ବହଳଦା ପୋଲିସ ର ସଫଳତା; ଡକାୟତ ଉଦ୍ୟମକୁ ପଣ୍ଡକଲା ପୋଲିସ
ପୋଲିସ ଯନ୍ତାରେ ୪ ଆନ୍ତଃଜିଲ୍ଲା ଦୁର୍ଦାନ୍ତ ଡକାୟତ ଗିରଫ ଧଳା ରଙ୍ଗର ଆର୍ଟିଜା କାର୍, ପିସ୍ତଲ,ମାଗାଜିନ୍,କାତାଲ,ଧାରୁଆ ଅସ୍ତ୍ର ,ମୋବାଇଲ ଜବତ ବାରିପଦା: ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଡକାୟତ,ଲୁଟେରା ଙ୍କ ନଜର ପଡିଛି ଶାନ୍ତ ପ୍ରବଣ ବାମନଘାଟି ଉପଖଣ୍ଡର ସିମାନ୍ତ ଅଞ୍ଚଳରେ ।ଦୁର୍ଦାନ୍ତ ଅପରାଧୀମାନେ ଲୁଟ୍,ହତ୍ୟା,ରାହାଜାନୀ କରି ଖୁବ୍ ସହଜରେ ପଡୋଶୀ ଝାଡଖଣ୍ଡ ରାଜ୍ଯକୁ ଖସି ପଳାଉଛନ୍ତି । ୧୨ ତାରିଖ ରାତିରେ ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗ୍ରାମର ପ୍ରକାଶ ସୋରେନ ଙ୍କ ଘରେ ଡକାୟତମାନେ ଡକାୟତି କରିଵା ସମୟରେ […]
Read More Text.