Img 20250924 wa0168

ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ସକାଳେ ଅନୁଷ୍ଠିତ ମୟୂରଭଞ୍ଜ ଜିଲ୍ଲାର ୨୦ ଗୋଟି ମହାବିଦ୍ୟାଳୟ ସମେତ ବିଶ୍ୱବିଦ୍ୟାଳୟର ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ସେବା ଯୋଜନାର ସ୍ବେଚ୍ଛାସେବୀ, କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କ ବିରାଟ ଶୋଭାଯାତ୍ରାକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଏବଂ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିରାଟ ଶୋଭାଯାତ୍ରାରେ ସ୍ବେଚ୍ଛାସେବୀମାନେ ସେବା […]

Read More Text.
Img 20250924 wa0162

ଦକ୍ଷିଣ-ପୁର୍ବ ରେଳ ମଣ୍ଡଳୀ ଅଧିକାରୀ ଙ୍କ ଟାଟାନଗର ବାଦାମ ପାହାଡ଼ ରେଳ ରୂଟ ନିରୀକ୍ଷଣ

ବାରିପଦା : ଦକ୍ଷିଣ ପୁର୍ବ ରେଲଓ୍ବେ କ୍ଷେତ୍ର ମୁଖ୍ୟ ସୁରକ୍ଷା ଅଧିକାରୀ କୋଲକାତା  ଶ୍ରୀ ସନ୍ଦୀପ କୁମାର  ସିଂହ ଓ ଅତିରିକ୍ତ ଚକ୍ରଧରପୁର ରେଳ-ମଣ୍ଡଳ ଅଧିକାରୀ ଦ୍ୱାରା ଟାଟା ବାଦାମପାହାଡ଼ ରେଳ ରୂଟ ଷ୍ଟେସନ ଗୁଡ଼ିକର ରେଳ ସୁରକ୍ଷା ୟାନ୍ତ୍ରିକ ସାରଞ୍ଜାମର ସୁବ୍ୟବସ୍ଥା ଦିଗରେ ବିଭିନ୍ନ ଷ୍ଟେସନ ଗୁଡିକ ନିରୀକ୍ଷଣ ଯାଞ୍ଚ କରିଥିଲେ। ଏହି ସମୟରେ ବହଳଦା ରୋଡ଼ ଷ୍ଟେସନରେ ଶ୍ରୀ ସନ୍ଦୀପ କୁମାର ସିଂହ, ମୁଖ୍ୟ ସୁରକ୍ଷା ଅଧିକାରୀ ତଥା ଶ୍ରୀ ଅମିତ କୁମାର,ଏ ଡି ଆର […]

Read More Text.
Img 20250924 wa0160

ମଶାରି ମାଛ ଜାଲରୁ ୧୨ ଫୁଟିଆ ଵିଶାଳକାୟ ଅଜଗର ଉଦ୍ଧାର

ବାରିପଦା: ଗତ କିଛି ଦିନ ଲଗାଣ ବର୍ଷା ଲାଗି ରହିଛି ।ବିଲ,ବାଡି,ଖାଲ,ମଞ୍ଜୁରୀ,ନଦୀ ,ନାଳ ପାଣି ଭରପୁର ।ମାଛ ମଧ୍ୟ ବିଲରୁ ବାହାରି ଯାଉଛନ୍ତି ।ମାଛ ଧରିବା ପାଇଁ ଗାଁ ଗଣ୍ଡାରେ ଲୋକେ ମେଲେରିଆ ମଶା କୁ ଜାଲ କରି ଗାଁ ଲୋକେ ବିଲରେ ବସାଇ ମାଛ ଧରୁଛନ୍ତି ।ଖଇଁଚି,ଖୋଲ,ଅନ୍ଧୁଲି ଦାମ ବହୁତ ଏଵଂ‌ ତାହା ଵର୍ଷେ ଦୁଇ ବର୍ଷରେ ନଷ୍ଟ ହୋଇଯାଉଛି ।କିନ୍ତୁ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ତରଫରୁ ମେଲେରିଆ ନିରାକରଣ ପାଇଁ ଯେଉଁ ଔଷଧୀୟ ମଶାରି ଦିଆଯାଉଛି […]

Read More Text.
Station c

ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ରାଉରକେଲା: ଟ୍ରେନ ଧକ୍କାରେ ଗଲା ଦୁଇ ଭାଇଙ୍କ ଜୀବନ । ରାଉରକେଲା ବାସନ୍ତୀ କଲୋନୀ ନିକଟରେ ଟ୍ରେନ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସ୍ଥାନୀୟ ହରିପୁର ବସ୍ତିର ବୋଲି ସୂଚନା ମିଳିଛି । ରେଳ ଲାଇନ ପାର ହେଲା ବେଳେ ଧକ୍କା ଦେଇଥିଲା ବୀରମିତ୍ରପୁର ପାସେଞ୍ଜର ଟ୍ରେନ। ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତଦେହ ରଖାଯାଇଛି । ଘଟଣାର ତଦନ୍ତ କରୁଛି ରାଉରକେଲା ଜିଆରପି । ସୂଚନା ଥାଉକି, ମଙ୍ଗଳବାର ରାତିରେ ଦୁଇ ଭାଇ ହାତ […]

