୁ ଦୁର ଦୁରାନ୍ତର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସି ପହଞ୍ଚିଛନ୍ତି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ପୁରୀ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପୁରୀ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହେଉଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ଗତ ୨୪ ଘଣ୍ଟା […]

Read More Text.
Download

ବ୍ରହ୍ମପୁରରେ କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ, କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ

ବ୍ରହ୍ମପୁର: କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ । ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗର ଲେନ୍-୫ରେ ଯୁବତୀଙ୍କ ଆତ୍ମାହୁତି । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର ବେଳେ ଯୁବତୀଙ୍କ ମୃତ୍ୟୁ । ତେବେ ଯୁବତୀ ଜଣକ କାହିଁକି ନିଜକୁ ଜାଳିଲେ ତା’ର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ, ନିଆଁ ଲାଗିବା କାରଣରୁ ଯୁବତୀ ଜଣକ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ସଙ୍କଟାପନ୍ନ […]

Read More Text.