ଶବ୍ଦ ପ୍ରଦୂଷଣକୁ ବାଏ ବାଏ: ବଡବେତରା ଯୁବକଙ୍କ ନିଆରା ଗଜଲକ୍ଷ୍ମୀ ଭସାଣି, ସୃଷ୍ଟି କଲା ନୂଆ ପରମ୍ପରା
କେନ୍ଦ୍ରାପଡା (ବିକାଶ ବେହେରା) : ଆଜିର ଆଧୁନିକ ଯୁଗରେ ପାର୍ବଣ ଉତ୍ସବଗୁଡ଼ିକ କେବଳ ପୂଜାପାଠରେ ସୀମିତ ନ ରହି ଧୀରେ ଧୀରେ ପ୍ରଦୂଷଣ ଓ କୋଳାହଳର କେନ୍ଦ୍ର ପାଲଟୁଛି। ବିଶେଷ କରି ଡିଜେ ବାଜାର ଅସହ୍ୟ ଶବ୍ଦ ପ୍ରଦୂଷଣ ପୂଜାପାଠର ଆଧ୍ୟାତ୍ମିକତାକୁ ନଷ୍ଟ କରିବା ସହିତ ପରିବେଶ ଓ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରୁଛି। ଯେଉଁଠାରେ ସବୁଆଡେ ଡିଜେ ବାଜାର ତାଳେ ତାଳେ ଠାକୁର ଭସାଣି କାର୍ଯ୍ୟକ୍ରମରେ ଉତ୍ତେଜନା ଓ କୋଳାହଳ ଦେଖିବାକୁ […]
Read More Text.