2

ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ଓ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖା ପକ୍ଷରୁ ଦୁଇ ମହାପୁରୁଷଙ୍କ ସ୍ମୃତିଚାରଣ ସହ କୃଷିକୁ ନୂଆ ଦିଗଦର୍ଶନ

କଟକ : କଟକ ଜିଲ୍ଲା ସାଲେପୁର ନିକଟସ୍ଥ ପିକୋଳଠାରେ ଅନୁଷ୍ଠିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ଓ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖା ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଟ୍ରଷ୍ଟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଅଗଷ୍ଟ ୨୦ ତାରିଖ ହେଉଛି ଓଡ଼ିଆ ସାହିତ୍ୟର ଦିଗ୍ଗଜ କଥାକାର ସ୍ବର୍ଗତ ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ଦିବସ ଓ ଅନୁରୂପ ଭାବରେ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ଯାହାଙ୍କ ନାମରେ ହୋଇଛି, ସାଲେପୁର ମଧୁମାଟିର ବିଶିଷ୍ଟ ସମାଜସେବୀ, କୃଷିପ୍ରେମୀ, ଜନହିତୈଷୀ […]

Read More Text.
Img 20250822 wa0189

ଲଗାଣ ବର୍ଷା ରେ ହାଜାମ ଙ୍କ ଘର ଭାଙ୍ଗିଲା 

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି l ବର୍ଷା ପ୍ରଭାବ ରେ ଜିଲ୍ଲାର ବିଜାତଳା ବ୍ଲକ ର ଚଢେଇ ପାହାଡି ପଞ୍ଚାୟତ ଫୁଲବାଡିଆ ଗ୍ରାମରେ ଘର ଭାଙ୍ଗି କରି ଦେଇଛି ଅସହାୟ ପରିବାରକୁ l ସୂଚନା ଅନୁଯାଇ ଗ୍ରାମର ହାଜlମ ହାଁସଦା ଆଜି ଦିନ ରେ ଲଗାଣ ବର୍ଷା ପ୍ରଭାବ ରେ  ବଖରା ଘର କାନ୍ଥ ଭୁଶୁଡି ପଡିଛି l ଘର ଭିତରେ ପରିବାର ଲୋକେ  ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଛନ୍ତି l ଘର […]

Read More Text.
Img 20250822 wa0144

ସିପିଆଇର ୨୨ତମ ମୟୂରଭଞ୍ଜ ଜିଲ୍ଲା ସମ୍ମିଳନୀ ଉଦଯାପିତ- ସାଥୀ ଜଗବନ୍ଧୁ ମିଶ୍ର ଜିଲ୍ଲା ସମ୍ପାଦକ ନିର୍ବାଚିତ 

ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ତ୍ୟାଗ, ବଳୀଦାନ ଓ ଗଣ ସଂଗ୍ରାମର ଶତ ବାର୍ଷିକୀ ଅବସରରେ ଅଗଷ୍ଟ ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ଜିଲ୍ଲା ପାର୍ଟିର ୨୨ତମ  ସମ୍ମିଳନୀ ଝାରପୋଖରିଆ, (ବମ୍ବେ ଛକ) ଠାରେ ସାଥୀ ରଥ ସିଂ ନଗରରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ଶହ ଶହ ମହିଳା ପୁରୁଷ ସାଥୀ ଓ ସମର୍ଥକମାନେ ଏକ  ବର୍ଣ୍ଣାଢ଼୍ୟ ଲାଲ  ଶୋଭାଯାତ୍ରାରେ ସ୍ଥାନୀୟ ଲୋକନାଥ ମନ୍ଦିର ଠାରୁ ବାହାରି ବଜାର ପରିକ୍ରମା କରି […]

Read More Text.

