ବାସିଙ୍ଗି ବଜାର ଛକରେ ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ଵହଳଦା ବ୍ଳକ ଅନ୍ତର୍ଗତ ବାସିଙ୍ଗୀ ପଞ୍ଚାୟତର ଵାସିଙ୍ଗୀ ଗ୍ରାମର ଵାସିଙ୍ଗୀ ଛକରେ ବହୁ ଦୋକାନ,ବାଣିଜ୍ୟ ପ୍ରତିଷ୍ଠାନ,ସ୍କୁଲ,ପଞ୍ଚାୟତ ଅଫିସ୍,ଆରଆଇ ଅଫିସ,ପେଟ୍ରୋଲ ପମ୍ପ,ଦେବାଳୟ,ବ୍ୟାଙ୍କ,ଲ୍ଯାମ୍ପ ଅବସ୍ଥିତ ।ଏଠାରେ ମଧ୍ୟ ଅପରାହ୍ନରେ ଦୈନିକ ସାନ୍ଧ୍ଯକଳୀନ ହାଟ ବସେ । ଏହି ବଜାର ଉପରେ ଆଖପାଖ ୪/୫ ଟି ପଞ୍ଚାୟତ ଲୋକେ ଦୈନିକ ହାଟ ବଜାର କରନ୍ତି । ପ୍ରାୟ କମ ଦାମରେ ସବୁଜ ପରିବା ମିଳୁଥିବାରୁ ପାଖ ସହରରୁ ଲୋକେ ମଧ୍ୟ ଯାଇ ହାଟ କରନ୍ତି । ଵାସିଙ୍ଗୀ […]
Read More Text.