କଟକ ପରେ ଭୁବନେଶ୍ୱର ପାଇଁ ଆସିଲା ଗଣେଶ ପୂଜା ଗାଇଡଲାଇନ୍
ଭୁବନେଶ୍ୱର: ରାତି ପାହିଲେ ଗଣେଶ ପୂଜା । ଏନେଇ ପୂଜା କମିଟି ଗୁଡିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ କଣ କରିହେବ କଣ ନାହିଁ ସେନେଇ ପୂର୍ବରୁ ସିଲଭର ସିଟି କଟକ ପାଇଁ ଗାଇଡଲାଇନ ଜାରି ହୋଇଥିବାବେଳେ, ଏବେ ରାଜଧାନୀ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି ହୋଇଛି । ତେବେ ଗାଇଡ଼ଲାଇନ୍ ଅନୁସାରେ, ଚଳିତ ବର୍ଷ ଗଣେଶ ପୂଜା ସମୟରେ ପ୍ରତି ପୂଜା ସ୍ଥଳରେ ସିସିଟିଭି ବାଧ୍ୟତାମୂଳକ ରହିବ । […]
Read More Text.