ମୟୂରଭଞ୍ଜ ଜିଲ୍ଳାରେ ଭାରତୀୟ ବାୟୁ ସେନା ତରଫରୁ ଅନୁଷ୍ଠିତ ହେବ ଅଗ୍ନିବୀର ବାୟୁ ନିଯୁକ୍ତି ରାଲି

ବାରିପଦା: ଭାରତୀୟ ବାୟୁ ସେନା ତରଫରୁ ୯-ଏଆରମେନ ଚୟନ କେନ୍ଦ୍ର ଭୁବନେଶ୍ୱର, ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ  ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷ  ଅଗଷ୍ଟ ମାସ ୨୭ତାରିଖ ରୁ ସେପ୍ଟେମ୍ବର ୩ତାରିଖ ପର୍ଯ୍ୟନ୍ତ ବାରିପଦାସ୍ଥିତ ଛଉ ପଡିଆ ଠାରେ  ବାୟୁସେନାରେ ଅଗ୍ନିବୀର ବାୟୁ ପଦବୀ ରେ ଯୋଗ ଦାନ ନିମନ୍ତେ ନିଯୁକ୍ତି ରାଲିରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଠାରେ ଉଲ୍ଲେଖ ଯୋଗ୍ୟ କି ଆସନ୍ତା ତା […]

Read More Text.
Weqrwewre

ଦୁଇଜଣ ଭିନ୍ନକ୍ଷମଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇଜଣ ଅଭିଯୁକ୍ତଙ୍କୁ କାରାଦଣ୍ଡ ସମେତ ଜୋରିମାନା

ଜଣକୁ ଆଜୀବନ କାରାଦଣ୍ଡ ସମେତ ଜୋରିମାନା ଅନ୍ୟ ଜଣକୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା ବାରିପଦା : ଆଜି ଦୁଇଗୋଟି ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ  ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଝିନେଇ ଗ୍ରାମ ର ସୁକୁରା ସିଂ  (60) କୁ  ଦଫା 376(2)(i)   ଅନୁଯାୟୀ […]

Read More Text.
Photo for the news of bus accident

ଦୁର୍ଘଟଣାରୁ ବର୍ତ୍ତିଲା ଯାତ୍ରୀବାହୀ ବସ୍‌

ଆଗରପଡ଼ା :ଔପଦା ଭାୟା ଆଗରପଡ଼ା,ଭଦ୍ରକ ଦେଇ ଭୁବନେଶ୍ୱରକୁ ଯାଉଥିବା ବିଟି ଆଣ୍ଡ ବିଟି ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛଇ । ପ୍ରାପ୍ତ ସୂଚନାନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୫.୩୦ ମିନିଟ ସମୟରେ ଆଗରପଡ଼ାରୁ ଯାତ୍ରୀମାନଙ୍କୁ ଉଠାଇ ବସଟି ଭୁବନେଶ୍ୱର ଅଭିମୁଖେ ଯାଇଥିଲା । ଆଗରପଡ଼ା-ଭଦ୍ରକ ରାସ୍ତାର ଧୋବାଗଡ଼ିଆ ନିକଟରେ ଅପରପଟୁ ଆସୁଥିବା ଏକ ଗାଡ଼ିକୁ ସାଇଡ ଦେବାକୁ ଯାଇ ବସଟି ନୟନଜୁରି ଆଡ଼କୁ ଓଲଟି ପଡ଼ିବାର ପୋଜିସନକୁ ଆସିଥିଲା ।ଏହାଦେଖି ତୁରନ୍ତ […]

