Img 20250823 wa0164

ରାଜ୍ୟସ୍ତରୀୟ ପାରା ଖେଳକୁଦ ପ୍ରତିଯୋଗିତା – ରଞ୍ଜନ ଓ ରଜଙ୍କୁ ସ୍ବର୍ଣ୍ଣ ପଦକ

ବାରିପଦା: ପାରା ସ୍ପୋର୍ଟସ ଏସୋସିଏସନ, ଓଡିଶା ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲ୍ଲାର ଦୁଇ ତାରକା ରଞ୍ଜନ ହାଁସଦା ଓ ରଜ ମାର୍ଣ୍ଡି ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି I ରଞ୍ଜନ ୧୦୦ ମିଟର, ୨୦୦ ମିଟର ଦୌଡ଼ ସହ ଲମ୍ବଡିଆଁ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ରଜ […]

Read More Text.
Img 20250823 wa0156

୩ ଦିନିଆ ସାମଗ୍ରିକ ବିଦ୍ୟାଳୟ ବିକାଶ ଆଧାରିତ କର୍ମଶାଳା “ପ୍ରଗତି” ଅନୁଷ୍ଠିତ

ବାରିପଦା : ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ବିଜାତଳାରେ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ  ବିକାଶ ନିମନ୍ତେ ତ୍ରି-ଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି” (୧ମ ପ୍ରଯ୍ୟାୟ) ଉଦଯାପିତ ହୋଇଯାଇଛି | ଏଥିରେ ବିଜାତଳା ବ୍ଲକର ୫୭ ଜଣ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ | ଏହି ତିନିଦିନିଆ କର୍ମଶାଳାଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ସାଗର କୁମାର ଦଳନାଏକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ଦିବସରେ […]

Read More Text.
Img 20250823 wa0173

ନୂଆଗାଁ ର ହୁଟୁବ ସାହି ରାସ୍ତା କାଦୁଅ ପଚ ପଚ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ମାଣିକପୁର ପଞ୍ଚାୟତର  ନୂଆଗାଁ ର ହୁଟୁବ ସାହି ରୁ  ରାସ୍ତା ବେହାଲ l  ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି l ବିଶେଷ କରି ସ୍କୁଲ, କଲେଜର  ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ  ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ […]

Read More Text.
Img 20250823 wa0172

 ଭୂତକୋଠି ପାଲଟିଛି ପ୍ରାଣୀ ଚିକିତ୍ସାଳୟ, ପରିତ୍ୟକ୍ତ ଅବସ୍ଥାରେ ସରକାରୀ କୋଠା

କାମରେ ଲାଗୁନାହିଁ କୋଠା, ନିଶାଡ଼ିଙ୍କ ଚରାଭୂଇଁ ପାଲଟିଛି ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ରାଇହରି ଗ୍ରାମପଞ୍ଚାୟତରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡିଛି | ଏଠାରେ ଥିବା ଏକମାତ୍ର ପ୍ରାଣୀ ଚିକିତ୍ସାଳୟ ଟି ଏବେ ଭୂତକୋଠିରେ ପରିଣତ ହୋଇଛି | ନିୟମିତ ଡାକ୍ତର ନ ଆସିବା ଓ ପରିଷ୍କାର ପରିଚ୍ଛନ୍ନ ଅଭାବରୁ ଚିକିତ୍ସାଳୟ ପରିସର ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଉଠିଛି | ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ 2002 ମସିହାରେ ରାଜ୍ୟର ତତ୍କାଳୀନ […]

Read More Text.
Photo for the news of bike

ନାବାଳକଙ୍କ ହାତରେ ବାଇକ୍‌, ଖବର ପ୍ରକାଶ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

ଆଗରପଡ଼ା :ଦିନକୁ ଦିନ ବେପରୁଆ ଗାଡି ଚାଳନା ବୃଦ୍ଧି ପାଇବାରେ ଲାଗିଛି । କାହାରିକୁ ନମାନି ବେପରୁଆ ଭାବେ ଦୃତ ଗତିରେ ଗାଡ଼ି ଚଳାଇବାରେ ମୁଖ୍ୟତଃ ପିଲାମାନଙ୍କୁ ଦେଖିବାକୁ ମିଳୁଛି । ପିଲାଙ୍କ ହାତରେ ଅଭିଭାବକମାନେ ବାଇକ୍ ଚାବି ଧରାଇଦେବା ପରେ ସେମାନେ ଆଉ କାହାରିକୁ ମାନୁନାହାନ୍ତି । ନିୟମିତ ଏଭଳି ବାଇକ୍ ଚାଳନା ପାଇଁ ଅନ୍ୟ ପଥଚାରୀ ଦୁର୍ଘଟଣାର ଶିକାର ହେଉଛନ୍ତି । ସଡ଼କ ଦୁର୍ଘଟଣା ସବୁଠି ଚିନ୍ତାର କାରଣ ହୋଇଛି ଓ ଭଦ୍ରକ ଜିଲ୍ଲା […]

