Highcourt 750x430 1 1 1

ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା

କଟକ: ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା। ୭୧୧ଟି ହିନ୍ଦୀ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ହିନ୍ଦୀ ଶିକ୍ଷକ ପଦ ପାଇଁ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାରେ ମୂଳ ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀ ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହେବା ପରେ ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମୂଳ ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ହିନ୍ଦୀ […]

Read More Text.
Screenshot 2025 10 16 123613 1 750x430

ବିହାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କ୍ୟାମ୍ପେନ୍

ଭୁବନେଶ୍ୱର: ବିହାର ନିର୍ବାଚନ ମୈଦାନରେ ଓଡିଶା ମୁଖ୍ୟମନ୍ତ୍ରୀ। ଷ୍ଟାର କ୍ୟାମ୍ପେନରେ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଗସ୍ତରେ ଯାଇ ବାଙ୍କା ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନୂଆପଡ଼ାରୁ ସିଧାସଳଖ ବିହାର ଯାତ୍ରା କରି ପ୍ରଚାର ଶେଷ କରି ଓଡ଼ିଶା ଫେରିବେ। ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ମାହୋଲ […]

Read More Text.
Image 2025 10 17t012516.854

ଋଷିକେଶରେ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନର ପ୍ରତିକ୍ରିୟା

ଭୁବନେଶ୍ୱର: ଅଦିନିଆ ରଥଯାତ୍ରା ଉପରେ ଗୁରୁବାର ଇସ୍କନ ଋଷିକେଶ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇସ୍କନ ପକ୍ଷରୁ ଏକ ସୂଚନା ଜାରି କରି କୁହାଯାଇଛି ଯେ, ଅଦିନିଆ ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ଭୂମିକା ନଥିଲା । ଏହି ରଥଯାତ୍ରା ମଧୁବନ ଆଶ୍ରମ ଦ୍ୱାରା କରାଯାଇଥିଲା । ଏହି ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ଭକ୍ତ କିମ୍ବା ପ୍ରତିନିଧି ଅଂଶଗ୍ରହଣ କରିନଥିଲେ ବୋଲି ସ୍ପଷ୍ଟ କରିଛି ଇସ୍କନ ଋଷିକେଶ । ଆହୁରି କୁହାଯାଇଛି ଯେ, ଇସ୍କନ […]

Read More Text.
National emblem of india

ବିନା ଅନୁମୋଦନରେ ଭାରତର ରାଜ୍ୟ ପ୍ରତୀକର (State Emblem of India) ବ୍ୟବହାରକୁ ବାରଣ

ବାରିପଦା – ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପତ୍ର ସଂଖ୍ୟା ୧୩୫/୨୦୨୫ ତାରିଖ ୧୬.୦୬.୨୦୨୫ ଅନୁସାରେ ଭାରତର ରାଜ୍ୟ ପ୍ରତୀକର ଉପଯୁକ୍ତ ବ୍ୟବହାରରେ ଉଲ୍ଲଂଘନ ଉପରେ ଚିନ୍ତା ପ୍ରକଟ କରି ସୂଚିତ କରିଛନ୍ତି ଯେ, ଭାରତର ରାଜ୍ୟ ପ୍ରତୀକ ହେଉଛି ଭାରତ ସରକାରଙ୍କ ସରକାରୀ ମୋହର। ଏହି ପ୍ରତୀକ ଲାଇଅନ କ୍ୟାପିଟାଲ ( Lion Capital) ପ୍ରୋଫାଇଲ ଉପରେ ଆଧାରିତ, ଯେଉଁଥିରେ ଆବାକସ୍ ଉପରେ ଚାରିଟି ସିଂହ ଆରୋହଣ କରିଛନ୍ତି(ଗୋଟିଏ ସିଂହ ଅଦୃଶ୍ୟ), ମଝିରେ ଧର୍ମ ଚକ୍ର, […]

Read More Text.
Img 20251016 wa0179

ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାରିପଦା-  ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାଏକ, ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୌତମ […]

