344

ଭାଙ୍ଗିଗଲା କେନାଲ: ଚାଷୀ ହତାଶ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣୀପଙ୍ଗା ପଞ୍ଚାୟତ ହାତୀମୁଣ୍ଡ ଗାଁର ପାଣି ପଞ୍ଚାୟତ-୧ ନମ୍ବର ମୁଖ୍ୟ କେନାଲ ଆରଡ଼ି-୪୩୦୦ ଅଣ୍ଡର ଟନେଲରେ ଥିବା ଛାତ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ଯାଇଥିବା ହେତୁ ପାଣି ଯାଉଥିବା ମୁଖ୍ୟ କେନାଲ ଚାଷ ଜମିକୁ ଜଳ ସେଚିତ ହେଇ ପାରୁନାହିଁ। ଯାହା ଫଳରେ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ହାତୀମୁଣ୍ଡା ଏମଆଇରେ ତିନୋଟି ପାଣି ପଞ୍ଚାୟତ ରହିଥିବା ବେଳେ ୧୬ ହେକ୍ଟର ଜମି ରହିଅଛି। ଯେଉଁଟି କି କଲ୍ୟାଣସିଂହପୁର […]

Read More Text.
Law minister

ଦଶହରା ପୂର୍ବରୁ ସମସ୍ତ ସହରାଞ୍ଚଳ ରାସ୍ତା ମରାମତି ହେବ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଦୁର୍ଗାପୂଜା ପୂର୍ବରୁ ରାଜ୍ୟର ସମସ୍ତ ସହରର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ହେବ । ଏ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖ ପୂର୍ବରୁ ଟ୍ୱିନ୍‌ସିଟି ସମେତ ସବୁ ସହରାଞ୍ଚଳ ରାସ୍ତା ମରାମତି ଶେଷ ହେବ । ଏହାସହ ଆସନ୍ତା ୬ରେ EICଙ୍କ ଅଫିସ୍‌ରେ ବସିବ ସମନ୍ୱୟ ବୈଠକ । ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ, ବିଧାୟକ, ମେୟର ଉପସ୍ଥିତ […]

Read More Text.
Puri vv c

ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ: ନାଟମଣ୍ଡପରେ ଧାଡି ଦର୍ଶନ ଓ ୧୪ ସବ୍‌କମିଟି ଗଠନକୁ ଅନୁମୋଦନ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ପରିଚାଳନା କମିଟି ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ନେଇ ୧୪ ସବ୍‌କମିଟି ଗଠନ ହୋଇଛି । ୧୪ ସବ୍‌କମିଟି ମଧ୍ୟରୁ ୪ଟି ଷ୍ଟାଚ୍ୟୁଟାରୀ ସବ୍‌କମିଟି । ଷ୍ଟାଚ୍ୟୁଟାରୀ ସବ୍‌କମିଟି -ଅର୍ଥ, ନୀତି, ରତ୍ନଭଣ୍ଡାର, ଅପିଲ୍‌ କମିଟି ଗଠନ କରାଯାଇଛି । ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ନେଇ ସବ୍‌କମିଟି ଗଠନ […]

Read More Text.
Puri 5

କାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି : ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି । ଏଥିପାଇଁ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପାଞ୍ଚ ଘଣ୍ଟା ପାଇଁ ମନ୍ଦିର ବନ୍ଦ ରହିବ । ସେହିପରି ଗତକାଲି ଗଜପତି ମହାରାଜଙ୍କର ୬୯ ଅଙ୍କ ଆରମ୍ଭ ହେବ । ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ […]

Read More Text.
Mao v

ଆତ୍ମସମର୍ପଣ କଲେ ୨୦ ହାର୍ଡକୋର ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ଼ ସଫଳତା । ୨୦ ଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୯ ଜଣ ମହିଳା ମାଓବାଦୀ ରହିଛନ୍ତି । ମାଓବାଦୀଙ୍କ ନାଁରେ ଥିଲା ୩୩ ଲକ୍ଷ ଟଙ୍କା ପୁରସ୍କାର । ଏମାନଙ୍କ ମଧ୍ୟରୁ ଅନେକ ମାଓବାଦୀ ବଡ଼ ବଡ ହିଂସା କାଣ୍ଡରେ ସାମିଲ ଥିଲେ । ଦୁଇ ଜଣ ମାଓ ନେତାଙ୍କ ମୁଣ୍ଡ […]

Read More Text.
Suraj 3

ରାଜ୍ୟରେ ଆଉ କେହି କରିବେନି ଆତ୍ମହତ୍ୟା, ଆସନ୍ତା ୧୦ରୁ ‘ଜୀବନ ଜିନ୍ଦାବାଦ’କାର୍ଯ୍ୟକ୍ର ଆରମ୍ଭ କରିବେ ସରକାର

