କଲରାପତରିଆ ବାଘ ଛାଲ ଜବତ, ୪ ଗିରଫ
ରାୟଗଡା : ୨ବାଘ ଛାଲ ଜବତ, ୪ଗିରଫ । କେନ୍ଦ୍ର ସରକାରଙ୍କ ରାଜସ୍ବ ଗୁଇନ୍ଦା ବିଭାଗ ପକ୍ଷରୁ ମୁମ୍ବାଇର ଏକ ଟିମ ରାୟଗଡା ଜିଲ୍ଲାର କୋଲନରା ନିକଟରେ ଏକ ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରିଛି । ଦେଶ ବାହାରକୁ ଚୋରାଚାଲାଣ ହେବାକୁ ଥିବା ୨ ଚିତାବାଘ ଚମଡା ସହିତ ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡର ଦୁଇଜଣ ଓ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଦୁଇଜଣ ଚୋରାଚାଲାଣ କାରୀଙ୍କୁ ଗିରଫ କରିଛି । ଗିରଫ ପରେ ରାୟଗଡା ବନଖଣ୍ଡ […]
Read More Text.