Read More Text.
Assembly 1

ବିଧାନସଭାରେ ଶୀତଳ ଭଣ୍ଡାର ତାତି

ଭୁବନେଶ୍ୱର : ବିଧାନସଭାରେ ଶୀତଳ ଭଣ୍ଡାର ତାତି।  ଶୀତଳ ଭଣ୍ଡାର ନିର୍ମାଣକୁ ନେଇ ଦୁଇ ରାଜା ମୁହାମୁହିଁ।  ଯେଉଁ ସରକାର ସାର ଯୋଗାଇ ପାରିଲେନି, ଶୀତଳଭଣ୍ଡାର କେମିତି କରିବେ କହିଲେ ବୋଲି ପ୍ରଶ୍ନକାଳରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏହାର ଜବାବ ରଖି ରାଜା ସ୍ୱାଇଁଙ୍କ ଉପରେ ଦୋଷ ଲଦିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।  ସେ କହିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜେ କୃଷି ମନ୍ତ୍ରୀ ଥିବା ବେଳେ ତ ଶୀତଳ […]

Read More Text.
Images

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପୂଜା ପାଇଁ ଆଗୁଆ ମିଳିବ ଦରମା

ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳୁଥିବା ବେଳେ, ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ । ଦଶହରା ପରି […]

Read More Text.
1 33

ତେଲନଦୀରେ ଫସିଥିବା ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ନବରଙ୍ଗପୁର: ଛେଳି ଚରାଇବାକୁ ଯାଇଥିବା ସମୟରେ ତେଲନଦୀରେ ଫସିଲେ ଦୁଇ ବ୍ୟକ୍ତି । ଆଉ ଏ ଖବର ନିଆଁ ଭଳି ସାରା ଅଞ୍ଚଳରେ ବ୍ୟାପିଗଲା । ଯାହାପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବାବୁରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାକାରେ ଥିବା ତେଲନଦୀଠାରେ ହଠାତ୍ ପାଣି ବୃଦ୍ଧି ପାଇବା କାରଣରୁ ସେଠାରେ ଦୁଇଜଣ ବ୍ୟକ୍ତି ଏବଂ ୨୪ଟି ଛେଳି ଫସିଯାଇଥିଲେ । ଘଟଣାରେ […]

Read More Text.
Roadblock

ସାର ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଚାଷୀ; ବୁଝାସୁଝା ପରେ ହଟିଲା ରାସ୍ତାରୋକ

ହରଭଙ୍ଗା :ବୌଦ୍ଧ ଜିଲ୍ଲାରେ ସାର ପାଇଁ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଖୁଣ୍ଟବନ୍ଧଠାରେ ଚାଷୀମାନେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ ପୁଲିସ୍‌ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଚାଷୀ ଙ୍କ ଅଭିଯୋଗ ଅନୁଯାୟୀ ଚାଷୀ ମାନେ ସାର ପାଇଁ ସପ୍ତାହେ ପୂର୍ବରୁ ଆଧାର କାର୍ଡ ଦେଇଥିଲେ। ମାତ୍ର ଏହା ପରେ ବି ଚାଷୀଙ୍କୁ ସାର ମିଳୁନାହିଁ.। ସମ୍ପର୍କୀୟ ଲୋକଙ୍କୁ ସାର ଦେଉଥିବା ବେଳେ ପୂର୍ବରୁ ଆମେ କାର୍ଡ ଦେଇଥିଲେ ସୁଦ୍ଧା […]

Read More Text.
Recent photo 1754155432 1068x601

ଜାତୀୟ ଚଳଚିତ୍ର ଉତ୍ସବରେ ପୁଷ୍କରାକୁ ଶ୍ରେଷ୍ଠ ଓଡିଆ ଚଳଚିତ୍ର ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଜାତୀୟ ଚଳଚିତ୍ର ଉତ୍ସବରେ ପୁଷ୍କରାକୁ ଶ୍ରେଷ୍ଠ ଓଡିଆ ଚଳଚିତ୍ର ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଚଳଚ୍ଚିତ୍ର ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଓଡିଆ ଚଳଚ୍ଚିତ୍ର ଜଗତ ଏପରି ଉତ୍ତମ ଚଳଚ୍ଚିତ୍ର ନିର୍ମାଣ ନେଇ କାମନା କରିଛନ୍ତି। ୨୦୨୩ ବର୍ଷ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଓଡିଆ ପରମ୍ପରା ଉପରେ ଆଧାରିତ […]

Read More Text.
000 4

୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା: ଆଇନମନ୍ତ୍ରୀ

ଭୁବନେଶ୍ଵର: ୨୦ ଲକ୍ଷ ଟଙ୍କା ପାଇଁ ପୁଲିସ୍‌ କନଷ୍ଟେବଳ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି। ଆଜି ବିଧାନସଭାରେ ମୁଲତବୀ ଆଲୋଚନାବେଳେ ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଦୀପକ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀକୁ ମଧ୍ୟ ହତ୍ୟା କରିଥିଲା। ବୀମା ଅର୍ଥ ପାଇବାକୁ ହତ୍ୟା କରିଥିବା କହିଛନ୍ତି ଆଇନ୍ ମନ୍ତ୍ରୀ। ଆହୁରି ମଧ୍ୟ ସେ କହିଥିଲେ ବିଜେଡି ଶାସନରେ ଶାସକ ଦଳର ସରଣରେ ଅପରାଧିମାନେ ରହୁଥିଲେ। ମୁଖ୍ୟମନ୍ତ୍ରୀ କେବଳ ଆଇନ୍ ତା ବାଟରେ କହି ଖସି ଯାଉଥିଲେ। ହେଲେ […]

Read More Text.