ଦରଘାବଜାରରେ ଶୋଭାଯାତ୍ରା ଅଟକାଇବାରୁ ଉତ୍ତେଜନା
କଟକ: କଟକ ଦରଘାବଜାରରେ ଉତ୍ତେଜନା । ଶୋଭାଯାତ୍ରାକାରୀଙ୍କୁ ଘଉଡାଇବା ପାଇଁ କମିଶନରେଟ୍ ପୋଲିସର ଉଦ୍ୟମ ଜାରି । ଦରଘାବଜାରରେ ବିଭିନ୍ନ ସଂଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା ବେଳେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଆସନ୍ତାକାଲି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କଟକ ବନ୍ଦ ଡାକରା ପୂର୍ବରୁ ବିଶାଳ ଶୋଭାଯାତ୍ରା କରାଯାଉଛି । ଦରଘା ବଜାରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷକୁ ନେଇ ଏହି ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ । ସେପଟେ ଭାଇଚାରାର ସହରକୁ ଫେରୁଛି […]
Read More Text.