ବରିଷ୍ଠ ନାଗରିକ ସଂଘରେ ଯୋଗ ଶିବିର
ଆଗରପଡ଼ା :ଆଗରପଡା ବରିଷ୍ଠ ନାଗରିକ ସଂଘରେ ଯୋଗ ଶିବିର କୁଆଁସମଢ଼ିଆ ସ୍ଥିତ ସଂଘ ଗୃହରେ ଉଦ୍ଘାଟିତ ହୋଇଯାଇଛି । ସଂଘ ସଭାପତି କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଥାନା ଅଧିକାରୀ ଦେବରାଜ୍ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ସହିତ ଶିବିର ଉଦ୍ଘାଟନ କରିବା ସହିତ ବକ୍ତବ୍ୟରେ ବରିଷ୍ଠ ନାଗରିକଙ୍କୁ ପ୍ରତ୍ୟହ ଯୋଗ ପ୍ରାଣାୟମ କରିବା ଦ୍ୱାରା ବୟସର ଅପରାହ୍ନରେ ଶରୀରକୁ ସୁସ୍ଥ ରଖିବାରେ ପ୍ରମୁଖ ଉପାୟ ବୋଲି ସେ କହିଥିଲେ । ଏଥିସହିତ […]
Read More Text.