ନାରୀ ନ୍ୟାୟ ବାହିନୀ ଆପ୍ ଉନ୍ମୋଚିତ
ଭୁବନେଶ୍ଵର: ନାରୀ ନ୍ୟାୟ ବାହିନୀ ସଂଗଠନ ତରଫରୁ ଉନ୍ମୋଚନ ହୋଇଛି ନାରୀ ନ୍ୟାୟ ବାହିନୀ ଆପ୍। ପିସିସି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଆପ୍କୁ ଉନ୍ମୋଚନ କରିଛନ୍ତି। ନାରୀମାନଙ୍କର ଉପରେ ହେଉଥିବା ଅନ୍ୟାୟ ବିରୋଧରେ ଏହି ବାହିନୀ ଲଢେଇ କରିବ ବୋଲି କହିଛନ୍ତି ପିସିସି ସଭାପତି। ଆପ୍ ମାଧ୍ୟମରେ ନିର୍ଯାତନାର ଶିକାର ହେଉଥିବା ନାରୀ ସିଧାସଳଖ ସଂଗଠନ ସହ ଯୋଡି ହୋଇପାରିବେ। ଗାଁରେ ନିଜ ଅଧିକାର ବିଷୟରେ ଜାଣିନଥିବା ମହିଳାଙ୍କୁ […]
Read More Text.