Pramila

ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି: ପ୍ରମିଳା

ନୂଆପଡା: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ବିଧାୟିକା ତଥା ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ଉପନିର୍ବାଚନକୁ ନେଇ ପ୍ରମିଳା କହିଛନ୍ତି ଯେ ନୂଆପଡା ନିର୍ବାଚନମଣ୍ଡଳୀ ବିଜେଡିର ଥିଲା ଓ ରହିବ । ଏହି ଉପନିର୍ବାଚନରେ ୪୦ରୁ ୫୦ହଜାର ଭୋଟରେ ବିଜେଡି ବିଜୟୀ ହେବ । ନୂଆପଡାର ବିକାଶ ପ୍ରତି ରାଜେନ୍ଦ୍ର ଢୋଲକିଆଙ୍କ ଅବଦାନ ରହିଛି । ଲୋକେ ନବୀନଙ୍କୁ ମନେ ପକାଉଛନ୍ତି । ନବୀନ ଯାହାକୁ ଟିକେଟ […]

Read More Text.
Jaydev

ନୂଆପଡ଼ାରେ ବାଜିମାତ କରିବ କଂଗ୍ରେସ: ଜୟଦେବ

ନୂଆପଡା: ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ରହିଛି । ଏଠାରେ ବିଜେଡି ବାଜିମାତ କରିବ ବୋଲି ଦୃଢୋକ୍ତି ବାଢୁଥିବା ବେଳେ କଂଗ୍ରେସ ବି ଜିତିବ ବୋଲି କହିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନୂଆପଡାରେ ପୂର୍ବରୁ କଂଗ୍ରେସ ବାଜିମାତ କରିଛି । ପୂର୍ବରୁ କଂଗ୍ରେସ ଉପନିର୍ବାଚନ ଜିତିଛି, ଏଥର ବି ଜିତିବ । ଏଠାରେ କଂଗ୍ରେସର ଲଢେଇ ବିଜେପି ନୁହେଁ ବିଜେଡି […]

Read More Text.
Elephant

ଆଇଇଡି ବିସ୍ପୋରଣରେ ହାତୀ ଗୁରୁତର

ରାଉରକେଲା : ଆଇଇଡି ବିସ୍ପୋରଣରେ ହାତୀ ଗୁରୁତର ।  ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ପୋରଣରେ ଏକ ମାଈ ହାତୀ ଗୁରୁତର ହୋଇଛି। ତା’ର ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ହାତୀଟି ଚଲାବୁଲା କରିପାରୁନାହିଁ । ସରଣ୍ଡା ଜଙ୍ଗଲରେ ଯବାନମାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଆଇଇଡି ଖଞ୍ଜିଛନ୍ତି । ଏକ ମାଈ ହାତୀ ଜଙ୍ଗଲରେ ବୁଲୁଥିବା ବେଳେ ଆଇଇଡି ଉପରେ ତା’ର ପାଦ ପଡ଼ିବାରୁ ବିସ୍ଫୋରଣ ହୋଇଥିଲା ।  ଫଳରେ ହାତୀଟିର […]

Read More Text.

ଜମିବାଡି ବିବାଦ: ବଡ଼ଭାଇ ଓ ଭାଉଜକୁ ନିର୍ମମ ହତ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଡବଲ ମର୍ଡର ।  ଜମିବାଡି ବିବାଦରୁ ବଡ଼ଭାଇ ଓ ଭାଉଜକୁ ନିର୍ମମ ହତ୍ୟା।  ସାନଭାଇର ଫାର୍ସା ଚୋଟରେ ବଡ଼ଭାଇ ଓ ଭାଉଜର ମୃତ୍ୟୁ ହୋଇଛି। ବିଶ୍ରା ବ୍ଲକ ମୋନକୋ ପଂଚାୟତ ଚିରୁବେଡା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ମୃତକ ହେଲେ ଏନ.ଏମ.ମୁଣ୍ଡା ଓ ଶୋଭା ମୁଣ୍ଡା। ଦୀର୍ଘଦିନ ହେବ ଦୁଇ ଭାଇଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ବଡ଼ଭାଇ ଓ ଭାଉଜ ଶୋଇଥିବାବେଳେ ଆକ୍ରମଣ କରିଥିଲା ସାନଭାଇ ନାମଜଙ୍ଗ ।  ଘଟଣାସ୍ଥଳରେ ଉଭୟଙ୍କ […]

Read More Text.
Death 1

ମୋବାଇଲ ନଦେବାରୁ ଜୀବନ ହାରିଲେ ନାବାଳିକା

ମାଲକାନଗିରି : ମୋବାଇଲ ପାଇଁ ଝୁଲିପଡ଼ିଲେ ନାବାଳିକା । ବାପା ମୋବାଇଲ ନଦେବାରୁ ବେକରେ ଗାମୁଛା ଲଗାଇ ଜୀବନ ହାରିଲେ ନାବାଳିକା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୋବିନ୍ଦପାଲି ଅଧୀନ ଢେପସାହିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗାଁର ଅର୍ଜୁନ କିଷାନଙ୍କ ୧୦ ବର୍ଷର ଝିଅ । କୌଣସି କାରଣ ପାଇଁ ନାବାଳିକା ଜଣକ ବାପାଙ୍କୁ ମୋବାଇଲ ମାଗିଥିଲେ । ହେଲେ ବାପା ମୋବାଇଲ ନଦେବାରୁ ଜୀବନ ହାରିବାକୁ ସ୍ଥିର କରିଥିଲେ । ବାପା […]

