ଆପାର୍ଟମେଣ୍ଟ ବାଲକୋନି ଭୁଶୁଡି ୩ ମୃତ
କଟକ : କଟକରେ ବଡ ଅଘଟଣ । ଭୁଶୁଡିଲା ଆପାର୍ଟମେଣ୍ଟ ବାଲକୋନି । ଆଜବେଷ୍ଟେସ ଘର ଉପରେ ପଡିବାରୁ ୩ ମୃତ । କଟକ ମଣିସାହୁ ଛକ ନିକଟରେ ଥିବା ଏକ ପୁରୁଣା ଆପାର୍ଟମେଣ୍ଟର ବାଲକୋନି ଭୁଶୁଡିଲା । ତଳେ ଥିବା ଆଜବେଷ୍ଟେସ ଛାତ ଉପରେ ପଡ଼ିଲା ବାଲକୋନିର ସିମେଣ୍ଟ ଖଣ୍ଡ । ଆଜବେଷ୍ଟସ ଘର ଭାଙ୍ଗି ଛାରଖାର ହୋଇଥିବା ବେଳେ ଆଜବେଷ୍ଟସ ଘର ଭିତରେ ଥିବା ଚାରି ଜଣ ବ୍ୟକ୍ତି ଆହତ ହୋଇଥିଲେ । ସେମାନଙ୍କୁ ଏସସିବିରେ […]
Read More Text.