Read More Text.
Photo2 for the news of chora bali

ଖବର ପ୍ରକାଶ ପରେ ପ୍ରଶାସନ ତେଜିଲା, ଜବତ ହେଲା ୪ ବାଲି ବୋଝେଇ ହାଇୱା

ଆଗରପଡ଼ା :ଶୁକ୍ରବାର “ପ୍ରଶାସନକୁ ମାଫିଆଙ୍କ ବେଖାତିର;ବେଧଡ଼କ୍ ଚାଲିଛି ବାଲି ଚାଲାଣ;ଗ୍ରାମ୍ୟ ରାସ୍ତା ନଷ୍ଟ” ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ଆଜି (ଶୁକ୍ରବାର)ବନ୍ତ ପୋଲିସ ଓ ଜିଲ୍ଲା ଖଣି ବିଭାଗ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇ ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥ ଦେଇ ଯାଉଥିବା ୪ଗୋଟି ଓଭର ଲୋଡ଼ିଂ ଚୋରା ବାଲି ବୋଝେଇ ହାଇୱାକୁ ବନ୍ତ ଥାନା ଶ୍ରୀବନ୍ତପୁର ଠାରେ ଥିବା ପେଟ୍ରୋଲ ପମ୍ପ ନିକଟରୁ ଜବତ୍ କରିଥିବା […]

Read More Text.

ଆଗରପଡ଼ା କଲେଜ ପ୍ରତିଷ୍ଠା ଦିବସ

ଆଗରପଡ଼ା :ଆଗରପଡ଼ା କଲେଜ ୪୫ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଡ. ନାରାୟଣ ସେନାପତି, ବଉଳା କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଶିବଚରଣ ଖାମୁରାଇ,ପ୍ରତିଷ୍ଠା ଦିବସ କମିଟି ଉପସଭାନେତ୍ରୀ ଅଧ୍ୟାପିକା ପ୍ରେମଲତା ଦାଶ ପ୍ରମୁଖ ଆୟୋଜିତ ସଭାରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ମୂଲ୍ୟବାନ ଉପଦେଶମାନ ଦେଇଥିଲେ । କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ସହାୟକ ଅଶୋକ ସାହୁ ବାର୍ଷିକ ବିବରଣୀ ପାଠ ଓ ଡେମନଷ୍ଟ୍ରେଟର ମହେଶ୍ୱର […]

Read More Text.
Photo1 for the news of school

ପ୍ରହସନ ପାଲଟିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ୪ କୋଠରୀରେ ୯ ଶ୍ରେଣୀର ପାଠପଢା

ଆଗରପଡ଼ା :ପିଲା ଅଛନ୍ତି,ଶିକ୍ଷକ ବି ଅଛନ୍ତି । କିନ୍ତୁ ଶ୍ରେଣୀ ଗୃହ ଅଭାବରୁ ୪ କୋଠରୀରେ ୯ଟି ଶ୍ରେଣୀର ପିଲାଙ୍କ ପାଠପଢା ଚାଲଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ୧୯୫୩ ମସିହାରେ ପ୍ରତିଷ୍ଠିତ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ ଆପ୍ତିରା ଉ.ପ୍ରା ବିଦ୍ୟାଳୟଠାରେ । ଚଳିତ ଶିକ୍ଷାବର୍ଷରେ ଏଠାରେ ୧୧୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନକରୁଥିବା ସ୍ଥଳେ ଆବଶ୍ୟକ ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ପରିବେଶ ଅନୁକୂଳ ହେଉ ନଥିବା […]

Read More Text.
Drowned

ଖରସ୍ରୋତାକୁ ଡେଇଁ ପଡ଼ିଲେ ଛାତ୍ର, ୩୬ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

ଯାଜପୁର ଟାଉନ: ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ନଦୀ ବ୍ରିଜରୁ ଡେଇଁ ଛାତ୍ର ନିଖୋଜ ଘଟଣା । ୩୬ ଘଣ୍ଟା ପରେ ନିଖୋଜ ଛାତ୍ରଙ୍କ ମୃତଦେହ ତନ୍ତିଘାଇ ନିକଟରୁ ଉଦ୍ଧାର। ମୃତ ଛାତ୍ର ହେଲେ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସାଇ ସ୍ମୃତି ରଞ୍ଜନ ଜେନା । ଦୁଇ ଦିନ ତଳେ ନଦୀକୁ ଡେଇଁ ପଡ଼ିଥିଲେ ଛାତ୍ର । ନଦୀରେ ପ୍ରବଳ ଜଳ ପ୍ରବାହ ଯୋଗୁଁ ଉଦ୍ଧାରକାରୀ ଦଳ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କ ପତ୍ତା […]

Read More Text.