ଥାନା ଆଗରେ ଜୀବନ ହାରିବାକୁ ଉଦ୍ୟମ କଲେ ଯୁବକ
ବାଙ୍କୀ : ଥାନା ସାମ୍ନାରେ ଜୀବନ ହାରିବାକୁ ଉଦ୍ୟମ। ବାଙ୍କୀ ଥାନା ସାମ୍ନାରେ ବିଷ ପିଇ ଜୀବନ ହାରିବାକୁ ଯୁବକଙ୍କ ଉଦ୍ୟମ। କୁସୁନ୍ଦା ଗାଁରେ ଜମିଜମାକୁ ନେଇ ଗଣ୍ଡଗୋଳରେ କୁନି ଭୋଇ ନାମକ ମହିଳାଙ୍କୁ ମାଡ ମାରି ଗୋଡ ଭାଙ୍ଗି ଦେଇଥିଲେ। ଏନେଇ ଗତ ୨୯ ତାରିଖରେ ପ୍ରଥମେ ଆହତ ମହିଳା ତାଳବସ୍ତ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୋଲିସ ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ପୁଣି ଗତ ୩୦ ତାରିଖରେ ବାଙ୍କୀ ଥାନାରେ ଏତଲା ଦାୟର କରିଥିଲେ। […]
Read More Text.