Read More Text.
Img 20251015 wa0141

ରାଷ୍ଟ୍ରୀୟ ପୋଷଣ ମାସ -୨୦୨୫ ଉପଲକ୍ଷେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା- ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା […]

Read More Text.
Rwe

ପୋଖରୀରେ ବୁଡି ଦୁଇ ଶିଶୁଙ୍କ ସଲିଳ ସମାଧି

ବାରିପଦା : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ମୁଣ୍ଡାଠାକୁରା ପଞ୍ଚାୟତର ଚାଡ଼ିରିପାହାଡି ଗ୍ରାମରେ ଆଜି ପୂର୍ବାହ୍ନ  ରେ ଗ୍ରାମ୍ୟ ପୋଖରୀରେ ବୁଡି ସଲିଳ ସମାଧି ହୋଇଅଛି ।ସୂଚନାଯୋଗ୍ୟ ଚାଡିରିପାହାଡି ଗ୍ରାମର ଦଶରଥ ହାଁସଦା ଙ୍କ ୯ ଵର୍ଷୀୟ ପୁଅ ସାକିଲା ହାଁସଦା ଏବଂ ମୁନିରାମ ମୁର୍ମୁ ଙ୍କ ୭ ବର୍ଷୀୟ ପୁଅ ସୁବୋଧ ମୁର୍ମୁ ଗାଁ ଦାଣ୍ଡରେ  ଖେଳୁ ଖେଳୁ  ଗାଁ ମୁଣ୍ଡ ପୋଖରୀ ଆଡ଼କୁ ପଳାଇଥିଲେ ।ସେଠାରେ ପାଣିରେ ଖେଳୁ ଖେଳୁ […]

Read More Text.
Img 20251016 wa0225

ଝିଆରୀ କୁ ଦୁଷ୍କର୍ମ ମାମଲାରେ ପିଉସା କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା: ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ  ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ  ବଡ଼ଦୁନ୍ଦୁ ଗ୍ରାମର ଏସ କେ ନାସିରୁଦିନ  (50) କୁ  ଦଫା 6 ଅଫ ପୋକ୍ସ ଆକ୍ଟ   ଅନୁଯାୟୀ କୋଡିଏ ବର୍ଷ  ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ […]

Read More Text.
Drown

ପୋଖରୀରେ ବୁଡ଼ିଗଲେ ୨ ନାବାଳକ

ରାଇରଙ୍ଗପୁର :  ପୋଖରୀରେ ବୁଡ଼ି ୨ ନାବାଳକ ମୃତ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଚାଡରିପାହାଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁବାର ଦିନ  ଦୁଇ ନାବାଳକ ପୁଅ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ଆଠ ବର୍ଷର ଏବଂ ଅନ୍ୟ ଜଣେ ୯ ବର୍ଷର ଅଛନ୍ତି ।  ରିପୋର୍ଟ ଅନୁଯାୟୀ, ଦୁଇ ନାବାଳକ ପୁଅ ଗାଧୋଇବାକୁ ଗାଁ ପୋଖରୀକୁ ଯାଇଥିଲେ। ସେମାନେ ଗାଧୋଇବା ସମୟରେ କୌଣସି ପ୍ରକାରେ ସେମାନଙ୍କ ଗୋଡ […]

Read More Text.
Imd warns of heavy rain in odisha yellow alert for all 30 districts

୨୪ରେ ଆଉ ଏକ ଲଘୁଚାପ !

ଭୁବନେଶ୍ଵର : ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବା ନେଇ ସୂଚନା ରହିଛି। ସେପଟେ ରାଜ୍ୟରେ ଏବେ ଖରାଟିଆ ଓ ଶୁଖିଲା ପାଗ ଲାଗିରହିଛି। ରାଜ୍ୟ ଓ ଦେଶରୁ ଏଇ ବର୍ଷ ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯିବାକୁ ପାଗ ଅନୁକୂଳ ହେଉଛି। ଏଥିସହ […]

Read More Text.