Screenshot 2026 06 19

ଦଶହରା ପରେ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ପାଇବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଓ ନିର୍ଭୁଲ ବହି ପ୍ରଦାନ ନେଇ ବଡ଼ଧରଣର ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟପୁସ୍ତକଗୁଡ଼ିକରେ ଥିବା ତ୍ରୁଟିର ସମୀକ୍ଷା କରାଯାଇ ଏକ ସ୍ୱତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଏହା ପରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ପକ୍ଷରୁ […]

Read More Text.
Cyber crime

ପୋଲିସ ଡିଜିଙ୍କ ପରିଚୟ ଦେଇ ନିଟ୍ ଛାତ୍ରୀଙ୍କୁ ଠକେଇ ଉଦମ୍ୟ, ବ୍ଲୁ ଫିଲ୍ମ ଦେଖୁଛ କହି ମାଗିଲେ ଟଙ୍କା

ଭୁବନେଶ୍ୱର : ପୋଲିସ ଡିଜିଙ୍କ ନାଁରେ ଛାତ୍ରୀଙ୍କୁ ଠକେଇ ଉଦମ୍ୟ । ବ୍ଲୁ ଫିଲ୍ମ ଦେଖୁଛ କହି ମାଗିଲେ ଟଙ୍କା । ଟଙ୍କା ନଦେଲେ ଗିରଫ କରିବାକୁ ଧମକ । ଏପରିକି ଅପରାଧୀଙ୍କୁ ପୋଲିସ ମାଡ଼ ମାରୁଥିବା ଭିଡିଓ ପଠାଇ ଡରାଇବାକୁ ଉଦ୍ୟମ । ଭୟଭୀତ ହୋଇ ଶେଷରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ନିଟ୍ ଛାତ୍ରୀ । ଦୁଇ ଯୁବକଙ୍କ ଦେହରେ ଖାକି ପୋଷାକ । ଜଣଙ୍କ ମୁଣ୍ଡରେ ହେଲମେଟ୍। ଆଉ ଜଣଙ୍କ ମୁହଁରେ ମାସ୍କ । […]

Read More Text.
Screenshot 2026 07 25 123558 2026 07 25 12 36

ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀବିଗ୍ରହ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିବ ଦିବ୍ୟ ଦର୍ଶନ

ପୁରୀ : ଦାରୁବ୍ରହ୍ମ ଆଜି ମହଣ ମହଣ ସୁନାରେ ଛାଉଣି ହୋଇଛନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ତିଥି (ଶନିବାର) ବଡ଼ତଢ଼ାଉ ତଥା ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ। ଗୁଣ୍ଡିଚା ଲୀଳା ସାରି ବାହୁଡ଼ିବା ପରେ ମହାପ୍ରଭୁ ସିଂହଦ୍ବାରରେ ବିଶ୍ରାମ ନେଇଛନ୍ତି। ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ହୋଇ ସୁନାବେଶରେ ଝଟକିଛନ୍ତି ଜଗତାଧିପତି। ଆପାଦ ମସ୍ତକ ସୁନାରେ ସଜେଇ ହୋଇ ମହାପ୍ରଭୁ ରାଜବେଶରେ ଦର୍ଶନ ଦେଉଥିବାରୁ ଏହି ବେଶ ସଂଦର୍ଶନ ପାଇ ବହୁ ଭକ୍ତ ଆତ୍ମବିଭୋଗର ହୋଇଛନ୍ତି। ସୁନାର […]

Read More Text.
Oplus

ମୟୂରଭଞ୍ଜରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ପୋଷ୍ଟ-ଡ୍ରାଫ୍ଟ କାର୍ଯ୍ୟକ୍ରମର ସମୀକ୍ଷା

ସମୟବଦ୍ଧ, ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିର ଦେଲେ ଗୁରୁମନ୍ତ୍ର ବାରିପଦା : ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିଶାର ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ-ତଥା-ଉପ-ସଚିବ ଡ଼. ଲକ୍ଷ୍ମୀପ୍ରସାଦ ସାହୁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ର ପୋଷ୍ଟ-ଡ୍ରାଫ୍ଟ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ । ଗସ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ଼. ସାହୁ ୩୦-କରଞ୍ଜିଆ, ୨୬-ଯଶୀପୁର ଏବଂ ୨୭-ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଶୁଣାଣି କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ସେ ସଂପୃକ୍ତ ନିର୍ବାଚନ […]

Read More Text.
IMG 20260724 WA0210

ତିନି ଠାକୁରଙ୍କ ସୁନାବେଶ, ପହଣ୍ଡି ବିଜେ ପରେ ରଥାରୁଢ ହେଲେ ତିନି ଠାକୁର

ବାରିପଦା : ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପୂର୍ବାହ୍ନରେ ତିନି ଠାକୁର ସୁନାବେଶ ରେ ସଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଛିନ୍ତି l ପ୍ରତ୍ୟେକ ବର୍ଷ ମହାପ୍ରଭୁମାନଙ୍କର ଏହି ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତମାନେ ଉତ୍କଣ୍ଠାର ସହିତ ଚାହିଁ ବସିଥାଆନ୍ତି l ଆଜି ଠାକୁରଙ୍କ ସୁନାବେଶ ଦର୍ଶନ କରିବା ପାଇଁ ମାଉସୀମା ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l ପ୍ରତ୍ୟେକ ବର୍ଷ ମୟୁରଭଞ୍ଜ ଜିଲ୍ଲା ସମେତ ପଡୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ […]