ଭୁବନେଶ୍ୱର : ଜୀବନ ହାରିବା ରୋକିବାକୁ ସରକାରଙ୍କ ଉଦ୍ୟମ । ଜୀବନ ଜିନ୍ଦାବାଦ ନାମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗ, ଗୃହ ବିଭାଗ,ମହିଳା ଓ ଶିଶୁ ବିକାଶ ବିଭାଗକୁ ସାମିଲ କରାଯିବ। ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଏହି ସଚେତନତା କାର୍ଯକ୍ରମ କରାଯିବ । ଏନେଇ ଆଜି ଲୋକସେବା ଭବନରେ ବଡ ବୈଠକ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ […]

Read More Text.
Murder case

ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ !

ବାଙ୍ଗିରିପୋଷି: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା ଅଭିଯୋଗ । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚାଉଳଘୋରୀ ଗାଁରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ହେଲେ ୨୭ବର୍ଷୀୟା ମୀନା ସିଂ । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ଘଟଣା ଅନୁସାରେ ପରିବାରିକ କଳହ ପାଇଁ ଗତକାଲି ବିଳମ୍ୱିତ ରାତିରେ ପଥରରେ ସ୍ବାମୀ ଛେଚି ହତ୍ୟା କରିଥିବା […]

Read More Text.
Film v

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଅକ୍ଟୋବର ୪ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ ଆହ୍ବାନ

ଭୁବନେଶ୍ୱର : ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୪ ଅକ୍ଟୋବର, ୨୦୨୫ (୦୪.୧୦.୨୦୨୫) ରିଖ ସୁଦ୍ଧା ଏଣ୍ଟ୍ରି ଫର୍ମ ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ୍ କପି (ପେନ୍‌ ଡ୍ରାଇଭ)କୁ ରେଜିଷ୍ଟର୍ଡ଼ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବେ । ୩୫ତମ […]

Read More Text.
Youtube v

ଜଳପ୍ରପାତରୁ ମିଳିଲା ୟୁଟ୍ୟୁବରଙ୍କ ମୁଣ୍ଡ ବିହୀନ ମୃତଦେହ

ଲମତାପୁଟ: ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବରଙ୍କ ମିଳିଲା ମୃତଦେହ । ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ୩ କି.ମି. ଦୂରରେ ମିଳିଲା ମୁଣ୍ଡ ବିହୀନ ମୃତଦେହ ।  ଗତ ୨୩ ତାରିଖରେ ସାଙ୍ଗ ସହ ଜଳପ୍ରପାତରେ ଭିଡିଓ ସୁଟିଂ କରୁଥିବା ସମୟରେ ଅଚାନକ ପାଣି ମାଡି ଆସିଥିଲା । ଆଉ ସେହି ପାଣିର ପ୍ରଖର ସ୍ରୋତରେ ଯୁବକ ଜଣକ ଭାସି ଯାଇଥିଲେ । କୁହାଯାଉଛି ଯେହେତୁ ସେ ଦୀର୍ଘ ୧୦ ଦିନ ଧରି ପାଣି ଭିତରେ ଥିଲେ ତେଣୁ ତାଙ୍କ […]

Read More Text.
Img 20250831 wa0239

କୋଟି କୋଟି ଟଙ୍କା ହେରଫେର ଅଭିଯୋଗରେ ଯାମଦା ତହସିଲଦାର ମଧୁସ୍ମିତା ସିଂ ଅର୍ଥନୈତିକ ଅପରାଧିକ ଶାଖା ତରଫରୁ ଗିରଫ

ବାରିପଦା: ଦୁର୍ନିତି ଗ୍ରସ୍ତ ସରକାରୀ କର୍ମଚାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ମୋହନ ସରକାର ।ମହା ଦୁର୍ନିତି ରେ ସଂପୃକ୍ତି ନେଇ ଅର୍ଥନୈତିକ ଅପରାଧା ଶାଖା ତରଫରୁ ମୟୂରଭଂଜ ଜିଲ୍ଲାର ଜାମଦା ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କରିଛି ।ସୂଚନାଯୋଗ୍ୟ ଯାମଦା ତହସିଲଦାର ମଧୁସ୍ମିତା ସିଂ ଏହାପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ବିଜ୍ଞାପିତ ପରିଷଦରେ ନିର୍ବାହୀ ଭାବରେ ମଧୁସ୍ମିତା ସିଂ ଦାୟିତ୍ଵରେ ଥିବା ସମୟରେ ଅର୍ଥନୈତିକ ହେରଫେର କରି କୋଟି କୋଟି ଟଙ୍କାର ହେରଫେର କରିଥିବା ଅର୍ଥନୈତିକ […]

Read More Text.