Read More Text.
Puri 1 1 2 1

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ ; ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

ଭୁବନେଶ୍ୱର: ଚଳିତ ବର୍ଷର କାର୍ତ୍ତିକ ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବ୍ରତ ପାଳନ ପାଇଁ ହବିଷ୍ୟାଳିମାନେ ପୁରୀରେ ଆସି ପହଞ୍ଚିଛନ୍ତି। ତେବେ ୧ ମାସ ଧରି ଚାଲିବାକୁ ଥିବା ଏହି ବ୍ରତ ନଭେମ୍ବର ୫ରେ ସମାପ୍ତ ହେବ। ପୁରୀ ର ୫ ଟି ହବିଷ୍ୟାଳୀ କେନ୍ଦ୍ର ରେ ୨୫ଶହ ହବିଷ୍ୟାଳୀଙ୍କ ପାଇଁ ରହିବାର ବ୍ୟବସ୍ଥା ହୋଇଛି। ସେହିପରି ଅନଲାଇନରେ ଯୋଗ୍ୟ ବିବେଚିତ ହୋଇଥିବା ହବିଷ୍ୟାଳିମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କେନ୍ଦ୍ରଗୁଡ଼ିକରେ ପହଞ୍ଚିବା ପରେ ନାମ ପଞ୍ଜୀକରଣ […]

Read More Text.
000

ଆମ ବସରେ ଯାତ୍ରୀଙ୍କୁ ଆକ୍ରମଣ; ୪ ଗୁରୁତର

ପୁରୀ: ହରଶପଡ଼ାରୁ ପୁରୀ ଜିଲ୍ଲାର ସୁକଳ ଯାଉଥିବା ଏକ ଆମ ବସରେ ମଙ୍ଗଳବାର ଦିନ ଯାତ୍ରୀମାନଙ୍କୁ ଜଣେ ଯୁବକ ଅତର୍କିତ ଆକ୍ରମଣ କରିବା ଫଳରେ ଚାରି ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଯୁବକ ଜଣକର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ପ୍ରାୟ ୧୧ଟା ସମୟରେ ବିଧାନ ଛକ ନିକଟରେ ଏକ ମୋଟରସାଇକେଲରେ ଆସି ବସକୁ ଅଟକାଇବା ପରେ ବସରେ ଚଢ଼ିଥିଲେ। ପୂର୍ବ ଶତ୍ରୁତାକୁ ନେଇ ସେ ଜଣେ ବ୍ୟକ୍ତିଙ୍କୁ ହଠାତ୍ ଧାରୁଆ ଅସ୍ତ୍ରରେ ଆକ୍ରମଣ […]

Read More Text.
Img 20251006 wa0147

ସଂସ୍କାର ଶିଶୁ ମହୋତ୍ସବ “ମୟୁରୀ ” ର ଦ୍ଵିତୀୟ ପ୍ରସ୍ତୁତି ବୈଠକ

ଶିମିଳିପାଳ ଥିମ୍ ଉପରେ ହେବ ମାସ ପେଣ୍ଟିଂ ପଥ ଉତ୍ସବରେ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ସହ ଉଦ୍ଘାଟନୀ ସମାରୋହ ନଭେମ୍ବର 12 ରୁ 15 ଯାଏଁ ମହୋତ୍ସବ ରେ ସାମିଲ ହେବେ ଛାତ୍ର ଛାତ୍ରୀ ବାରିପଦା:  ଆସନ୍ତା ନଭେମ୍ବର ମାସ 12 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ହେବାକୁ ଥିବା ସଂସ୍କାର ଶିଶୁ ମହୋତ୍ସବ ମୟୁରୀର ଦ୍ଵିତୀୟ ପ୍ରସ୍ତୁତି ବୈଠକ ବାରିପଦା ମ୍ୟୁନିସ ପାଲଟି ଗେଷ୍ଟ ହାଉସ  ଠାରେ ଅନୁଷ୍ଠିତ ହୋଇ ଯାଇଛି l […]

Read More Text.
Img 20251006 wa0137

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ, ମୋଟ ୧୪୬ଟି ଅଭିଯୋଗର ହେଲା ଶୁଣାଣି 

ବାରିପଦା: ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି  ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ   ଙ୍କ ଅଧ୍ୟକ୍ଷତାରେ  କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଆରମ୍ଭ ହୋଇଯାଇଛି । ଉକ୍ତ ଜନଶୁଣାଣୀ ଶିବିରରେ ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ, ଆଇଏ.ଏସ. ପ୍ରୋବେଶନର କାଶିଷ ବକ୍ସି, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ […]

Read More Text.
Congress bhawan 1068x601

ନୂଆପଡ଼ା ଆସନ ପାଇଁ ମଙ୍ଗଳବାର ସୁଦ୍ଧା ପ୍ରାର୍ଥୀ ଦେବ କଂଗ୍ରେସ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ବିଧାନସଭା ଉପନିର୍ବାଚନ। ସୋମବାର ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ପରେ ରାଜନୈତିକ ମହଲରେ ତତ୍ପରତା ପ୍ରକାଶ ପାଇଛି। କଂଗ୍ରେସ ଏହି ଆସନ ପାଇଁ ମଙ୍ଗଳବାର ସୁଦ୍ଧା ପ୍ରାର୍ଥୀ ଦେବ ବୋଲି କହିଛନ୍ତି। ଏ ନେଇ ଘୋଷଣା କରିଛନ୍ତି ଓପିସିସି ସଭାପତି ଭକ୍ତ ଦାସ।

Read More Text.