ମୁଖାପିନ୍ଧି ଲୁଟିନେଲେ ଦେଢ଼ କୋଟି ଟଙ୍କାର ଜିନିଷ
ସୁନ୍ଦରଗଡ଼: ମୁଖାପିନ୍ଧି ଆସିଲେ, ଲୁଟିନେଲେ । ସୁନ୍ଦରଗଡ଼ ଜିଲ୍ଲାରେ ଏବେ ବିଦ୍ୟୁତ୍ କମ୍ପାନୀରୁ ଲୁଟ୍ କରୁଥିବା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି । ଗତକାଲି ରାତିରେ ଲହୁଣିପଡ଼ା ଥାନା ଦର୍ଜିଂ ଠାରେ ଏକ ବିଦ୍ୟୁତ୍ ନିର୍ମାଣ କମ୍ପାନୀର କ୍ୟାମ୍ପରେ ପ୍ରାୟ ଦେଢ଼ କୋଟି ଟଙ୍କାର କପର ଲୁଟିନେଇଛନ୍ତି ଲୁଟେରା । ଗତ ରାତିରେ ପ୍ରାୟ ୨୦ରୁ ୨୨ ଜଣ ଡକାୟତ ଆସି ବିଭିନ୍ନ ମାରଣାସ୍ତ୍ର ଦେଖାଇ ଗାର୍ଡ ଓ ଲେବରଙ୍କୁ ପିଟି ଘରେ ପୁରାଇ ବାନ୍ଧି ଦେଇଥିଲେ । ଟ୍ରାନ୍ସଫର […]
Read More Text.