ନୂଆପଡ଼ା ପ୍ରଚାର ମଇଦାନରେ ନବୀନ
ଭୁବନେଶ୍ବର: ନୂଆପଡ଼ା ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୋମନା ତରବୋଡ଼ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେପି ଉପରେ ପ୍ରହାର କଲେ ନବୀନ। କହିଲେ, ଭୋଟ ଚୋରୀ କରି ସରକାର କଲେ। ଆଉ ଏବେ ପ୍ରାର୍ଥୀ ଚୋରି କରିଛି। ଓଡ଼ିଶାବାସୀଙ୍କ ସହ, ବିଜେଡି ସହ ଏବଂ ମୋ ସହ ବେଇମାନୀ ହେଉଛି। ଏହାକୁ ନେଇ ଲୋକେ ଦୁଃଖିତ ଏବଂ କ୍ରୋଧିତ ଅଛନ୍ତି। ନଭେମ୍ବର […]
Read More Text.