Read More Text.
Photo for the news of old tree

ଖବର ପ୍ରକାଶ ପରେବି କାର୍ଯ୍ୟାନୁଷ୍ଠାନ ଶୂନ, ଶୁଖିଲା ଗଛ ଡ଼ାଳ ଭାଙ୍ଗି ତଳେ ପଡ଼ିଲା

ଆଗରପଡ଼ା :ଆଗରପଡ଼ା ମୁଖ୍ୟ ବଜାର ଅଂଚଳରେ ଥିବା ପୁରୁଣା ଶୁଖିଲା ଗଛ ଡ଼ାଳ ଝୁଲି ରହିବା ଫଳରେ ଲୋକେ ଭୟଭୀତ ଅବସ୍ଥାରେ ଚଳପ୍ରଚଳ କରୁଛନ୍ତି । ସାମାନ୍ୟ ପବନ ହେଲେ ଏହି ଶୁଖିଲା ଡ଼ାଳ ଖସି ପଡ଼ି ଲୋକେ ଖଣ୍ଡିଆଖାବରା ହେବାସହ ଯାଆଆସ କରୁଥିବା ଯାନବାହାନ ନଷ୍ଟ ହେଉଛି । ଏହିପରି ଘଟଣାର ଅନେକ ନଜୀର ରହିଛି । ଏ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜିଯାଏ ଏହାର କୌଣସି ପ୍ରତିକାର କରାଯାଇପାରିନାହିଁ […]

Read More Text.
Photo for the news of dharana

ଧାରଣାକୁ ୮ ଦିନ ବିତିଲା

ଆଗରପଡ଼ା: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଆହ୍ୱାନ କ୍ରମେ ବନ୍ତ କଲେଜରେ ଅଧ୍ୟାପକ ଓ କର୍ମଚାରୀ ୧୬ ତାରିଖ ଠାରୁ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ କାର୍ଯବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ୨୦୦୮ ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାଜ୍ୟ ସରକାର ତୁରନ୍ତ ଅନୁଦାନ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି । ଦାବି ପୂରଣ ନ […]

Read More Text.
Photo1 for the news of kadanala problem

କାଡ଼ା ନାଳକୁ ନେଇ ସମସ୍ୟା, ଏକର ଏକର ଚାଷ ଜମି ଜଳମଗ୍ନ

ଆଗରପଡ଼ା :ଜଳ ନିଷ୍କାସନ ନହେବାରୁ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିବା ଜଣାପଡ଼ିଛି । ବନ୍ତ ତହସିଲ ଅନ୍ତର୍ଗତ କୁମ୍ଭକରାଳ ଗାଁର ଏକର ଏକର ଚାଷ ଜମି ଜଳମଗ୍ନ ହୋଇଯାଇଥିବା ବେଳେ ଶତାଧିକ ଚାଷୀଙ୍କର ବର୍ଷକର ଆହାର ଗୋଟିଏ ପ୍ରକାର ଉଜୁଡ଼ି ଯାଇଛି । ୨୦୨୩ ମସିହାରୁ ଅଦ୍ୟାବଧି ଚାଷୀ ମାନେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଏସଂପର୍କରେ ଲିଖିତ ଭାବରେ ଅଭିଯୋଗ କରିଥିଲା ବେଳେ କୌଣସି ଅଧିକାରୀ ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ୱାରୋପ ନଦେଇ ଚାଷୀଙ୍କ ପାଇଁ […]

Read More Text.
Ohrc office

ଡିଗ୍ରୀ ଦେବାରେ ବିଫଳ ଘରୋଇ କଲେଜ, ୨୯ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଓଏଚଆରସିର ନିର୍ଦ୍ଦେଶ

ଭୁବନେଶ୍ୱର: ଏକ ଘରୋଇ କଲେଜ ୨୯ ଜଣ ଇଞ୍ଜିନିୟରିଂ ସ୍ନାତକଙ୍କୁ ଗ୍ରେଡ୍ ସିଟ୍ ଏବଂ ଡିଗ୍ରୀ ପ୍ରମାଣପତ୍ର ଦେବାରେ ବିଫଳ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି) ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୁଲ୍ ଦ୍ଵାରା ଛାତ୍ରଛାତ୍ରୀ ମାନେ ମାନସିକ ଯନ୍ତ୍ରଣା ଓ କ୍ୟାରିୟରରେ କ୍ଷତି ସହିଥିବାରୁ ଦୁଇଟି ପ୍ରମୁଖ ଖବରକାଗଜରେ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ପୂର୍ବରୁ କଲେଜର […]

Read More Text.
Hirakud dam 1565885334 750x430 1

ହୀରାକୁଦର ୪ ଗେଟ୍ ଖୋଲିଲା

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଥିବା ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ନିଷ୍କାସନର ପ୍ରଥମ ପର୍ଯ୍ୟାୟରେ ଡ୍ୟାମର ବାମ ପାର୍ଶ୍ୱରେ ତିନୋଟି ଏବଂ ଡାହାଣ ପାର୍ଶ୍ୱରେ ଗୋଟିଏ ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ଅବିରତ ବର୍ଷା ପରେ ଜଳଭଣ୍ଡାରରେ ଜଳପ୍ରବାହ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଯାହା ଫଳରେ କର୍ତ୍ତୃପକ୍ଷ ଗେଟ୍ ଖୋଲିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ଜିଲ୍ଲା ପ୍ରଶାସନ […]

Read More Text.