Read More Text.
Sonam v

୨୬ ଦିନ ପରେ ଅନଶନ ଭାଙ୍ଗିଲେ ୱାଙ୍ଗଚୁକ, ଦେଶରେ ଶାନ୍ତି ବଜାୟ ରଖିବାକୁ ଅପିଲ୍

ନୂଆଦିଲ୍ଲୀ : ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ । ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ । ୨୬ ଦିନ ଧରି ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଅନଶନକୁ ଶେଷ କରିଛନ୍ତି ପ୍ରଖ୍ୟାତ ଶିକ୍ଷାବିତ୍ ଓ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ । ଗତକାଲି ବିଳମ୍ବିତ ରାତିରେ ସେ ଅନଶନ ଭାଙ୍ଗିଥିବାବେଳେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଡ଼. ଜିତେନ୍ଦ୍ର ସିଂହଙ୍କ ସହ ହୋଇଥିବା ଦୀର୍ଘ ଆଲୋଚନା ଏବଂ ବିଭିନ୍ନ ଦଳର ପ୍ରାୟ ୬୫ ଜଣ […]

Read More Text.
Sachivalaya building bbsr orissa

ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ଅନୁମତି ନେବେ ସରକାରୀ ବାବୁ

ଭୁବନେଶ୍ୱର:ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଯାତ୍ରା ନିୟମକୁ ନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ରାଜ୍ୟ ବାହାରକୁ କିମ୍ବା ବିଦେଶ ଗସ୍ତରେ ଯିବାକୁ ହେଲେ ଅତି କମରେ ୨୧ ଦିନ ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ବାଧ୍ୟତାମୂଳକ ହେବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, କେବଳ ରାଜ୍ୟ ବା ବିଦେଶ ଗସ୍ତ ନୁହେଁ, ସଦର ମହକୁମା କିମ୍ବା ହେଡ୍‌କ୍ୱାର୍ଟର୍ସ ଛାଡ଼ି […]

Read More Text.
Screenshot 2026 07 24 145808 750x430

ରାଜ୍ୟରେ ପ୍ରତିଷ୍ଠା ହେବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର’ ଓ ‘AI ପାର୍କ’: ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ଵର: ଓଡ଼ିଶାରେ ଟେକ୍ ବିପ୍ଳବ। ରାଜ୍ୟରେ HCL tech ପ୍ରତିଷ୍ଠା କରିବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ‘AI Park’। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ HCLTech ଓ ‘ସର୍ଭମ AI’ ସହ ସ୍ୱାକ୍ଷରିତ ହେଲା ଦୁଇଟି MoU। ୭୩୦ କୋଟି ପୁଞ୍ଜିନିବେଶ ହେବ। ସର୍ଭମ AI ଓ HCL tech ସହ ମିଶି AI ପାର୍କ ପ୍ରତିଷ୍ଠା କରିବ। ଏଚସିଏଲ୍ ଟେକ୍ ଓ ସର୍ଭମ୍ ଏଆଇ ସହ ରାଜ୍ୟ ସରକାର MOU ସ୍ଵାକ୍ଷର କରିଛନ୍ତି। ଏହାଦ୍ଵାରା ଓଡ଼ିଶାରେ ସ୍ୱଦେଶୀ AI […]

Read More Text.
IMG 20260724 WA0013 750x430

ଭୁବନେଶ୍ୱରରେ ୭୩୦ କୋଟି ବ୍ୟୟରେ ‘ଏଆଇ ହବ୍’ କରିବ HCLTech

ଭୁବନେଶ୍ୱର: ଓଡ଼ିଶାର ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କ୍ଷେତ୍ରରେ ଏକ ନୂଆ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରାଜ୍ୟରେ ପୁଞ୍ଜିନିବେଶ ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି ଦିଗରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଏଚସିଏଲ୍ ଟେକ୍ ରାଜଧାନୀ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ହବ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି। ଏହି ବିଶାଳ ପ୍ରକଳ୍ପ ଓଡ଼ିଶାର ଆର୍ଥିକ ବିକାଶ ତଥା ବୈଷୟିକ ଦକ୍ଷତା କ୍ଷେତ୍ରରେ ଏକ […]

Read More Text.

ରାଜ୍ୟସ୍ତରୀୟ ଜୁନିୟର କ୍ରୀଡା ପ୍ରତିଯୋଗିତା ପାଇଁ ଖେଳାଳି ଚୟନ ୨୬ ରେ 

-ବାରିପଦା : ଓଡିଶା ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ରାଇରଙ୍ଗପୁର ଠାରେ ୭୨ତମ ଓଡିଶା ଷ୍ଟେଟ ଜୁନିୟର ଏଥଲେଟିକ ଚାମ୍ପିୟାନସିପ ଅଗଷ୍ଟ ୭ ରୁ ୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ୧୪, ୧୬, ୧୮ ଓ ୨୦ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗର ଇଛୁକ ଖେଳାଳି ମାନେ  ଚଳିତ ମାସ ୨୬ ତାରିଖରେ ବାରିପଦା ଷ୍ଟାଡିୟମ […]

Read More Text.