ଅଙ୍ଗନବାଡି କେନ୍ଦ୍ରରେ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ଗିରଫ
ବାରିପଦା : ଆଇନ ଯେତେ କଠୋର ହେଲେ ମଧ୍ୟ ଯୌନପିପାଷୁ ,ବିକୃତମାନସିକତା ଦିନକୁ ଦିନ ବୃଦ୍ଧି ପାଉଛି ।ସମୟ ଥିଲା ଜମିବାଡ଼ି ଫୌଜଦାରୀ ମାମଲା ବୃଦ୍ଧି ପାଉଥିଲା ।କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଯୌନକେଳେଙ୍କାରୀ,ପରକ୍ରୀୟାପ୍ରିତି,ଶିଶୁ ନିର୍ଯାତନା ଓ ବଳାତ୍କାର ମାମଲା ବୃଦ୍ଧି ପାଉଛି ।ଶିଶୁମାନେ ବିଶେଷତଃ ନିଜର ସମ୍ପର୍କୀୟ,ଜ୍ଞାତି ପରିଜନ ଏବଂ ପଡୋଶୀ ମାନଙ୍କ ଦ୍ଵାରା ଅଧିକ ସଂଖ୍ଯାରେ ଯୌନ ଶିକାର ହେଉଛନ୍ତି । ସୂଚନାଯୋଗ୍ୟ ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବଡଯୋରା ଗ୍ରାମ ଅଙ୍ଗନବାଡ଼ି ର […]
Read More Text.